କେନ୍ଦୁଝର

ଆନ୍ତଃରାଜ୍ୟ ଛିନତାଇ ଗ୍ୟାଙ୍ଗର ୫ ଗିରଫ

କେନ୍ଦୁଝର,୧୧।୭: କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର ଆନ୍ତଃରାଜ୍ୟ ଛିନତାଇ ଏବଂ ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଝାଡ଼ଖଣ୍ଡରୁ ଧରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨୯ ଗ୍ରାମ ସୁନା, ୩୬୮୧ ଗ୍ରାମ ରୁପା ଅଳଙ୍କାର ଜବତ କରିଛି। ଅଭିଯୁକ୍ତମାନେ ବଡ଼ବିଲ,…

କାରରେ ଆସି ଗୁହାଳରୁ ନେଇଗଲେ ଛେଳି

ପାଟଣା,୯।୭(ବୀରକିଶୋର ଦାଶ):ଦିନ ଦ୍ୱିପ୍ରହରରେ କାରରେ ଆସିଲେ। ଗୁହାଳୁ ଛେଳି ନେଇ ଚାଲିଗଲେ । କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣି ଗ୍ରାମର ହୃଷିକେଶ ମହାନ୍ତଙ୍କ ଗୁହାଳୁ ବୁଧବାର ଅପରାହ୍ନରେ କାରରେ ଆସି ୩ ଛେଳି ଚୋରି କରିନେଇଛନ୍ତି। ଛେଳି ଗୁଡ଼ିକର ମୂଲ୍ୟ…

ରାଷ୍ଟ୍ରୀୟ ପରିଷଦ ସଦସ୍ୟା ମମିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାଟଣା,୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ଖଜିରାପାଟ ଗ୍ରାମର ବରିଷ୍ଠ ଭାଜପାନେତ୍ରୀ ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ମଙ୍ଗଳବାର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏଥି ସକାଶେ ସାହାରପଡ଼ା…

ହାତୀ ଭାଙ୍ଗିଦେଲା ବାଇକ: ଲୋକେ ଭୟଭୀତ

ପାଟଣା,୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖୁଞ୍ଚୀବେଡା ଗ୍ରାମକୁ ଏକ ଗୋଠଛଡ଼ା ଦନ୍ତା ମଙ୍ଗଳବାର ପଶି ଆସି ଉପଦ୍ରବ ଚଳାଇଛି। ଦ୍ରୌପଦୀ ହୁଡି ନିକଟରେ ଥିବା ଏକ ବାଇକକୁ ହାତୀ ମାଡି ଭାଙ୍ଗି ଦେଇଛି। ଏବେ ଖୁଞ୍ଚିବେଡା…

ସୁନା ଦୋକାନ ସଟର ଭାଙ୍ଗି ପଶିଲେ ଚୋର: ସୁନା ବଦଳରେ ନେଲେ…

ପାଟଣା,୮।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ବଜାରରେ ଥିବା କବିତା ଜୁଏଲରୀ ଦୋକାନର ଶଟର ଚାବି ଭାଙ୍ଗି ଦୁର୍ବୁତ୍ତମାନେ ସୋମବାର ରାତ୍ରି ଦୋକାନ ଭିତରେ ପଶି ଚୋରି କରିଛନ୍ତି। ଦୀର୍ଘ ଦିନ ଧରି ଦୋକାନ ବନ୍ଦ ଥିବା…

ଗୋଟିଏ ରାତ୍ରିରେ ୩ ଦୋକାନରୁ ଚୋରି: ଅଣ୍ଡା ଟ୍ରେ ବି ଛାଡିଲେ ନି…

ପାଟଣା,୬।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାରରୁ ଗୋଟିଏ ରାତ୍ରିରେ ସିରିଜ ଚୋରି ହୋଇଛି। ଶନିବାର ବିଳମ୍ବିତ ରାତ୍ରୀରେ ଦୁର୍ବୃତ୍ତ ରତ୍ନାକର ଦାସ ମହାଲକ୍ଷ୍ମୀ ଏଲେକ୍ଟ୍ରି ଦୋକାନ, ଚିତ୍ତରଞ୍ଜନ ଦାଶଙ୍କ ସାର ଦୋକାନ ଆଜବେଷ୍ଟସ ଓ ରାଜେଶ ସାହୁଙ୍କ ଫାଷ୍ଟ…

ଝଗଡ଼ା ହେବାରୁ ଘର ଛାଡି ଆସିଥିଲେ: ବାରମ୍ବାର ବଳାତ୍କାର କଲେ….

କେନ୍ଦୁଝର,୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଜଣେ ଅସହାୟ ୨୫ ବର୍ଷୀୟ ଆଦିବାସୀ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ବାରମ୍ବାର ବଳାତ୍କାର କରିଥିବା ନେଇ ଶୁକ୍ରବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ…

ବଳଗଣ୍ଡି ନିକଟରେ ଅଟକିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କର ପବିତ୍ର ବାହୁଡ଼ାଯାତ୍ରା ଲଗାଣବର୍ଷା ମଧ୍ୟରେ ଶନିବାର ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବଡ଼ଦାଣ୍ଡର ମଧ୍ୟଭାଗ ବଳଗଣ୍ଡିରୁ ଅଳ୍ପ ବାଟ ଗଡ଼ି ରଥ ଅଟକିଯାଇଛି। ପ୍ରବଳ ବର୍ଷା ସହ ରଥ…

ରାସ୍ତାରେ ଯାଉଥିଲେ ଯୁବତୀ, ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ଆଉ ତା’ ପରେ…

ଆନନ୍ଦପୁର,୪ା୭(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘଷିପୁରାରେ ଗୁଳି ଫୁଟିବାରୁ ଜଣେ ଯୁବତୀ ଆହତ ହୋଇଛନ୍ତି। ମେଡିକାଲ ରୋଡ୍‌ରେ ଥିବା ଏକ ଘରୋଇ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ଭ୍ୟାନ୍‌ର ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ହଠାତ୍‌ ଗୁଳି ଫୁଟିଥିଲା। ତେବେ…

ଭଉଣୀ ଘରକୁ ଯିବା ପାଇଁ ଡାକି ସାଙ୍ଗକୁ ହତ୍ୟା କଲା ସାଙ୍ଗ, ୪ ଦିନ ପରେ ମିଳିଲା…

ଆନନ୍ଦପୁର,୩ା୭(ସୁଶାନ୍ତ କୁମାର ସାହୁ): ସାଙ୍ଗକୁ ନିଜ ଭଉଣୀ ଘରକୁ ଯିବାକୁ ଡାକିନେଇ ହତ୍ୟା କରିଛି ସାଙ୍ଗ। ଘଟଣାର ୪ଦିନ ପରେ ଜଙ୍ଗଲରୁ ମିଳିଲା ନାବାଳକଙ୍କ ମୃତଦେହ। ମୋବାଇଲ ବିବାଦରୁ ହତ୍ୟାକାଣ୍ଡ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ସାଙ୍ଗକୁ ଅଟକ…

ବୃଦ୍ଧାଙ୍କୁ କୋଦାଳରେ ହାଣି ନିର୍ମମ ହତ୍ୟା: ମୁଣ୍ଡରୁ ଗଣ୍ଡିକୁ କରିଦେଲେ ଅଲଗା

ପାଟଣା,୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡି ଗ୍ରାମରେ ଜଣେ ବୃଦ୍ଧାଙ୍କୁ ବୁଧବାର ସକାଳୁ ନର୍ମମ ଭାବେ ହତ୍ୟା କରାଯାଉଛି। ମୃତକ ଜଣକ ଉକ୍ତ ଗ୍ରାମର ସ୍ବର୍ଗତ କାଦେ ମାଝିଙ୍କ ସ୍ତ୍ରୀ ତୁଳସୀ ମାଝି।…

ବେଙ୍ଗାଲୁରୁକୁ ରୋଜଗାର ପାଇଁ ଯାଇଥିବା ଶ୍ରମିକଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ, ଗାଁରେ ମୃତଦେହ ପହଞ୍ଚିବା ପରେ…

ପାଟଣା,୨୯ା୬(ବୀର କିଶୋର ଦାଶ): ନିଯୁକ୍ତି ଅନ୍ବେଷଣରେ ବେଙ୍ଗାଲୁରୁ ଯାଇଥିବା ଜଣେ ୨୬ବର୍ଷୀୟ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତ ମହୁଦୀପା ଗ୍ରାମର ନରେନ୍ଦ୍ର ନାଏକଙ୍କ ସାନ ପୁଅ ଦୀପକ ନାଏକ (୨୬)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?