କୋରାପୁଟ

କୋରାପୁଟିଆ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ

କୋରାପୁଟ,୩ା୯(ଅମିତାଭ ବେହେରା)କୋରାପୁଟ ଜିଲା ପାଇଁ ଆସିଛି ଖୁସି ଖବର। କୋରାପୁଟରେ ଉତ୍ପାଦିତ ହେଉଥିବା କୋରାପୁଟିଆ ବିରଳ କଳାଜିରା ଧାନକୁ ମିଳିବ ଜିଆଇ ଟ୍ୟାଗ। କୋରାପୁଟର କଫି, ଝାଡୁ, ସାବୁନ, ହଳଦୀ ପରେ ବିରଳ ଧାନ କଳାଜିରା ଚାଉଳକୁ ଜିଆଇ ଟ୍ୟାଗ ମାନ୍ୟତା…

ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ଜୀବନ ବଞ୍ଚାଇଲେ

ନନ୍ଦପୁର, ୩୧ା୮ (ଶଙ୍କର ପୂଜାରୀ)ଥମୁନି ଜନନୀ ଜନ୍ତ୍ରଣା। ରାସ୍ତାଘାଟ ନ ଥିବାରୁ ଗ୍ରାମବାସୀଙ୍କୁ ମିଳିପାରୁନି ମୌଳିକ ସୁବିଧା ସହ ଆବଶ୍ୟକ ସମୟରେ ଚିକିତ୍ସା ସେବା। ଜରୁରୀ ସମୟରେ ଭାରରେ ଓ ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ। ଏଭଳି ଏକ ଘଟଣା ନନ୍ଦପୁର…

ବିହାରରୁ ଗିରଫ ହେଲେ ଆନ୍ତରାଜ୍ୟ ୩ଜଣିଆ ଅନଲାଇନ ଠକେଇ ଦଳ

କୋରପୁଟ,୨୯।୮(ଅମିତାଭ ବେହେରା ): ଗୁଗୁଲିରେ ବିଜ୍ଞାପନ ଦେଇ ଲକ୍ଷାଧିକ ଟଙ୍କା ଅନଲାଇନ ଠକେଇ କରୁଥିବା ୩ଜଣିଆ ଆନ୍ତ ରାଜ୍ୟ ଠକ ଦଳକୁ ଗିରଫ କରିଛି କୋରାପୁଟ ପୋଲିସ। ପୋଲିସ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ମଙ୍ଗଳବାର ଥାନା ପରିସରରେ ଆୟୋଜିତ ଏକ…

କୋରାପୁଟ ମ୍ୟୁନିସିପାଲଟିକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୨୮।୮(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ଜାଗାମିଶନ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲଟିକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ମ୍ୟୁନିସିପାଲଟିକୁ ପୁରସ୍କୃତ କରିଥିଲେ।…

ରାସ୍ତା ନାହିଁ, ଗ୍ରାମରେ ପହଞ୍ଚତ୍ପାରୁନି କୌଣସି ଯୋଜନା

ଦଶମନ୍ତପୁର,୨୮ା୮ (ଅରବିନ୍ଦ ନାୟକ ): ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଗ୍ରାମବାସୀଙ୍କୁ ଏଯାଏ ମୌଳିକ ସୁବିଧା ସୁଯୋଗ ମିଳିନାହିଁ। ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସୁଫଳ…

ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବିପିଏଲ୍‌ କାର୍ଡ ବାଧକ

ବୈପାରିଗୁଡା,୨୮ା୮(କଳ୍ପତରୁ ମହାନ୍ତି): ପରିବାର ମଙ୍ଗଳ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ରୋଜଗାରକ୍ଷମ ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ଯଦି ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ପରିବାର ମଙ୍ଗଳ ଯୋଜନାରେ ସମ୍ପୃକ୍ତ ପରିବାରକୁ ୨୦ ହଜାର ଟଙ୍କା…

ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ କର୍ମଚାରୀ

ପଟ୍ଟାଙ୍ଗି,୨୫।୮(ଶରତ ଧଳ): ମୃତଦେହକୁ ଗ୍ରାମରେ ପହଞ୍ଚାଇବା ସକାଶେ ଆମ୍ବୁଲାନ୍ସ ନ ମିଳିବା ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧକ୍କା ମାରିବା ଘଟଣାକୁ ପ୍ରତିବାଦ କରି ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନାରେ ସ୍ବାସ୍ଥ୍ୟ କର୍ମୀମାନେ ଧାରଣା ଦେଇ…

ମରୁଡି ପରିବେଶକୁ ସହ୍ୟ କରିପାରିବ କୋରାପୁଟର ଦେଶୀ ମାଣ୍ଡିଆ

କୋରାପୁଟ,୨୫ା୮( ଅମିତାଭ ବେହେରା ): କୋରାପୁଟ ଅଞ୍ଚଳର ଆଦିବାସୀମାନେ ପାରମ୍ପରିକ ଭାବେ ଚାଷ କରୁଥିବା ମାଣ୍ଡିଆ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରଖିଛି ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ ଦେବବ୍ରତ ପଣ୍ଡା କହିଛନ୍ତି। ଦୀର୍ଘ ୧୦…

ଘାଟିରେ ଓଲଟିଲା ବସ୍‌, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ପଟ୍ଟାଙ୍ଗି,୨୩।୮(ଶରତ ଧଳ): ମଙ୍ଗବଳାର ବିଳମ୍ବିତ ରାତିରେ ଓଏସ୍‌ଆରଟିସି ବସ୍‌ ଘାଟି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ। ଏଭଳି ଘଟଣା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ଯୋଡିମାଦିଲି ଘାଟିରେ ଘଟିଛି…

ନାରାୟଣପାଟଣାରେ ମାଓବାଦୀ ପୋଷ୍ଟର

କୋରାପୁଟ,୨୨।୮(ଅମିତାଭ ବେହେରା) ନାରାୟଣପାଟଣାରେ ଲାଗିଛି ମାଓବାଦୀ ପୋଷ୍ଟର। ପୋଷ୍ଟର ଲଗାଇ ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ଚିନ୍ତାଗୁଡା ପ୍ରକଳ୍ପକୁ ବିରୋଧ କରିଛନ୍ତି ମାଓବାଦୀ। ସୂଚନାଯୋଗ୍ୟ, କୋରାପୁଟ ଜିଲାର ନାରାୟଣପାଟଣାରେ ଦୀର୍ଘ ବର୍ଷ ପରେ ମଙ୍ଗଳବାର ମାଓବାଦୀଙ୍କ ପୋଷ୍ଟର ମରାଯାଇଛି ା ନାରାୟଣପାଟଣା ବ୍ଲକର…

କୋରାପୁଟ କଫିକୁ ଇନ୍‌ଷ୍ଟାଣ୍ଟ ମାନ୍ୟତା

କୋରାପୁଟ,୨୨ା୮(ଅମିତାଭ ବେହେରା):କୋରାପୁଟ ଇନ୍‌ଷ୍ଟାଣ୍ଟ କଫିକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବାରୁ କୋରାପୁଟ କଫି ଚାଷୀ ଓ କୋରାପୁଟ ଜିଲାବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ା ପ୍ରତିଷ୍ଠିତ ବ୍ରାଣ୍ଡ ନେସକାଫେ ଓ ବ୍ରୁ କଫି ଭଳି କୋରାପୁଟ କଫିକୁ ଇନ୍‌ଷ୍ଟାଣ୍ଟ…

ଫେରାର ବିଡିଓ ୮ ବର୍ଷ ପରେ ଦିଲ୍ଲୀରୁ ଗିରଫ

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ଜୟପୁର,୨୨ା୮(ପବନ ପାଣିଗ୍ରାହୀ):୩୪ଲକ୍ଷ ଟଙ୍କାର ସରକାରୀ ଅର୍ଥ ହଡ଼ପ କରିବା ସହ ୭ଟି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥାଇ ଫେରାର ଥିବା କୋରାପୁଟ ଜିଲା ନାରାୟଣପାଟଣା ବ୍ଲକର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ (୬୫) ୮ବର୍ଷ ପରେ ଧରାପଡ଼ିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri