ମାଲକାନଗିରିରେ ହଁ, କୋରାପୁଟରେ ନା
କଳ୍ପତରୁ ମହାନ୍ତି ବୈପାରିଗୁଡ଼ା, ୧୩ା୫: ଦୀର୍ଘବର୍ଷର ଦାବି ସତ୍ତ୍ୱେ କୋରାପୁଟ ଜିଲାରେ ବସବାସ କରୁଥିବା ‘ଦୁରୁଆ’ଙ୍କୁ ମିଳୁନାହିଁ ଆଦିବାସୀ ମାନ୍ୟତା। ପଡ଼ୋଶୀ ମାଲକାନଗିରି ଜିଲାରେ ସମାନ ବର୍ଗର ଲୋକଙ୍କୁ ଜନଜାତି ପ୍ରମାଣପତ୍ର ପ୍ରଦାନ କରାଯାଉଥିବାବେଳେ ପ୍ରଶାସନିକ ଅବହେଳାରୁ କୋରାପୁଟରେ ଦୁରୁଆ ସମ୍ପ୍ରଦାୟ…
ଗ୍ରାମବାସୀଙ୍କ ଦାବି ମୁତାବକ କାର୍ଯ୍ୟ ଆରମ୍ଭ କଲା ପ୍ରଶାସନ
ଦଶମନ୍ତପୁର,୧୨ା୫( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧୀନ ଖଣି ପ୍ରଭାବିତ ଅଞ୍ଚଳର କଡିଙ୍ଗାମାଳି ପାହାଡ଼ ପାଦଦେଶରେ ଥିବା ମାଳିଚେମା ଗ୍ରାମର ବିକାଶ ନେଇ ବହୁ ଦାବି କରିବା ପରେ ଏବେ ପ୍ରଶାସନ ଗ୍ରାମର ବିକାଶ ଲାଗି…
ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ
କୋରାପୁଟ,୯।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋରାପୁଟ ଜିଲା ପ୍ରତି ଚରମ ଅବହେଳାକୁ ବିରୋଧ କରି ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସା ୬ଯାଏ ଚକ ଅଖ…
ଓଡ଼ିଆ ଭାଷାରେ ନାମଫଳକ ନ ଥିବାରୁ ନୋଟିସ
ଜୟପୁର,୮ା୫ (ନି.ପ୍ର.): ଜୟପୁର ଶ୍ରମ ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାଲିକମାନଙ୍କୁ ପୂର୍ବରୁ ଓଡିଆ ଭାଷାରେ ପ୍ରତିଷ୍ଠାନର ନାମ ଲେଖିବାକୁ କୁହାଯାଇଥିଲା। ଏବେ ପ୍ରଶାସନ ପକ୍ଷରୁ ତଦାରଖ ଆରମ୍ଭ ହୋଇଛି। ଯେଉଁମାନେ ନିଜ ପ୍ରତିଷ୍ଠାନର ନାମ ଓଡ଼ିଆରେ…
ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପଟାଙ୍ଗି ଗସ୍ତ ସମୟରେ ଗଣମାଧ୍ୟମକୁ ଅଣଦେଖା
ପଟାଙ୍ଗି,୭ା୫(ଡି.ଏନ୍.ଏ.): ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଆନ୍ଧ୍ର ସୀମାନ୍ତ ବ୍ଲକକୁ ଗସ୍ତ କରି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ଏଠାରେ ଗଣମାଧ୍ୟମକୁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରା ନ ଯିବା ନେଇ ଅସନ୍ତୋଷ ପ୍ରକାଶ…
କନିଷ୍ଠ ଯନ୍ତ୍ରୀ ଲାଞ୍ଚନେଉଥିବା ଭିଡିଓ ଭାଇରାଲ
ବୈପାରୀଗୁଡା,୬।୫(ଡି.ଏନ୍.ଏ.): ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ମାଠପୋଡା ପଞ୍ଚାୟତରେ। ଉକ୍ତ ପଞ୍ଚାୟତରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ କାମର ବିଲ କରାଇବା ପାଇଁ ଲାଞ୍ଚ ନେଉଥିବା…
କାଗଜପତ୍ରରେ ରୋଗୀ ସେବା
ସୁନାବେଡ଼ା, ୬।୫ (ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ କାଗଜପତ୍ରରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର। ୨୦୧୫-୧୬ରେ ୧୭ଲକ୍ଷ ୬୪ହଜାର ଟଙ୍କା ଖର୍ଚ୍ଚ କରି ଏଇଏଫ୍ ମାର୍କେଟ-ହାଉସିଂ ରାସ୍ତା ପାର୍ଶ୍ୱରେ ପୌର ପରିଷଦ ଏକ ମିନି କଲ୍ୟାଣ ମଣ୍ଡପ ନିର୍ମାଣ କରିଥିଲା।…
ଓଡ଼ିଶାରେ ଆନ୍ଧ୍ର ଅଧିକାରୀଙ୍କ ପୁଣି ଅନୁପ୍ରବେଶ
ପଟ୍ଟାଙ୍ଗି, ୪।୫(ଡି.ଏନ୍.ଏ.): ଓଡ଼ିଶାର ସୀମାନ୍ତ ଗ୍ରାମରେ ପୁଣି ଆନ୍ଧ୍ର ରାଜ୍ୟର ଉଚ୍ଚ ପଦାଧିକାରୀଙ୍କ ଅନୁପ୍ରବେଶ। ସୋମବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡ଼ିକା ରାଜନା ଦୋରା ଆସି ବିଭିନ୍ନ ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା ଫେରିଥିଲେ। ବୁଧବାର ଆନ୍ଧ୍ର ପାର୍ବତୀପୁରମ୍ ଜିଲାର ଆଇଟିଡିଏ…
୧୨ ଲକ୍ଷ ୪୨ ହଜାର କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ଲକ୍ଷ୍ୟ
କୋରାପୁଟ,୩ା୫(ସ୍ବ.ପ୍ର.): କୋରାପୁଟସ୍ଥିତ ଡିଆରଡିଏ ସଦ୍ଭାବନା ସଭାଗୃହଠାରେ ଜିଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲାପାଳ ଅବଦୁଲ ଏମ୍ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗୌରବ…
ଓଡ଼ିଶାରୁ ଗୁଜରାଟକୁ ହେଉଥିଲା ଚାଲାଣ, ଧରିଲା ପୋଲିସ
କୋରାପୁଟ,୨/୫(ସ୍ବ.ପ୍ର.): ମାଛକୁଣ୍ଡ ପୋଲିସ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇ ୫୦୨ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି। ଏନେଇ ମାଛକୁଣ୍ଡ ଥାନାରେ ୫୯/୨୦୨୩ରେ ଏକ ଏନଡିପିଏସ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛିା ଏହି ଚଢାଉବେଳେ ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ…
ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ପାଳିଲେ ସାମ୍ବାଦିକ
କୋରାପୁଟ,୧।୫(ସ୍ବ.ପ୍ର.): ଓଡ଼ିଶା ସାମ୍ବାଦିକ ୟୁନିୟନ ଆହ୍ବାନ କ୍ରମେ ସୋମବାର ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ରୂପେ କୋରାପୁଟ ଜିଲା ସାମ୍ବାଦିକ ସଂଘ ପାଳନ କରିଛି । ଏଥିସହ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ଦିଲୀପ…
ଗାଁ ପରିଦର୍ଶନ ପୂର୍ବରୁ ହୋଇଥିଲା ରାସ୍ତା ଅବରୋଧ: କାର୍ଯ୍ୟକ୍ରମ ଜାରି ରଖିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ
ପଟ୍ଟାଙ୍ଗୀ,୧।୫(ଡି.ଏନ୍.ଏ.): ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଅନୁପ୍ରବେଶ କରି ତାଙ୍କ ରାଜ୍ୟ ସରକାରୀ ଯୋଜନାକୁ ନେଇ ଘରେ ଘରେ ବୁଲି ସଚେତନତା କରୁଥିବା ବେଳେ ଓଡ଼ିଶା ଜିଲା ପ୍ରଶାସନ ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ କରି ଜଗିଥିଲା।…
Archives


