‘ସରକାରଙ୍କ ଉଦାସୀନତାରୁ ସୀମାନ୍ତବାସୀ ଆନ୍ଧ୍ରମୁହାଁ’
ପଟ୍ଟାଙ୍ଗୀ/କୋରାପୁଟ, ୧୧।୩(ଡି.ଏନ୍.ଏ./ସ୍ବ.ପ୍ର.):ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୁଧବାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି। ସେ ଅଞ୍ଚଳବାସୀଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାପରେ କୋଟିଆ ପଞ୍ଚାୟତ…
ବାଜ୍ୟାପ୍ତ ହେଲା ଗଞ୍ଜେଇ ବ୍ୟବସାୟୀଙ୍କ ୯୬ଲକ୍ଷ ଟଙ୍କାର ସମ୍ପତ୍ତି
ଜୟପୁର ୧୦ା୩: ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ୯୬ଲକ୍ଷ ୫୦ ହଜାର ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ଏପରି ଘଟଣା ଜିଲାରେ ପ୍ରଥମ ବୋଲି ଜୟପୁର ଏସ୍ଡିପିଓ ଅରୂପ ଅଭିଷେକ ବେହେରା ଏକ ଖବରଦାତା ସମ୍ମିଳନୀରେ ସୂଚନା…
ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟେକ୍ତ ଲୋକେ ଜାଳିଦେଲେ ହାଇଓ୍ବା
ଜୟପୁର,୮ା୩: କୋରାପୁଟ ଜିଲା ଜୟପୁର ସ୍ଥିତ ଭିଜିଲାନ୍ସ ଅଫିସ ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଛି। ଉତ୍ତ୍ୟେକ୍ତ ଲୋକେ ହାଇଓ୍ବା ଗାଡି ଡ୍ରାଇଭରଙ୍କ ଧରି…
ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ବିଏସ୍ଏଫ୍ ଯବାନ
କୋରାପୁଟ,୬।୩(ସ୍ବ.ପ୍ର.): କୋରାପୁଟ ଜିଲାର ଜଲାପୁଟସ୍ଥିତ ବିଏସ୍ଏଫ୍ ୧୫ ବାଟାଲିଅନରେ କାର୍ଯ୍ୟରତ ଯବାନ ଶନିବାର ନିଜ ସର୍ଭିସ ବନ୍ଧୁକରୁ ଗୁଳିଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯବାନଙ୍କ ନାମ ହେଲା ଇନ୍ଦ୍ର ସିଂହ। ତାଙ୍କ ଘର ରାଜସ୍ଥାନ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାରୁ…
ଇଟା ବେଝେଇ ଟ୍ରାକ୍ଟର ଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ପୋଲ
ନନ୍ଦପୁର,୫ା୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳି ବେଲଗାଁ ପଞ୍ଚାୟତର ସିଡାପୁଟ ଗ୍ରାମ ନିକଟ ପୋଲ ଉପରେ ଶୁକ୍ରବାର ଏକ ଇଟା ବୋଝେଇ ଟ୍ରାକ୍ଟର ଯାଉଥିବା ବେଳେ ହଠାତ୍ ପୋଲଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଟ୍ରାକ୍ଟରର ଟ୍ରଲିଟି ପୋଲ ତଳକୁ…
ଆନ୍ଧ୍ର-ଓଡ଼ିଶାର ଅବହେଳିତ ସୀମା ବିବାଦ: କୋଟିଆର କାନ୍ଦ
ଉତ୍କଳର ଯୋଗ୍ୟ ସନ୍ତାନ ନିଜ ଜୀବନକୁ ବାଜି ଲଗାଇ ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଭାବେ ପରିଚୟ ଦେଇଥିଲେ। କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ପରି ୬ ଜିଲାକୁ ନେଇ ଏହାର ରୂପରେଖ ସଜେଇ…
