ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ
କୋରାପୁଟ, ୨୮।୭,(ଅମିତାଭ ବେହେରା): ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ ଉଦ୍ଧାର। ଡକରିଘାଟି ଗାଁ ନିକଟ ନଦୀରୁ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍। ଏବେ ମଧ୍ୟ ଝିଅ ନିଖୋଜ ରହିଥିଲା ବେଳ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ଗତକାଲି…
କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୧୨୫ ଘର
କୋରାପୁଟ,୨୭/୭(ଅମିତାଭ ବେହେରା ): କୋରାପୁଟ ଜିଲାରେ ଶନିବାର ୯୪୯.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲାର ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୬୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜିଲାର ଜୟପୁର ବ୍ଲକରେ ୧୨୯.୬ ମିମି,…
ପୁଣି ଅଜଣା ରୋଗ ନେଲା ଶିଶୁର ଜୀବନ
କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବିଚଳଚୁଆଁ ଗାଁରେ ମଙ୍ଗଳବାର ପୁଣି ଅଜଣା ରୋଗରେ ଜଣେ ୩ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ମିଳିଥିବା ସୂଚନା ମୁତାବକ, କିଛି ଦିନ ହେଲା ୩…
ଉପର ମୁଣ୍ଡରେ ଲଗାଣ ବର୍ଷା: ମାଛକୁଣ୍ଡ ଡି.ଡ୍ୟାମର ଖୋଲିଲା ୨ଗେଟ୍
ଲମତାପୁଟ,୨୩ା୭(ଭକ୍ତରମ ବାଙ୍କିଆ): ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜଳଭଣ୍ଡାରରେ ଜଳସ୍ତର ଏବେ ବଢିବାରେ ଲାଗିଛି । ଜଲାପୁଟ ମୁଖ୍ୟ ଜଳଭଣ୍ଡାରରେ ୬ଫୁଟ ଜଳସ୍ତର ବଢିଥିବା ବେଳେ ମାଛକୁଣ୍ଡ ଡି. ଡ୍ୟାମରେ ଜଳସ୍ତର ବିପଦ ସଙ୍କେତର ଅତି ନିକଟରେ…
କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୪୦ ଘର
କୋରାପୁଟ,୨୨।୭(ଅମିତାଭ ବେହେରା): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁ ବହୁ ଗଛ ଓ ଘର ଭାଙ୍ଗି ଥିବା ଜଣାଯାଇଛି। ଗତ ୩ ଦିନ ମଧ୍ୟରେ ଜିଲାରେ ପାଖାପାଖି ୪୦ଟି ଘର ଭାଙ୍ଗଯାଇଛି। ଜିଲା…
କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ
କୋରାପୁଟ,୨୧ା୭(ଅମିତାଭ ବେହେରା): କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ କୋରାପୁଟ ଜିଲା କମାର ସମାଜ ପକ୍ଷରୁ ଦୀର୍ଘ ୧୫ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ତାଙ୍କର ଦାବିଙ୍କୁ ସରକାର ମାନୁ ନ ଥିବାରୁ…
ପଞ୍ଚଭୂତରେ ବିଲୀନ ହେଲେ କମଳା ପୂଜାରୀ
ଜୟପୁର,୨୧।୭: ବିଶିଷ୍ଟ ଜୈବିକ କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମମାଟି ପାତ୍ରପୁର ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ହୋଇଛି। ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ଜିଲାପାଳ, ଏସ୍ପି ସେଠାରେ…
ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା
ପଟ୍ଟାଙ୍ଗି ,୨୧।୭(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଦେଇ ଦୁଇ ରାଜ୍ୟ ଯଥା ଛତିଶଗଡ଼ ଆନ୍ଧ୍ରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାଉଗୁଣ୍ଠା ଘାଟିରେ ଦୁଇଟି ଟ୍ରକ ଅଟକି ଘାଟି ଯାମ ହୋଇଛି। ତେବେ ଘଟଣାସ୍ଥଳେ ପୋଲିସ ପହଞ୍ଚି ଉକ୍ତ…
କୋରାପୁଟରେ ୯୪୩.୧ ମିଲିଲିଟର ବର୍ଷା, କୋଟପାଡ଼ ବ୍ଲକରେ ରେକର୍ଡ ସର୍ବାଧିକ
କୋରାପୁଟ,୨୦ା୭(ଅମିତାଭ ବେହେରା): ଶନିବାର କୋରାପୁଟ ଜିଲାରେ ୯୪୩.୧ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜିଲାର କୁନ୍ଦ୍ରା ବ୍ଲକରେ ୭୨.୪ ମିଲିମିଟର, ନନ୍ଦପୁର…
ଜାତୀୟ ରାଜପଥରେ ଜଳିଗଲା କାର୍
କୋରାପୁଟ,୨୦ା୭(ଅମିତାଭ ବେହେରା): କୋରାପୁଟ ଜିଲା ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମିସିଂଗୁଡ଼ା ଛକରେ ଶନିବାର ଏକ କାର୍ ହୁତୁହୁତୁ ହୋଇ ଜଳିଯାଇଛି। ସୂଚନାଯୋଗ୍ୟ, ସୁନାବେଡ଼ାରୁ କୋରାପୁଟ ଷ୍ଟେଶନ ଯାଉଥିବା ବେଳେ ଉକ୍ତ କାର୍ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା…
ରାଜପଥରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ୟାଙ୍କର
କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସୁନାବେଡା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର କୋରାପୁଟ ଟାଉନ ଥାନା ଅଧୀନ ଡୁମୁରିପୁଟ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା। ଫଳରେ ଦୀର୍ଘ ୬ ଘଣ୍ଟା ସମୟ…
ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, କୋରାପୁଟ-ସୁନାବେଡ଼ା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ
କୋରାପୁଟ/ଡୁମୁରିପୁଟ,୧୯ା୭(ଅମିତାଭ ବେହେରା/ସନ୍ତୋଷ ପାତ୍ର): ଶୁକ୍ରବାର ସକାଳେ ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଏକ ସିମେଣ୍ଟ ବୋଝଇ ଟ୍ରକ୍ ଭାରସାମ୍ୟ ହରାଇ ଡୁମୁରିପୁଟ ନିକଟ ୨୬ ନଂ ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଛି। ଫଳରେ କୋରାପୁଟ – ସୁନାବେଡ଼ା ମଧ୍ୟରେ ଗାଡ଼ି ଚଳାଚଳ…

