କାମରେ ଆସୁନି ସୌରଚାଳିତ ଆଲୋକୀକରଣ
ନିରାକାରପୁର,୬ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ସାନରାଉତପଡ଼ା ପଞ୍ଚାୟତ ମୂଳୀଝରଗଡ଼ ଠାରେ ରହିଛି ମା’ଉଗ୍ରତାରାଙ୍କ ପୀଠ। ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ସବୁ ସମୟରେ ଭକ୍ତମାନେ ଆସିବା ସହ ଗହଳି ଲାଗି ରହିଥାଏ। ୧୬…
ସ୍କୁଲ ହତାରେ ହଷ୍ଟେଲ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଖୋର୍ଦ୍ଧା,୪ା୧୧, (ପ୍ରଭାତ ପାଣିଗ୍ରାହୀ): ଜଟଣୀରେ ଟ୍ୟୁଶନ ଫି’ ପାଇଁ ଜଣେ ନାବାଳକ ଛାତ୍ରଙ୍କୁ ହତ୍ୟା ଘଟଣାର ୨ଦିନ ପରେ ଖୋର୍ଦ୍ଧାରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ଶୁକ୍ରବାର ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ. ଜାତୀୟ ରାଜପଥର ଚଣ୍ଡିଚୁଆ…
ଟ୍ୟୁଶନ ଫି ମାଗିବାରୁ ସାର୍ଙ୍କ ପୁଅଙ୍କୁ ହତ୍ୟା
ଖୋର୍ଦ୍ଧା, ୨।୧୧(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ବେଣାପଞ୍ଜୁରୀ ନବମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଟ୍ୟୁଶନ ଫି କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି। ବୁଧବାର ଶୁଭମ ଘରେ…
ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ସାଇନ୍ବୋର୍ଡ
ନିରାକାରପୁର,୧ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ଷ୍ଟେଶନ ଉନ୍ନତିକରଣଠାରୁ ଆରମ୍ଭ କରି ଟ୍ରେନ୍ ଭିତରେ ଯାତ୍ରୀ କିଭଳି ସୁରକ୍ଷିତ ଓ ଆରାମରେ ଯାତାୟାତ କରିପାରିବେ, ଟ୍ରେନ୍ଟି ଲାଇନ୍ରେ କିଭଳି ସୁବିଧାରେ ଯାଇପାରିବ ଓ ଦୂରରୁ କେଉଁଠି କ’ଣ…
ପଢୁଥିବା ବେଳେ ଘରେ ପଶି ଛାତ୍ରଙ୍କ ଗଳା କାଟି ଛୁ ମାରିଲେ ଯୁବକ
ଖୋର୍ଦ୍ଧା,୧ା୧୧(ପ୍ରଭାତ ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରୀକ୍ଷା ଥିବାରୁ ଜଣେ ଛାତ୍ର ଘରେ ବସି ପାଠ ପଢୁଥିବା ସମୟରେ କେହି ଜଣେ ଯୁବକ ତାଙ୍କ ଘର ଭିତରେ ପଶି…
ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୧୦: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି…
ନବରାତ୍ରର ନବମ ଦିନ: ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଲେ ମା’ ବନଦୁର୍ଗା
ନିରାକାରପୁର:୨୩।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତରେ ଥିବା ମା’ ବନଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ରର ନବମ ଦିବସରେ ମା’ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା…
ହିନ୍ଦୁ ଓ ମୁସଲମାନ ଏକାଠି ପାଳନ୍ତି
ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ମାଣିକଗୋଡ଼ା ଗ୍ରାମ। ଏଠାରେ ନିଆରା ଢଙ୍ଗରେ ପାଳିତ ହୁଏ ଦଶହରା। ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଏଠି ପାଳନ କରି ଆସୁଛନ୍ତି ଦଶହରା ପର୍ବ। ସମନ୍ବୟର ବାର୍ତ୍ତା: ବିଜୟାଦଶମୀ ଉତ୍ସବରେ ବ୍ରାହ୍ମଣ ପୂଜା କରୁଥିବା…
ବାଇକ୍କୁ ପଛପଟୁ ଧକ୍କା ଦେଲା ହାଇଓ୍ବା: ଚାଲିଗଲା ଯୁବକଙ୍କ ଜୀବନ
ନିରାକାରପୁର,୨୨।୧୦(ମାନାସ ଚନ୍ଦ୍ର ପଟ୍ଟନାୟକ): ବାଇକ୍ରେ ଯାଉଥିବା ବେଳେ ଏକ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡ଼ା ପଞ୍ଚାୟତ ମୋଟା ଗ୍ରାମର ପଙ୍କଜ ପ୍ରଧାନ(୨୧)। ଏନେଇ ମୃତକଙ୍କ ଦାଦା ପୁଅ…
ବଡ଼ପୋଖରୀଆରେ ହାତୀ ଉପଦ୍ରବ
ନିରାକାରପୁର,୨୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଧାନ ଅମଳ ସମୟ ଯେତିକି ପାଖେଇ ଆସୁଛି ହାତୀ ଉପଦ୍ରବ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି। ଏହି ହାତୀପଲ ଦିନବେଳେ ପାଖରେ ଥିବା ଜଙ୍ଗଲରେ…
ଚା ଦୋକାନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ
ନିରାକାରପୁର,୧୯।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ହରିପୁର ରେଳବାଇ ଲେଭଲ୍ କ୍ରସିଂଠାରେ ଗୁରୁବାର ଏକ ଅଘଟଣ ଘଟିଛି। ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣରେ ଜଣେ ଦୋକାନୀ ଗୁରୁତର ହୋଇଛନ୍ତି। ସେ ହେଲେ ହରିପୁର ଗ୍ରାମର ଶିଶୁଳ…
ଓଜେଇ ରିପୋର୍ଟ ପରେ ବି ନିଆଯାଉନି କାର୍ଯ୍ୟାନୁଷ୍ଠାନ
ଖୋର୍ଦ୍ଧା,୧୬ା୧୦(ପ୍ରଭାତ ପାଣିଗ୍ରାହୀ): ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜ(ଜିଏଏମ୍)ରେ ବିନା ଏନ୍ଇଇଟି, ଓଜେଇ ଆଲଟ୍ମେଣ୍ଟ ନମ୍ବର ଏପରି କି ପୂର୍ବରୁ କୌଣସି କଲେଜରେ ନାମ ଲେଖାଇ ନ ଥିବା ପିଲାଙ୍କୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମ ଲେଖାଇବାକୁ ସୁଯୋଗ ଦିଆଯାଉଛି। ଏହାର ସମସ୍ତ…
Archives