ପଥରରେ ଛେଚି ସାଙ୍ଗକୁ ହତ୍ୟା କଲା ସାଙ୍ଗ
ଜୟପୁର, ୨୧ା୨: ଜୟପୁର ସହରରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଜୟପୁର ଗୌଡସାହି ନିକଟସ୍ଥ ମାଳିସାହିର ଚନ୍ଦ୍ର ପରଜା। ମିଳିଥିବା ସୂଚନା ମୁତାବକ, ଶନିବାର ରାତିରେ ଚନ୍ଦ୍ର ତାଙ୍କର ଜଣେ ସାଙ୍ଗଙ୍କ ସହିତ କୁମ୍ଭାରସାହିକୁ କୌଣସି…
ଅଟୋରୁ ଯାତ୍ରୀଙ୍କଠାରୁ ବ୍ୟାଗ୍ ଝାମ୍ପି ନେଇଥିଲେ ଲୁଟେରା, ଏବେ ପୋଲିସ ପଞ୍ଝାରେ
କୋରାପୁଟ,୧୭।୨(ସ୍ବ.ପ୍ର.): କୋରାପୁଟ ଟାଉନ ପୋଲିସ ଦ୍ୱାରା ଜଣେ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ କିଛି ସୁନାଗହଣା ଏବଂ ନଗଦ ଟଙ୍କା ଜବତ କରାଯାଇଥିବା ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନାରୁ ଜଣାପଡ଼ିଛି ଯେ, ମଙ୍ଗଳବାର ବିଳମ୍ବିତ…
ଶାଶୁଙ୍କଠାରୁ ଉଦ୍ଧାର ହେଲା ନିଖୋଜ ଶିଶୁ କନ୍ୟା
କୋରାପୁଟ,୧୫ା୨: କୋରାପୁଟ ମେଡିକାଲ କଲେଜରୁ ନିଖୋଜ ଶିଶୁକନ୍ୟା ସୋମବାର ଉଦ୍ଧାର ହୋଇଛି। ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଟୁନା ହରିଜନଙ୍କୁ ରବିବାର ରାତିରେ କୁନ୍ଦୁରାର ଫୁଫୁଗାଁ ଅଞ୍ଚଳରୁ ପୋଲିସ ଗିରଫ କରିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୪ ଜଣଙ୍କୁ ପୋଲିସ…
କଂଗ୍ରେସର ବନ୍ଦ ଡାକରା, କୋରାପୁଟରେ ଜନଜୀବନ ପ୍ରଭାବିତ
କୋରାପୁଟ,୧୫।୨(ସ୍ବ.ପ୍ର.): ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ଜାତୀୟ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଯୋଗୁ ସୋମବାର କୋରାପୁଟ ଜିଲାରେ ଜନଜୀବନ ପ୍ରଭାବିତ ହୋଇଛି। ସହରର ଟ୍ରାଫିକ ଛକଠାରେ ଜିଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ…
ଫାଟୁସିନେରିରେ ଆନ୍ଧ୍ର କଲା ନିର୍ବାଚନ: ସେଧା ହେଲେ ସରପଞ୍ଚ
ପଟାଙ୍ଗୀ,୧୪ା୨: ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମକୁ ନିଜର ବୋଲି ଦାବି ସାବ୍ୟସ୍ଥ କରିବା ପାଇଁ ଶେଷରେ ଶନିବାର ଏହି ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିଛି। ବିଜୟନଗରମ ଜିଲା ପ୍ରଶାସନ ସହଯୋଗରେ…
ଫାଟୁସିନେରିରେ ଆନ୍ଧ୍ରର ଭୋଟ: ମଇଦାନରେ ୨ ସରପଞ୍ଚ,୧୬ ଓ୍ବାର୍ଡସଭ୍ୟ ପ୍ରାର୍ଥୀ
ପଟ୍ଟାଙ୍ଗୀ,୧୩ା୨: ଆନ୍ଧ୍ର ସରକାର ଓଡ଼ିଶାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୩ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଥିବା ଜଣାପଡ଼ିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବ୍ଲକଠାରୁ ଆରମ୍ଭକରି ଜିଲା…
Archives


