କୋରାପୁଟ

ଆରପାରିରେ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ ଝିଅ

ପଟ୍ଟାଙ୍ଗି,୧୪ା୨(ଶରତ କୁମାର ଧଳ):କୋରାପୁଟ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀଙ୍କ ତୃତୀୟ ଝିଅ ରାଜଲକ୍ଷ୍ମୀଙ୍କ ଗୁରୁବାର ବିଳମ୍ବିତ ରାତିରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେ ୩ ବର୍ଷ ହେବ କ୍ୟାନ୍‌ସର ରୋଗରେ ପୀଡ଼ିତ ଥିଲେ।...

ବାପା ଆଗରେ ଜଳଭଣ୍ଡାରକୁ ଡେଇଁପଡ଼ିଲେ ପୁଅ

ସୁନାବେଡ଼ା,୧୪ା୨(କୃତ୍ତିବାସ ପ୍ରଧାନ)-ସୁନାବେଡ଼ା ଥାନା ଅଧୀନ ୨୬ନଂ. ଜାତୀୟ ରାଜପଥ ଟିମ୍ବର ବ୍ରିଜ୍‌ ଉପରେ ସ୍କୁଟି ରଖି ବାପାଙ୍କ ଆଗରେ ନଦୀକୁ ଜଣେ ଯୁବକ ଡେଇଁ ପଡ଼ିଛନ୍ତି। ସୂଚନାଯୋଗ୍ୟ, କୋରାପୁଟ ଜାନୀଗୁଡ଼ା ଗ୍ରାମର ପାକୁଳୁ ଜାନୀଙ୍କ ପୁଅ ମଦନ ଜାନୀ(୨୨) ୨...

ସ୍କୁଟି ରଖି ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ଯୁବକ

କୋରାପୁଟ,୧୪।୨: ୨୬ ନମ୍ବର ଜାତୀୟ ରାଜପଥ ଟିମ୍ବର ବ୍ରିଜ୍‌ ଉପରୁ କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି ଜଣେ ଯୁବକ। ଯୁବକ ଜଣକ ନିଖୋଜ ଥିବା ବେଳେ ତାଙ୍କୁ ଖୋଜାଖୋଜି କରାଯାଉଛି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ସୁନାବେଡ଼ାରୁ ଏକ...

୧୫ ପ୍ଲଟ୍‌, କାଜୁ ପ୍ରୋସେସିଂ ୟୁନିଟ୍‌ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି

କୋରାପୁଟ/କୋଟପାଡ଼,୧୩ା୨(ଅମିତାଭ ବେହେରା/କେ.ରାଜଶେଖର ରାଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ପକ୍ଷରୁ କୋଟପାଡ଼ ବ୍ଲକ୍‌ ବତାସନା ପଞ୍ଚାୟତ ଆକାଉଣ୍ଟାଣ୍ଟ ତଥା ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ପାର୍ଥସାରଥି ବିଷୋୟୀଙ୍କ ଚମ୍ପିଆସ୍ଥିତ ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ...

ଏଡିଇଓଙ୍କ ଘରେ ଭିଜଲାନ୍ସ ରେଡ

କୋଟପାଡ଼,୧୩।୨: (ରାଜଶେଖର/ଅମିତାଭ ବେହେରା)କୋରାପୁଟ ଜିଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାଶନା ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ପାର୍ଥସାରଥୀ ବିଶୋଇଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଗୁରୁବାର ସକାଳେ ତାଙ୍କର ବୋରିଗୁମ୍ମା ବ୍ଲକ ଚମ୍ପିଆରେ ଥିବା ପୈତୃକ ଘର ସହ ୭ଟି ସ୍ଥାନରେ...

କୋପୁଟରେ ଲଜ୍ଜା: ଠାକୁରାଣୀ ଯାତ୍ରା ଦେଖି ଫେରୁଥିଲେ ନାବାଳିକା, ବଳାତ୍କାର କଲେ ୪ ଯୁବକ

କୋରାପୁଟ,୨୯।୧୨(ଅମିତାଭ ବେହେରା): ନାବାଳିକାଙ୍କୁ ଗଣବଳାତ୍କାର। ଠାକୁରାଣୀ ଯାତ୍ରା ଦେଖି ଫେରୁଥିଲେ ନାବାଳିକା। ବାଟରେ ଛକିବସିଥିଲେ ସଇତାନ। ଏଭଳି ଏକ ଘନ୍ୟକାଣ୍ଡ ଘଟିଛି କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ। ନବାଳିକା ଠାକୁରାଣୀ ଯାତ୍ରା ଦେଖି ଫେରିବା ବେଳେ ବାଟରେ ଛକି...

ପ୍ରତି ବ୍ଲକରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପାଇଁ ୪୧୨୪ କୋଟି ଟଙ୍କା ଖର୍ଚ୍ଚ କରିବେ ଓଡିଶା ସରକାର

ଭୁବନେଶ୍ୱର,୧୦।୨: ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଏହି ବ୍ଲକ ସ୍ତରୀୟ ଷ୍ଟାଡିୟମ ପ୍ରାୟ ୮ ରୁ...

ରେଲଓ୍ବେ ଅଧିକାରୀଙ୍କୁ ଠକି ଥିଲେ: ଝାଡ଼ଖଣ୍ଡରୁ ପଡ଼ିଲେ ଧରା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ରେଲଓ୍ବେର ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇଛନ୍ତି। ଟେଲିଗ୍ରାମ୍‌ ଆପ୍‌ ଜରିଆରେ ଆପ୍ଲେ ଭେକେସନ କମ୍ପାନୀରେ ପାର୍ଟଟାଇମ ଜବ୍‌ କଲେ ଆକର୍ଷଣୀୟ କମିଶନି ମିଳିବା ଲୋଭ ଦେଖାଇ ତାଙ୍କଠାରୁ ପର୍ଯାୟକ୍ରମେ ୬ ଲକ୍ଷ ୯୦...

ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ସଫଳତାର ସହ ଅସ୍ତ୍ରୋପଚାର: ୧୩,୫୦୦ ପ୍ରୋତ୍ସାହନ ରାଶି ପ୍ରଦାନ

କୋରାପୁଟ,୧୦।୨(ଅମିତାଭ ବେହେରା): କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫଳତାର ସହ ଚାରି ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଛି। ରାଜ୍ୟ ତରଫରୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀକାନ୍ତ କର୍ମୀ ଏବଂ ଫିଜିଓଥେରାପିଷ୍ଟ...

ଧରାପଡ଼ିଲେ ଆନ୍ତଃରାଜ୍ୟ ସାଇବର ଠକ, ନଗଦ ୨ ଲକ୍ଷ ଟଙ୍କା ଜବତ

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ସାଇବର ପୋଲିସ ଦ୍ୱାରା ସୋମବାର ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରାଯିବା ସହ ତାଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା୧୦ ଟି ଚେକ୍‌ ବୁକ୍‌ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୋମବାର...

ସିଲ୍‌ ହେଲା ନକଲି ଗୁଟ୍‌ଖା କମ୍ପାନୀ: ୨ କର୍ମଚାରୀଙ୍କୁ ଉଠାଇ ନେଲା ଜିଏସ୍‌ଟି ବିଭାଗ

କୁନ୍ଦୁରା,୯ା୨(ସନ୍ତୋଷ ପ୍ରହରାଜ)- କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ମସିଗାଁ ପଞ୍ଚାୟତର ବରଗୁଡା, ତରାପୁଟ ଗାଁ ଓ ଦିଗାପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଚାଲିଥିବା ନକଲି ଗୁଟ୍‌ଖା କମ୍ପାନୀ ଉପରେ କେନ୍ଦ୍ର ଏବଂ ଆନ୍ଧ୍ର ଜିଏସ୍‌ଟି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ...

ବୋର୍ଡ ଅଫ୍‌ ଭିଜିଟର୍ସଙ୍କ କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ମଣ୍ଡଳ କାରା ପରିଦର୍ଶନ କମିଟିର ୧୩ ଜଣିଆ ଦଳ ଅଚାନକ ମଣ୍ଡଳ କାରାଗାର ପରିଦର୍ଶନ କରିଥିବା ଜଣାଯାଇଛି। ଜିଲା ଜଜ୍‌ ପ୍ରଦୀପ କୁମାର ମହନ୍ତଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି ଦଳ ପ୍ରଥମେ ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri