ଅଟୋକୁ ଧକ୍କାଦେଲା ବାଇକ୍ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…
ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ ଦୁର୍ଘଟଣା ହୋଇଥିଲା। ଏଥିରେ ଅଟୋ ଚାଳକଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ମୃତ୍ୟୁ ...
ଦେଓମାଳି ଶୁଟିଂ ସେଟରେ ପ୍ରିୟଙ୍କା, ଆକ୍ସନ ସିନ୍ ଶୁଟ୍ କଲେ ମହେଶ ବାବୁ, ଦେଖିବାକୁ ଲୋକଙ୍କ ଭିଡ଼
କୋରାପୁଟ,୧୦।୩(ଅମିତାଭ ବେହେରା): ବଲିଉଡ ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋରାପୁଟ ଜିଲାରେ ପହଞ୍ଚିଛନ୍ତି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଆଗାମୀ ଫିଲ୍ମ ଶୁଟିଂ କୋରାପୁଟରେ ଚାଲିଛି। କୋରାପୁଟର ତାଲାମାଳିରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ...
ଓଡ଼ିଶାରେ SSMB29 ଶୁଟିଂ: ଭିଡିଓ ଲିକ୍ ପରେ ଆକ୍ସନରେ ଏସଏସ ରାଜାମୋୖଲି, ପଠାଇଲେ ଲିଗାଲ ନୋଟିସ୍
କୋରାପୁଟ,୧୦ା୩: ନିର୍ଦ୍ଦେଶକ ଏସଏସ ରାଜମୌଲି ମହେଶ ବାବୁଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘SSMB29’ର କ୍ଲିପ୍ ପୋଷ୍ଟ କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲିକ୍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି। ରବିବାର କୋରାପୁଟ ଜିଲାରେ ମହେଶ...
ଏସଏସ ରାଜାମୋୖଲିଙ୍କ ହାଇ-ବଜେଟ SSMB29 ଶୁଟିଂ ପାଇଁ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା, ଫଟୋ ଭାଇରାଲ୍
କୋରାପୁଟ,୧୦ା୩: ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଭାରତ ଆସିଛନ୍ତି। ମା’ ମଧୁ ଚୋପ୍ରା ଏସ୍ ରାଜାମୋୖଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘SSMB 29’ ରେ ତାଙ୍କର ସମ୍ପୃକ୍ତି ନିଶ୍ଚିତ କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାରି...
ଭାରତୀୟ ଆର୍ମି ଲେଫ୍ଟନେଣ୍ଟ ଟ୍ରେନିଂ ସାରି ଫେରିଲେ ଶୁଭାଶିଷ : ବିପୁଳ ସ୍ବାଗତ ସମ୍ବର୍ଦ୍ଧନା
କୋରାପୁଟ,୧୦ା୩(ଅମିତାଭ ବେହେରା): ଏନସିସିରେ ଉଲେଖନୀୟ ପ୍ରଦର୍ଶନ କରି ଗତ ୨୦୨୪ ମସିହାରେ ରାଜ୍ୟରେ ଏକ ମାତ୍ର କ୍ୟାଡେଟ ଭାରତୀୟ ଆର୍ମି ଲେଫ୍ଟମେଣ୍ଟ ଭାବେ ନିଯୁକ୍ତି ପାଇଥିବା କୋରାପୁଟର ପୁଅ ଶୁଭାଶିଷ ରଥଙ୍କୁ ରବିବାର କୋରାପୁଟ ଏନସିସି ପକ୍ଷରୁ ବିପୁଳ ସ୍ବାଗତ...
କୋରାପୁଟରେ ଏସ୍ଏସ୍ଏମ୍ବି୨୯ର ଶୁଟିଂ ଆରମ୍ଭ
କୋରାପୁଟ,୮ା୩(ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ନିଜର ଆଗାମୀ ଫିଲ୍ମ ଶୁଟିଂ ପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟକୁ ବାଛିଛନ୍ତି। ଜିଲାର ବିଭିନ୍ନ...
ଟାଉନ ଥାନା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ,୭ା୩(ଅମିତାଭ ବେହେରା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁକ୍ରବାର କୋରାପୁଟ ଜିଲାର କୋରାପୁଟ ଟାଉନ ଥାନା ଓ ଶୁଙ୍କି ଥାନାର ଉଦ୍ଘାଟନ କରିଛନ୍ତି। ସମସ୍ତ ଥାନାରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। କୋରାପୁଟ ସହରର ଗ୍ୟାରେଜ କଲୋନୀ ନିକଟରେ...
ଓଡିଶାରେ କଫି ଚାଷ ପାଇଁ ରହିଛି ବୃହତ ସମ୍ଭାବନା : କଫି ବୋର୍ଡ ଅଧ୍ୟକ୍ଷ
କୋରାପୁଟ,୬।୩(ଅମିତାଭ ବେହେରା): କୋରାପୁଟ ଜିଲାର ଅନୁକୂଳ ଜଳବାୟୁ ଏବଂ ଭିତ୍ତିଭୂମି ସୁବିଧା ଯୋଗୁ ଭାରତୀୟ କଫି ବୋର୍ଡ ଓଡିଶାରେ, ବିଶେଷକରି କୋରାପୁଟ ଅଞ୍ଚଳରେ କଫି ଚାଷକୁ ଅଧିକ ବିସ୍ତାରିତ କରିବା ପାଇଁ ଯୋଜନା କରୁଛି ବୋଲି କଫି ବୋର୍ଡର ଅଧ୍ୟକ୍ଷ...
କାଉଗୁଡାଗ୍ରାମର ୩୦ ଚାଷୀଙ୍କ ସ୍ବପ୍ନ ସାକାର : ଜମିରେ ପାଚିଲା ଷ୍ଟ୍ରବରୀ ଦେଖି ଚାଷୀ ଆନନ୍ଦରେ ବିଭୋର
କୋରାପୁଟ,୪।୩(ଅମିତାଭ ବେହେରା ): ଗତ ୩ମାସ ଧରି ଜମିରେ କଠିନ ପରିଶ୍ରମ କରି ଷ୍ଟ୍ରବେରୀ ଫଳାଇଛନ୍ତି କୋରାପୁଟ ଜିଲାର କାଉଗୁଡା ଗ୍ରାମର ୩୦ ଜଣ ଚାଷୀ। ନିଜ ଜମିରେ ଫଳିଥିବା ଲାଲ ଲାଲ ଷ୍ଟବରୀକୁ ଦେଖି ଚାଷୀ ନିଜ ସ୍ବପ୍ନ...
ପୁରୁଷ ବନ୍ଧୁଙ୍କ ସହ ଯାଉଥିଲେ: ବାଇକ୍ରୁ ଖସିପଡ଼ି ଚାଲିଗଲା ଯୁବତୀଙ୍କ ଜୀବନ
ଦଶମନ୍ତପୁର,୧।୩(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍ ଅନ୍ତର୍ଗତ ଲୁଲ୍ଲା ପଞ୍ଚାୟତ ସଦର ମହକୁମାସ୍ଥିତ ଆଦିବାସୀ ସାହିର ଜଣେ ଯୁବତୀ ବାଇକ୍ରୁ ଖସି ପଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତୁମ୍ବନାଥ ଜାନୀଙ୍କ ଝିଅ ମୁଟଲି ଜାନୀ(୨୩)।...
ଲାଞ୍ଚ ନେଇ ଧରାପଡ଼ିଲେ ଲ୍ୟାମ୍ପସ୍ ମ୍ୟାନେଜର
କୋରାପୁଟ,୨୮ା୨(ଅମିତାଭ ବେହେରା): ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଲ୍ୟାମ୍ପସ ମ୍ୟାନେଜର ସତ୍ୟରଞ୍ଜନ ଚାଲାଣ ହୋଇଛନ୍ତି। ଶୁକ୍ରବାର କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ କୁନ୍ଦୁଲି ଲ୍ୟାମ୍ପର ଦାୟିତ୍ୱରେ ଥିବା...
ଜାଗର ଜାଳି ଫେରୁଥିବାବେଳେ ୨୦ଫୁଟ ବ୍ରିଜ ଉପରୁ ଖସିପଡିଲେ ୩ଯୁବକ, ଚାଲିଗଲା ଜୀବନ
କୋରାପୁଟ,୨୭।୨(ଅମିତାଭ ବେହେରା ): ଶିବରାତ୍ରି ଯାତ୍ରା ଦେଖି ଫେରୁଥିବା ବେଳେ ବଡ଼ ଅଘଟଣ। ଭାରସାମ୍ୟ ହରାଇ କୋଡିଏ ଫୁଟ ବ୍ରିଜ ତଳକୁ ଖସି ପଡିଲେ ବାଇକ ଆରୋହୀ। ବାଇକ୍ରେ ୩ଜଣ ଥିବାବେଳେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ...
Archives


