ଖୋର୍ଦ୍ଧା

ଠିକାଦାରଙ୍କ ଗାଡ଼ି ଚଢୁଥିଲେ ବିଧାୟକ ଜଗଦ୍ଦେବ

ଖୋର୍ଦ୍ଧା ଅଫିସ,୨୪।୩: ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକ ଏବଂ ପୋଲିସ ଉପରେ ଗାଡ଼ି ମଡ଼ାଇ ଦେବା ଅଭିଯୋଗରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗିନ ଅଭିଯୋଗ। ଘଟଣାଦିନ ବିଧାୟକ ଯେଉଁ କାର୍‌…

ଶେଷରେ ଗିରଫ ହେଲେ ଚିଲିକା ବିଧାୟକ

ଖୋର୍ଦ୍ଧା ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୨।୩: ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ବ୍ଲକ କାର୍ଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ନେଇ କେନ୍ଦ୍ରାଞ୍ଚଳ…

ବାଘ ଶାବକର ମୃତ୍ୟୁ

ବାରଙ୍ଗ,୨୧ା୩(ଡି.ଏନ୍‌.ଏ.): ନନ୍ଦନକାନନରେ ବାଘୁଣୀ ରୁପା ଜନ୍ମ ଦେଇଥିବା ୩ଟି ଶାବକ ମଧ୍ୟରୁ ଗୋଟିଏ ଧଳା ଶାବକର ମୃତ୍ୟୁ ହୋଇଛି। ଶାବକଟି ୧୦ ଦିନର ହୋଇଥିଲା। ରବିବାର ହଠାତ୍‌ ଶାବକଟି ଅସୁସ୍ଥ ହୋଇପଡ଼ିଥିଲା। ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର…

ମାଙ୍କଡ଼ା ପଥର ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୨୧ା୩: ଖୋର୍ଦ୍ଧାରେ ବେଆଇନ ଲଘୁ ଖଣିଜ ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଧରପଗଡ ଜୋରଦାର କରାଯାଇଛି। ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଗଠିତ ମିଳିତ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଶୁକ୍ରବାର କୁମାରବସ୍ତରେ ବେଆଇନ ଭାବେ…

ଘର, ପାଚେରି ଭାଙ୍ଗିଲା: ଲୋକେ ଭୟଭୀତ

ନିରାକାରପୁର,୨୧।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହେଉଛନ୍ତି। ଲୋକଙ୍କ ବାରି ଓ କ୍ଷେତରେ ପଶି ଫସଲ ଖାଇବା ସହ ଦଳଚକଟି ନଷ୍ଟ କରୁଛନ୍ତି।…

୭ ବର୍ଷୀୟା ଝିଅକୁ ମା’ର ନିର୍ଯାତନା

ଖୋର୍ଦ୍ଧା ଅଫିସ,୨୧ା୩: ଖୋର୍ଦ୍ଧା ମଧୁସୂଦନ ନଗର ଅଞ୍ଚଳରେ ଜଣେ ୭ବର୍ଷୀୟା ଝିଅକୁ ମା’ ଅକଥନୀୟ ନିର୍ଯାତନା ଦେଉଥିବା ଘଟଣା ସାମ୍ନାକୁ ଆସିଛି। ଦୀର୍ଘଦିନ ହେଲା ଦ୍ୱିତୀୟ ସ୍ବାମୀଙ୍କ ସହ ମା’ ମିଶି ଶିଶୁକନ୍ୟାକୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ। ରବିବାର ସ୍ଥାନୀୟ…

ଦ୍ୱିତୀୟ ଥର ପାଇଁ ମା ହେଲା ସିଂହ ବିଜଲୀ

ବାରଙ୍ଗ ଅଫିସ,୧୮।୩ : ନନ୍ଦନକାନନରେ ଦ୍ୱିତୀୟ ଥର ପାଇଁ ମା ହେଲା ସିଂହ ବିଜଲୀ। ଆଜି ଭୋର ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ଏବେ ରହିଛି। ଆସନ୍ତା ୫ ରୁ ୭ ଘଣ୍ଟା…

ଖଣି ମାଫିଆଙ୍କ ସହ ତହସିଲଦାରଙ୍କ ସମ୍ପୃକ୍ତି ଅଭିଯୋଗ

ଖୋର୍ଦ୍ଧା ଅଫିସ/ଜଟଣୀ, ୧୮ା୩(ଡି.ଏନ୍‌.ଏ.): ଲଘୁ ଖଣିଜ ସମ୍ପଦ ଚୋରାଚାଲାଣରେ ମାଫିଆଙ୍କ ସହ ଅର୍ଥ କାରବାର ସମ୍ପୃକ୍ତି ନେଇ ଖୋର୍ଦ୍ଧା ଜିଲା ଜଟଣୀ ତହସିଲରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ପ୍ରୋଗ୍ରାମ ସର୍ଭରଙ୍କୁ ବୁଧବାର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଲମ୍ବନ…

ଛାତ୍ରୀଙ୍କ ଉପରେ ଚଢ଼ିଗଲା ପଥରବୋଝେଇ ଟ୍ରାକ୍ଟର

ଖୋର୍ଦ୍ଧା ଅଫିସ,୧୭ା୩: ଟ୍ରାକ୍ଟର ଧକ୍କାରେ ଜଣେ ସପ୍ତମ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡିହଖଳାରେ। ମୃତ ଛାତ୍ରୀ ଜଣଙ୍କ ହେଲେ ସସ୍ମିତା ସ୍ବାଇଁ। ଗୁରୁବାର ସକାଳେ ସସ୍ମିତା ସାଇକେଲ ଯୋଗେ…

ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ

ବାରଙ୍ଗ,୧୬।୩(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ଦୁଇ ଜଙ୍ଗଲୀ ହାତୀ ପଶି ଲୁଚି ରହିଛନ୍ତି । ମଙ୍ଗଳବାର ରାତିରେ ଦୁଇ ହାତୀ ନନ୍ଦନାକନନନ ପଛପଟ ପାଚେରି ଭିତରକୁ ପ୍ରବେଶ କରିଥିଲେ । ସେମାନେ ବାଘ ସଫାରୀ ପଛପଟେ ଥିବା ଘଞ୍ଚ ଜଙ୍ଗଲରେ ଏବେ ପର୍ଯ୍ୟନ୍ତ…

ମଣ୍ଡିରୁ ଧାନ ନ ଉଠିଲେ ଆନ୍ଦୋଳନ

ବୋଲଗଡ଼,୧୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ମଣ୍ଡିରେ ଧାନବସ୍ତା ରଖି ଚାଷୀ ଜଗି ବସିଥିବା ବେଳେ ମିଲର୍ସଙ୍କ ଦେଖା ମିଳୁନାହିଁ। ଫଳରେ ଚାଷୀ ମଣ୍ଡିରେ ଧାନ ଦେଇ ନ ପାରି ଶୋଷଣର ଶିକାର ହେଉଛି। ଟୋକନ…

ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ବାଧୀନ

ଖୋର୍ଦ୍ଧା ଅଫିସ,୧୪ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ। ଟିକେଟ ବଣ୍ଟନକୁ କେନ୍ଦ୍ର କରି ଭାଜପା ଓ ବିଜେଡିରୁ ଏକାଧିକ ଅସନ୍ତୁଷ୍ଟ କର୍ମୀ ମଇଦାନକୁ ଓହ୍ଲାଇଛନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବା ପରେ ସ୍ପଷ୍ଟ ଚିତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri