ଖୋର୍ଦ୍ଧା

ସିଲ୍‌ ହେଲା ଜନସେବା କେନ୍ଦ୍ର: ସୁଭଦ୍ରା ଯୋଜନା ଆବେଦନ ପାଇଁ ମାଗୁଥିଲେ ଟଙ୍କା

ଖୋର୍ଦ୍ଧା,୧୨।୯(ପ୍ରଭାତ ପାଣିଗ୍ରାହୀ): ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ପାଇଁ ହିତାଧିକାରୀଙ୍କଠାରୁ ଅର୍ଥ ଦାବି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲା ପ୍ରଶାସନ ଏକ ଜନସେବା କେନ୍ଦ୍ରକୁ ସିଲ୍‌ କରି ଦେଇଛି । ପୌରାଞ୍ଚଳର ମୁକୁନ୍ଦପ୍ରସାଦ ଠାରେ ଥିବା ଏକ ଜନସେବା କେନ୍ଦ୍ର ହିତାଧିକାରୀଙ୍କଠାରୁ...

ଭସାଣି ହେଲା କାଳ, ଗଣେଶ ମୂର୍ତ୍ତି ତଳେ ଚାପି ହୋଇ ଚାଲିଗଲା ବିଟେକ୍‌ ଛାତ୍ରଙ୍କ ଜୀବନ

ବାରଙ୍ଗ,୧୧।୯(ଲିଙ୍ଗରାଜ ରାଉତ): ବାରଙ୍ଗ କଣ୍ଟାବାଡ ଗାଁ ନିକଟ ଏକ ଘରୋଇ କଲେଜର ଗଣେଶ ଭସାଣିବେଳେ ଏକ ଅଘଟଣ ଘଟିଛି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।...

ନନ୍ଦନକାନନକୁ ଆସିଲେ ୨ ଜିରାଫ, ବଢ଼ିଲା ସଂଖ୍ୟା

ଭୁବନେଶ୍ୱର,୨ା୯: ନନ୍ଦନକାନନକୁ ଆଉ ୨ ନୂଆ ଅତିଥି ଆସିଛନ୍ତି। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ...

ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନିରାକାରପୁର,୧।୯(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋଦ୍ଧା ଜିଲା ଜଙ୍କିଆ ଥାନା ଓରବରସିଂହ ପଞ୍ଚାୟତ ଅଧୀନ ଡିହଖଳା ଗ୍ରାମରୁ ରବିବାର ସନ୍ଧ୍ୟାରେ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ମାମାଲି ମାର୍ଥା (୧୯)। ପ୍ରେମ ବ୍ୟାପାରକୁ ନେଇ ଯୁବତୀ...

ବିଭିନ୍ନ ଦାବି ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା

ନିରାକାରପୁର,୩୦।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ଦାବି ନେଇ ୭/୮ ଟି ପଞ୍ଚାୟତର ସହ ସହ ଉପଭୋକ୍ତା ମାନେ ନିରାକାରପୁର ବିଦ୍ୟୁତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମାନରେ ଆଜି ଧାରଣା ଦେଇଛନ୍ତି। ଧାରଣା କରି ଉପଭୋକ୍ତାମାନେ ଅଭିଯୋଗ କରୁଛନ୍ତି, ଟାଟା...

ପୁଣି ଦନ୍ତା ହାତୀର ମୃତ୍ୟୁ କାରଣ ଖୋଜୁଛି… 

ନିରାକାରପୁର,୩୦।୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ଓଳସିଂ ପଞ୍ଚାୟତ ଡମଣଭୂମିସ୍ଥିତ ଭଣ୍ଡାରୀଝରଠାରେ ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ତେବେ ହାତୀଟିର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ଖବରପାଇ ଭୂଷଣ୍ଡପୁର ଫରେଷ୍ଟର...

ଖୋଲା ଖଣି ପାଲଟିଛି ମରଣଯନ୍ତା

ବେଗୁନିଆ,୩୦।୮(ହରପ୍ରସନ୍ନ ପଣ୍ଡା): ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରୁଛନ୍ତି। ପ୍ରଶାସନର ଚଢ଼ାଉ ପୂର୍ବରୁ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ କେବଳ...

୫ ଛୁଆ ଜନ୍ମଦେଲା ସିଂହୀ ‘ବିଜ୍‌ଲୀ’

ବାରଙ୍ଗ,୩୦।୮(ଲିଙ୍ଗରାଜ ରାଉତ):ନନ୍ଦନକାନନର ଅନ୍ୟତମ ଆକର୍ଷଣ ସିଂହୀ ବିଜ୍‌ଲୀ ଗୁରୁବାର ୫ ଛୁଆ ଜନ୍ମ ଦେଇଛି। ୨୦୨୦ ମସିହାରେ ବିଜ୍‌ଲୀକୁ ଇନ୍ଦୋର ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନକୁ ଅଣାଯାଇଥିଲା। ଏଥର ସିଂହ ‘ସମ୍ରାଟ’ ସହ ମିଶି ୪ର୍ଥ ଥର ପାଇଁ ୯ ବର୍ଷୀୟା...

ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ

ନିରାକାରପୁର,୨୯ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ...

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟଣା: ୩ ଗିରଫ

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ମହମ୍ମଦ ସାଜିବ ଓରଫ ସାଜୁ ହତ୍ୟାାକାଣ୍ଡରେ ଶିଳ୍ପାଞ୍ଚଳ ପୋଲିସ ୩ ଅଭିଯୁକ୍ତଙ୍କ ଗିରଫ କରିଥିବା ଏସପି ଅବିନାଶ କୁମାର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ମୁକୁନ୍ଦପ୍ରସାଦ ପୋଡାସାହିର ବିଶ୍ବଜିତ ମହାରଣା(୧୯) ଓରଫ ମିକିନା, ମୁକେଶ...

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଖୋର୍ଦ୍ଧା,୨୫।୮: ଖୋର୍ଦ୍ଧା ଟାଉନ ଥାନା ବଜାରରେ ରବିବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକ ହେଲେ ଶେଖ...

ଭଡ଼ାଘରେ ଚାଲିଛି ଅବକାରୀ ଥାନା

ବେଗୁନିଆ,୨୫ା୮(ସନ୍ଧ୍ୟାରାଣୀ ମିଶ୍ର): ବେଗୁନିଆରେ ୨୦୨୧ ମସିହାରୁ ଅବକାରୀ ଥାନା ଖୋଲିବା ଦିନଠାରୁ ଭଡ଼ାଘରେ ଚାଲିଛି। ତେବେ ଥାନାର ନିଜସ୍ବ ନୂତନ ଗୃହ ବେଗୁନିଆ ନିକଟ କୁଶପଲାଠାରେ ନିର୍ମାଣ ସରିଥିଲେ ମଧ୍ୟ ସ୍ଥାନାନ୍ତର ନ ହୋଇ ଭଡ଼ାଘରେ ଚାଲିଛି। ନୂତନ ଗୃହକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri