ଅସୁସ୍ଥ ଛାତ୍ରୀଙ୍କୁ ସହାୟତା କଲେ ଛାତ୍ରୀଛାତ୍ର, ଦାୟିତ୍ୱବୋଧକୁ ସାଧାରଣରେ ପ୍ରଶଂସା
ପଟ୍ଟାଙ୍ଗି,୨୮ା୯(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ତଳଗୋଲୁର ପଞ୍ଚାୟତର ଦିଗଗୋଲୁର ୟୁଜିଏଚ୍ଏସ୍ ବିଦ୍ୟାଳୟରେ ଜଣେ ଅସୁସ୍ଥ ଛାତ୍ରୀଙ୍କୁ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ତାଙ୍କୁ ସୁସ୍ଥ କରିଛନ୍ତି। ଜଣେ ସହପାଠିନୀଙ୍କ ପ୍ରତି ଛାତ୍ରୀଛାତ୍ରଙ୍କ ଏପରି ଦାୟିତ୍ୱବୋଧ ସାଧାରଣରେ ପ୍ରଶଂସା…
ଅବହେଳିତ ଅବସ୍ଥାରେ ବିଜୁ ଉଦ୍ୟାନ
ସୁନାବେଡ଼ା/ସେମିଳିଗୁଡ଼ା,୨୮ା୯(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ହାଲ୍ ଟାଉନଶିପ ୱାଇ ଜୋନ୍ରେ ପୌର ପ୍ରଶାସନ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଉଦ୍ଘାଟନ ପରେ ସେତେବେଳେ ବିଜୁ ଉଦ୍ୟାନ ରୂପେ ପରିଚିତ…
ଘାଟି ଉପରୁ ତଳକୁ ଖସିଲା ସ୍କୁଟି: ଚାଲିଗଲା ୩ ଜୀବନ
କୋରାପୁଟ,୨୭ା୯(ଅମିତାଭ ବେହେରା): ସ୍କୁଟି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଲଙ୍ଗଳବେଡ଼ା ପଞ୍ଚାୟତର କସମ ଘାଟିରେ। ସ୍କୁଟିରେ ଫେରୁଥିଲେ ଗୋଟିଏ ପରିବାରର ୩ଜଣ। ଭାରସାମ୍ୟ ହରାଇ ଏକ…
ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ
କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟ ଜିଲା ସୁନାବେଡ଼ା ନିକଟ ରାଜପୁଟଠାରେ ଥିବା ୨୦୨ କୋବ୍ରା ବାଟାଲିଆନର ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆମତ୍ହତ୍ୟା କରିଥିବା ଜଣାଯାଇଛି ା ମୃତ ଯବାନ ହେଲେ ସେର ଦିଲ୍ଲୀପ। ତାଙ୍କ ଘର…
ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର
କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟିଆ ପାଳକ ସମ୍ମିଳନୀ ପକ୍ଷରୁ ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ରେଭିନ୍ୟୁ ପଡ଼ିଆଠାରୁ କଳାନିକେତନ ଛକ ଦେଇ ଜଗନ୍ନାଥ ମନ୍ଦିର…
ଯାଞ୍ଚବେଳେ ପୋଲିସକୁ ଗାଡ଼ି ମଡ଼ାଇବାକୁ ଉଦ୍ୟମ
ନନ୍ଦପୁର, ୨୬ା୯ (ଶଙ୍କର ପୂଜାରୀ):କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଛକୁଣ୍ଡ ପୋଲିସ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରି ୧କୁଇଣ୍ଟାଲ ୪୨କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ସ୍କର୍ପିଓ (ଓଡି୦୨ ସିସି-୯୪୩୧) ଜବତ ହୋଇଛି। ଜଣକୁ…
କୋରାପୁଟ-କିରଣ୍ଡୁଲ ରେଳ ଲାଇନରେ ଭୂସ୍ଖଳନ
କୋରାପୁଟ,୨୫ା୯(ଅମିତାଭ ବେହେରା):କୋରାପୁଟ ଜିଲା ମାନବାର-ଜରଟି ରେଳ ଷ୍ଟେଶନ ମଝି ତଥା କୋରାପୁଟ-କିରଣ୍ଡୁଲ ରେଳ ଲାଇନ୍ରେ ଶନିବାର ରାତିରେ ଭୂସ୍ଖଳନ ଯୋଗୁ ପାହାଡ଼ରୁ ମାଟି ଓ ପଥର ଖସି ରେଳ ଧାରଣାରେ ପଡିଛି। ଫଳରେ ରାତି ପ୍ରାୟ ୩ଟାରୁ ଉକ୍ତ ଲାଇନ୍ରେ ଯାତାୟାତ…
ପଥର, ମାଟିଅତଡ଼ା ଖସି ଟ୍ରେନ୍ ଚଳାଚଳ ଠପ୍
କୋରାପୁଟ,୨୪।୯(ଅମିତାଭ ବେହେରା ): ରେଳ ଧାରଣାରେ ମାଟି ଅତଡା ଓ ପଥର ଖସି ଗାଡ଼ି ଚଳାଚଳ ବନ୍ଦ ହୋଇଛି। କୋରାପୁଟ ଜିଲା ମାନବର ଓ ଜରତି ଷ୍ଟେସନ ମଝିରେ ଥିବା ରେଳ ଧାରଣାରେ ଏଭଳି ଘଟଣା ଘଟିଛି। ଏ ନେଇ କୋରାପୁଟରୁ…
ଝିଅକୁ ରକ୍ତକର୍କଟ , ଚିକିତ୍ସାରେ ଅର୍ଥ ବାଧକ
ସୁନାବେଡ଼ା,୨୩ା୯(କୃତ୍ତିବାସ ପ୍ରଧାନ): ”ମୋ ଝିଅକୁ ସାହାଯ୍ୟ କର,ତା’ର ପାଠ ପଢ଼ିବାକୁ ବହୁତ ଆଗ୍ରହ ରହିଛି। ମୋ ଅସୁସ୍ଥ ଝିଅକୁ ଭଲ କରିଦିଅ“- ଏପରି ଦୁଃଖର ସହ କହୁଛନ୍ତି ଜଣେ ଉପାୟଶୂନ୍ୟ ବାପା। ସେ ହେଲେ ସୁନାବେଡ଼ା ଏଇଏଫ୍ କଲୋନି କାଳୀମନ୍ଦିର ନିକଟରେ…
ସାପ୍ତାହିକ ହାଟ ପାଇଁ ହଟହଟା
ନନ୍ଦପୁର,୨୩ା୯ (ଶଙ୍କର ପୂଜାରୀ): ନନ୍ଦପୁର ବ୍ଲକ ଦେଇ ହାଣ୍ଡିପୁଟ-ସେମିଳିଗୁଡା ସଂଯୋଗ କରୁଥିବା ଏମଡିଆର-୫୫ ରାସ୍ତା ରହିଛି। ଏହା ମଧ୍ୟ ଜୟପୁର-ବିଶାଖାପାଟଣାକୁ ସଂଯୋଗ କରୁଛି। ଏହି ରାସ୍ତାରେ ସୁବାଇ, ବାଲଡା, ନନ୍ଦପୁର, ପାଡୁଆ, ସଗର ଓ ଥୁବା ଗ୍ରାମ ରହିଛି। ଏହି ଗ୍ରାମଗୁଡିକର…
ନାବାଳିକା ଅପହରଣ, ବଳାତ୍କାର ମାମଲାରେ ଜଣେ ଗିରଫ
ଜୟପୁର, ୨୨।୯(ପବନ ପାଣିଗ୍ରାହୀ): ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଅଭିଯୁକ୍ତ ଢେପଗୁଡ଼ାର ସୁମିତ ବାଘ (୨୨)। ପୋଲିସ ସୂଚନାନୁଯାଇ ଜଣେ ନାବାଳିକା ନିଖୋଜ ଥିବା ନେଇ ଜୟପୁର…
ମା’ ଆଖି ସାମ୍ନାରେ ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ
ପଟାଙ୍ଗି,୨୨ା୯(ଶରତ ଧଳ): ମା’ ସହ ଚାଷଜମିକୁ ଯାଉଥିବା ସମୟରେ ଗୋଡ଼ ଖସି ଏକ ଗାତରେ ପଡ଼ି ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ହରାଇ ପରିବାରବର୍ଗ ଭାଙ୍ଗି ପଡିଥିବା ଦୃଶ୍ୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଏହିପରି ଅଭାବନୀୟ ଘଟଣା…
Archives


