କୋରାପୁଟ

କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

କୋରାପୁଟ,୧୬।୧(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଅବଦାଲ ଏମ. ଅଖତାର କହିଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ୧୩ଟିଯାକ…

ବଳାତ୍କାର ଅଭିଯୋଗରେ ଗିରଫ ହେଲେ କନଷ୍ଟେବଳ

ଜୟପୁର,୧୫ା୧(ନି.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ସେ ହେଲେ କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଡାବୁଗୁଡା ଗ୍ରାମର ସଦାନନ୍ଦ ମାଣ୍ଡିଆ (୩୦)। ଅବକାରୀ ବିଭାଗର ଜଣେ ମହିଳା କନଷ୍ଟେବଳଙ୍କୁ ସେ ବଳାତ୍କାର…

ହାତୀ ଖାଦ୍ୟ ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ

କୋରାପୁଟ,୧୪।୧(ସ୍ବ.ପ୍ର.): ହାତୀ ଖାଦ୍ୟ ବୋଝେଇ ଟ୍ରକରେ ୫୧ ବସ୍ତା ଗଞ୍ଜେଇ ଚାଲାଣ ହେଉଥିଲ ବେଳେ କୋରାପୁଟ ଅବକାରୀ ବିଭାଗ ଶୁକ୍ରବାର ଜବତ କରିଛି। ଘଟଣାର ସମ୍ପୃକ୍ତ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ସେ ହେଲେ ସଞ୍ଜୟ ଖୋସ୍ଲା। ଏକ ଟ୍ରକରେ ଗଞ୍ଜେଇ…

କୋରାପୁଟ ଏମ୍‌ପି କରୋନା ପଜିଟିଭ

ଭୁବନେଶ୍ବର,୧୪।୧(ବ୍ୟୁରୋ): କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଏମ୍‌ପି ଉଲ୍ଲାକା ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇ କହିଛନ୍ତି। ଏମ୍‌ପି ଉଲ୍ଲାକାଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ସେ…

ହାଇଦ୍ରାବାଦରୁ ମୁକୁଳିଲେ ୯ ଶିଶୁ ଶ୍ରମିକ

ବୈପାରିଗୁଡ଼ା,୧୩।୧ (ଡି.ଏନ୍‌.ଏ.)  ହାଇଦ୍ରାବାଦରେ ବନ୍ଧାପଡ଼ିଛନ୍ତି ଶିଶୁ ଶ୍ରମିକ ଶୀର୍ଷକ ଖବର ଗତ ୭ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ଶ୍ରମ ବିଭାଗ ହାଇଦ୍ରାବାଦରେ ନିର୍ଯାତିତ ଶିଶୁ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଇଛି। ଫଳରେ ଏହି ୯…

କୁଆପଥର ବର୍ଷା: ଶତାଧିକ ପକ୍ଷୀ ମୃତ

ବୈପାରିଗୁଡ଼ା,୧୩।୧ (ଡି.ଏନ୍‌.ଏ.)  ବୈପାରିଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର କୁଆପଥର ବର୍ଷା ହୋଇଛି। ଏଥିରେ ବଡବଡ ଗଛ ଉପୁଡି ପଡଛି। କେତେକ ସ୍ଥାନରେ ବହୁ ସଂଖ୍ୟକ ପକ୍ଷୀ ମରି ପଡିଥିବା ଦେଖିବାକୁ ମିଳିଛି ା ବହୁ କୁଡିଆଘର ଭାଙ୍ଗିଲୋକେ ବେଘର ହୋଇଛନ୍ତି। କୋଲାର,…

କୋଟିଆର ଡୋଲିଆମ୍ବରେ ଷ୍ଟ୍ରବେରି ଚାଷ

କୋରାପୁଟ,୧୨।୧(ସ୍ବ.ପ୍ର.) – ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ସହାୟତାରେ ଜିଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ଡୋଲିଆମ୍ବ ଗ୍ରାମରେ ଆରମ୍ଭ ହୋଇଛି ଷ୍ଟ୍ରବେରି ଚାଷ। ଜିଲାପାଳ ଅବଦଲ ଏମ. ଅଖତାରଙ୍କ ନିର୍ଦ୍ଦେଶରେ ପିଏ ଆଇଟିଡିଏ…

ଗଣବଳାତ୍କାର ମାମଲାରେ ଦୋଷୀଙ୍କ ପାଇଁ ଲଢିବୁନି

ଜୟପୁର,୫ା୧ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଘଟଣାର ୧୦ ଦିନ ପରେ ମଙ୍ଗଳବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେ ହେଲେ ଜୟପୁର ସଦର ଥାନା ଅଧୀନ କୁସୁମପୁଟର ମୀନ…

ଯୁବତୀଙ୍କୁ ହତ୍ୟାକରି ଫିଙ୍ଗିଦେଲେ ଜଙ୍ଗଲରେ

ବୋରିଗୁମ୍ମା,୩ା୧(ଡି.ଏନ.ଏ.): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାଲାଣଗୁଡା କାଜୁମିଲ୍‌ ପଛପଟେ ଥିବା ନୀଳଗିରି ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ନାମ ସୁଭଦ୍ରା ଅମାନତ୍ୟ(୧୯)। ଘର ଚିଲିଗୁଡା ଗ୍ରାମରେ। ଗତ ୩୦ ତାରିଖ ସନ୍ଧ୍ୟାରୁ ସେ…

ପୁଅ ନେଲା ବାପର ଜୀବନ

ଜୟପୁର, ୩୧ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଛୁରାମାଡ଼ରେ ବାପାଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନୂଆସାହିର ଅମିର ନାଗ (୩୫)। ମିଳିଥିବା ସୂଚନା ମୁତାବକ, ନୂଆସାହି ଚତୁର୍ଥ ଲାଇନରେ ଅମିର ପରିବାର ସହ ରହୁଥିଲେ।…

ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ରାସ୍ତାକୁ ଓହ୍ଲାଇଲେ ବିରୋଧୀ

ଜୟପୁର, ୩୦ା୧୨ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର ଘଟଣାର ୬ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡିଛି। ଅଭିଯୁକ୍ତମାନେ ବାହାରେ ନିର୍ଭୟରେ ବୁଲୁଛନ୍ତି। ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରି ସାକ୍ଷୀଙ୍କୁ…

ଘରେ ରଖିଥିଲେ ୧ ଟନ୍‌ ୩ କୁଇଣ୍ଟାଲ ଗଞ୍ଜେଇ

କୋରାପୁଟ,୨୭।୧୨(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସକୁ ସୋମବାର ବଡ ସଫଳତା ମିଳିଛି। ମାଛକୁଣ୍ଡ ପୋଲିସ ଦ୍ୱାରା ଲମତାପୁଟ ବ୍ଲକର ବାଲେଲ ଗ୍ରାମରେ ଥିବା ଏକ ବିଜୁ ପକ୍କା ଘର ଉପରେ ଚଢାଉ କରାଯାଇ ସେଠାରେ ଥିବା ପ୍ରାୟ ୧ କୋଟି ୩୫ ଲକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri