କୋରାପୁଟ

ଏଡିଇଓଙ୍କ ଘରେ ଭିଜଲାନ୍ସ ରେଡ

କୋଟପାଡ଼,୧୩।୨: (ରାଜଶେଖର/ଅମିତାଭ ବେହେରା)କୋରାପୁଟ ଜିଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାଶନା ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ପାର୍ଥସାରଥୀ ବିଶୋଇଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଗୁରୁବାର ସକାଳେ ତାଙ୍କର ବୋରିଗୁମ୍ମା ବ୍ଲକ ଚମ୍ପିଆରେ ଥିବା ପୈତୃକ ଘର ସହ ୭ଟି ସ୍ଥାନରେ ଜୟପୁର…

କୋପୁଟରେ ଲଜ୍ଜା: ଠାକୁରାଣୀ ଯାତ୍ରା ଦେଖି ଫେରୁଥିଲେ ନାବାଳିକା, ବଳାତ୍କାର କଲେ ୪ ଯୁବକ

କୋରାପୁଟ,୨୯।୧୨(ଅମିତାଭ ବେହେରା): ନାବାଳିକାଙ୍କୁ ଗଣବଳାତ୍କାର। ଠାକୁରାଣୀ ଯାତ୍ରା ଦେଖି ଫେରୁଥିଲେ ନାବାଳିକା। ବାଟରେ ଛକିବସିଥିଲେ ସଇତାନ। ଏଭଳି ଏକ ଘନ୍ୟକାଣ୍ଡ ଘଟିଛି କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ। ନବାଳିକା ଠାକୁରାଣୀ ଯାତ୍ରା ଦେଖି ଫେରିବା ବେଳେ ବାଟରେ ଛକି ବସିଥିବା…

ପ୍ରତି ବ୍ଲକରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପାଇଁ ୪୧୨୪ କୋଟି ଟଙ୍କା ଖର୍ଚ୍ଚ କରିବେ ଓଡିଶା ସରକାର

ଭୁବନେଶ୍ୱର,୧୦।୨: ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଏହି ବ୍ଲକ ସ୍ତରୀୟ ଷ୍ଟାଡିୟମ ପ୍ରାୟ ୮ ରୁ ୧୦…

ରେଲଓ୍ବେ ଅଧିକାରୀଙ୍କୁ ଠକି ଥିଲେ: ଝାଡ଼ଖଣ୍ଡରୁ ପଡ଼ିଲେ ଧରା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ରେଲଓ୍ବେର ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇଛନ୍ତି। ଟେଲିଗ୍ରାମ୍‌ ଆପ୍‌ ଜରିଆରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍‌ କଲେ ଆକର୍ଷଣୀୟ କମିଶନି ମିଳିବା ଲୋଭ ଦେଖାଇ ତାଙ୍କଠାରୁ ପର୍ଯାୟକ୍ରମେ ୬ ଲକ୍ଷ ୯୦ ହଜାର…

ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ସଫଳତାର ସହ ଅସ୍ତ୍ରୋପଚାର: ୧୩,୫୦୦ ପ୍ରୋତ୍ସାହନ ରାଶି ପ୍ରଦାନ

କୋରାପୁଟ,୧୦।୨(ଅମିତାଭ ବେହେରା): କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳତାର ସହ ଚାରି ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଛି। ରାଜ୍ୟ ତରଫରୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀକାନ୍ତ କର୍ମୀ ଏବଂ ଫିଜିଓଥେରାପିଷ୍ଟ କେ.…

ଧରାପଡ଼ିଲେ ଆନ୍ତଃରାଜ୍ୟ ସାଇବର ଠକ, ନଗଦ ୨ ଲକ୍ଷ ଟଙ୍କା ଜବତ

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ସାଇବର ପୋଲିସ ଦ୍ୱାରା ସୋମବାର ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରାଯିବା ସହ ତାଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା୧୦ ଟି ଚେକ୍‌ ବୁକ୍‌ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୋମବାର ସ୍ଥାନୀୟ…

ସିଲ୍‌ ହେଲା ନକଲି ଗୁଟ୍‌ଖା କମ୍ପାନୀ: ୨ କର୍ମଚାରୀଙ୍କୁ ଉଠାଇ ନେଲା ଜିଏସ୍‌ଟି ବିଭାଗ

କୁନ୍ଦୁରା,୯ା୨(ସନ୍ତୋଷ ପ୍ରହରାଜ)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ମସିଗାଁ ପଞ୍ଚାୟତର ବରଗୁଡା, ତରାପୁଟ ଗାଁ ଓ ଦିଗାପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଚାଲିଥିବା ନକଲି ଗୁଟ୍‌ଖା କମ୍ପାନୀ ଉପରେ କେନ୍ଦ୍ର ଏବଂ ଆନ୍ଧ୍ର ଜିଏସ୍‌ଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରି…

ବୋର୍ଡ ଅଫ୍‌ ଭିଜିଟର୍ସଙ୍କ କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ମଣ୍ଡଳ କାରା ପରିଦର୍ଶନ କମିଟିର ୧୩ ଜଣିଆ ଦଳ ଅଚାନକ ମଣ୍ଡଳ କାରାଗାର ପରିଦର୍ଶନ କରିଥିବା ଜଣାଯାଇଛି। ଜିଲା ଜଜ୍‌ ପ୍ରଦୀପ କୁମାର ମହନ୍ତଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି ଦଳ ପ୍ରଥମେ ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ…

ନକ୍ସଲ ନାଁରେ ସରକାରୀ କର୍ମଚାରୀଙ୍କୁ ମାଗୁଥିଲେ ଟଙ୍କା: ଧରାପଡ଼ିଲେ ୨ ଅଭିଯୁକ୍ତ

କୋରାପୁଟ/ ନାରାୟଣପାଟଣା,୬।୨(ଅମିତାଭ ବେହେରା / ରାଜକିଶୋର ଜେନା ): ନକ୍ସଲ ନାମରେ ସରକାରୀ କର୍ମଚାରୀଙ୍କୁ ଆରଟିଆଇ ଜରିଆରେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା। ଗୁରୁବାର ନାରାୟଣପାଟଣା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନାରାୟଣପାଟଣା ଥାନା…

ଆଶ୍ରମ ବୁଲି ଷ୍ଟବେରୀ ଚାଷ ଦେଖିଲେ ଷ୍ଟାଣ୍ଡିଂ କମିଟି

ପଟ୍ଟାଙ୍ଗି,୬ା୨(ଶରତ କୁମାର ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସର୍କିଟ ହାଉସ୍‌ରେ ପହଞ୍ଚି ପରେ ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ବୁଧବାର ରାତ୍ରିଯାପନ କରିଥିଲେ। କମିଟିର ଏହି ଗସ୍ତକୁ ପ୍ରଶାସନ…

କୋରାପୁଟରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ

କୋରାପୁଟ,୫ା୨(ଅମିତାଭ ବେହେରା): ସମୃଦ୍ଧ ଓଡ଼ିଶାର ନୂତନ ପରିଭାଷା ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ ହୋଇଯାଇଛି। ବୁଧବାର ଖୋର୍ଦ୍ଧା ଜିଲା ଜଙ୍କିଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଡଙ୍ଗାବୁଡି ଘଟଣା: ୮୪ ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର

କୋରାପୁଟ,୫।୨(ଅମିତାଭ ବେହେରା): କୋରାପୁଟ ଜିଲାର ଲମତାପୁଟ ବ୍ଲକର ସୀମାନ୍ତ ଜଲାପୁଟ ଜଳ ଭଣ୍ଡାରର ତଳ ପାର୍ଶ ନଦୀରେଡ଼ଙ୍ଗା ବୁଡି ଘଟଣାର ୮୪ ଘଣ୍ଟା ପରେ ନାବାଳକ ଶିବା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri