କେନ୍ଦୁଝର

ନିଶା ନିବାରଣ ଅଭିଯାନପାଇଁ ଅଣ୍ଟା ଭିଡ଼ିଲେ ମହିଳା

ବଡବିଲ, ୨୧।୮ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଦଲକିବସ୍ତିର ଶତାଧିକ ମହିଳା ନିଶା ନିବାରଣ ଅଭିଯାନ ପାଇଁ ଅଣ୍ଟା ଭିଡିଛନ୍ତି। ମା’ ଠାକୁରାଣୀ ମହିଳା ସମିତି ନେତୃତ୍ୱରେ ମଙ୍ଗଳବାର ଅଞ୍ଚଳର ଅଧିକାଂଶ ମହିଳା ଦଲକି ଫୁଟବଲ ପଡିଆରେ ଏକତ୍ରିତ ହୋଇ…

ଭଙ୍ଗାଘରେ ଚାଲିଛି ସମିତି କାର୍ଯ୍ୟାଳୟ

ଝୁମ୍ପୁରା, ୨୧।୮ (ଡି.ଏନ.ଏ.)-ଚାଷୀ ଓ ଚାଷ ସହିତ ଓତପ୍ରୋତ ଭାବେ ଜଡିତ ଝୁମ୍ପୁରା ବୃହଦାଗାର ବହୁମୁଖୀ ସମବାୟ ସମିତି ଲିଃ (ଲ୍ୟାମ୍ପସ)ର କାର୍ଯ୍ୟାଳୟ, ଗୋଦାମ ଗୃହ ଏବେ ଭଗ୍ନ ଅବସ୍ଥାରେ। ଚାଷୀଙ୍କ ପାଇଁ ଗୋଦାମ ଘରେ ରଖାଯାଉଥିବା ସାର ଓ ଔଷଧ…

ପୂଜାସ୍ଥଳୀ ଥିଲେ ବି ହେଉନି ବିକାଶ

କେନ୍ଦୁଝର, ୨୧ା୮- ଅବହେଳିତ ପୂଜା ସ୍ଥଳୀଗୁଡିକର ପୁନରୁଦ୍ଧାର କରିବା ସହ ପୁରାତନ ସଂସ୍କୃତିର ସୁରକ୍ଷା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବିକାଶ ହୋଇପାରୁନାହିଁ। ପ୍ରତ୍ୟେକ ଜିଲାରେ ସ୍ବତନ୍ତ୍ର ଉନ୍ନୟନ କାଉନସିଲ ଗଠନ କରାଯାଇ ଏହି ସବୁ ପୂଜାସ୍ଥଳୀ…

କମ୍ପାନୀ ବିରୋଧରେ ଚାଲିଥିଲା ଅନଶନ: ୬୫ ଦିନରେ ଅନଶନକାରୀଙ୍କୁ ଉଠାଇଲା ପୋଲିସ

ଚମ୍ପୁଆ, ୨୧।୮(ଡି.ଏନ.ଏ)- ଦୀର୍ଘ ୬୫ଦିନରେ ପହଞ୍ଚିଥିବା ବଡକାଳିମାଟି ବାସୀଙ୍କ ଅନଶନକୁ ପୋଲିସ ମଙ୍ଗଳବାର ନାକାମ କରିବା ସହିତ ଅନଶନକାରୀଙ୍କୁ ଅନଶନସ୍ଥଳରୁ ଉଠାଇ ଘରକୁ ପଠାଇଦେଇଥିବା ଜଣାଯାଇଛି। ଚମ୍ପୁଆ ଏସଡିପିଓ ହରିହର ପାଣିଙ୍କ ତତ୍ତ୍ୱାବଧାନରେ ଅଇଆଇସି ମନୋରଞ୍ଜନ ପ୍ରଧାନ, ସବଇନ୍ସପେକ୍ଟର ପଦ୍ମାବତୀ କପାଟ,…

ମିଶନରେ କେନ୍ଦୁଝର ବୈଜ୍ଞାନିକ ଅଟଳକୃଷ୍ଣ

କେନ୍ଦୁଝର, ୨୧ା୮(ସ୍ବ.ପ୍ର.)-ଚନ୍ଦ୍ରାୟନ-୨ରେ କେନ୍ଦୁଝର ଜିଲାର ଯୁବ ବୈଜ୍ଞାନିକ ଅଟଳକୃଷ୍ଣ ଖଟୁଆଙ୍କ ଉଦ୍ୟମ ଏବେ ରାଜ୍ୟ ପାଇଁ ଗୌରବ ଆଣିଛି। ଅଟଳକୃଷ୍ଣ ଇସ୍ରୋର ରିଲାଇବିଲିଟି ବିଭାଗରେ ଦୀର୍ଘ ୬ ବର୍ଷ ହେଲା ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଏଥିପାଇଁ ତାଙ୍କୁ ସବୁବେଳେ ଥିରୁବନନ୍ତପୁରମ୍‌ରୁ…

ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତା: ଭାଙ୍ଗିଲା ଆଉ ୩ ଘର

ଚମ୍ପୁଆ, ୨୦।୮(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତାହାତୀ। ଦୀର୍ଘଦିନର ବ୍ୟବଧାନପରେ ଫେରି ଏହି ଦନ୍ତା ଉପତ୍ାତ ଆରମ୍ଭ କରିଦେଇଛି। ଫସଲ ନଷ୍ଟ ସାଙ୍ଗକୁ ୩ଗୋଟି ଘରଭାଙ୍ଗି ଦେଇଛି। ଚମକପୁର ନୁନୁଗୁଣ୍ଠାଣ ଅଞ୍ଚଳରୁ ଆସି ଏହି ହାତୀ କୁଚିଡା ଅଞ୍ଚଳର ଗୋଟିଏ ଘର,…

ପିପିଳିଆଠାରେ ଦୁଇ ଟ୍ରକ୍‌ ଦୁର୍ଘଟଣା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭରଙ୍କ ମୃତ୍ୟୁ

ଢେଙ୍କିକୋଟ,୨୦।୮(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ. ଜାତୀୟ ରାଜପଥ ପିପିଳିଆଠାରେ ସୋମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍‌କୁ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଡ୍ରାଇଭରଙ୍କ…

ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର: ମିଳିନି ପରିଚୟ

କେନ୍ଦୁଝର,୨୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ବଣିଆପାଟ ସାହିର ଏକ ପୋଖରୀରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ବୃଦ୍ଧାଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଆନୁମାନିକ ବୟସ ୬୦ ହେବ ବୋଲି ଜଣାପଡ଼ିଛି। ତେବେ ସକାଳେ ମୃତଦେହ ପୋଖରୀରେ…

କେନ୍ଦୁଝରରେ ଡବଲ ମର୍ଡର: ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ

କେନ୍ଦୁଝର,୨୦।୮(ସ୍ବ.ପ୍ର.): ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲାରେ। ଗୁଣିଗାରେଡ଼ି କରୁଥିବା ସନ୍ଦେହରେ କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ମୁଣ୍ଡା ସାହିରେ ଡବଲ ମର୍ଡର ହୋଇଛି। ସଂଘବଦ୍ଧ ଭାବେ ଏହି ହତ୍ୟା କରାଯାଇଛି, ଯାହାକୁ…

ଅସ୍ୱାସ୍ଥ୍ୟକର ପରିବେଶରେ ଜିଲା ମୁଖ୍ୟ ଡାକ୍ତରଖାନା

କେନ୍ଦୁଝର, ୨୦ା୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସର ଉପଯୁକ୍ତ ସଫେଇ ହେଉନାହିଁ କିମ୍ବା ଏହାର ତଦାରଖ ହେଉ ନ ଥିବାରୁ ପରିସରରେ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡୁଛି। ବର୍ଷାଦିନରେ ପରିବେଶ ଅଧିକ ଦୂଷିତ ହୋଇପଡୁଥିବାରୁ ରୋଗୀମାନେ ଅସ୍ବାସ୍ଥ୍ୟକର ପରିବେଶରେ…

ସାପ କାମୁଡ଼ାରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତ୍ୟୁ: ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ

କେନ୍ଦୁଝର, ୧୯ା୮ (ସ୍ବ.ପ୍ର.)-ସଦର ବ୍ଲକ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତ୍ୟୁ ହୋଇଛି ା ଏଭଳି ଅଭିଯୋଗ ପରିବାର ଲୋକ ତଥା ଅଙ୍ଗନଓ୍ବାଡ଼ି ସଂଘ ପକ୍ଷରୁ କରାଯାଇଛି ା ମୃତ ମହିଳାଙ୍କ ନାମ…

ଦନ୍ତା ହାତୀ ଗୋଠଛଡ଼ା: ବଢ଼ି ଚାଲିଛି ଉତ୍ପାତ

ଝୁମ୍ପୁରା, ୧୯।୮ (ଡି.ଏନ.ଏ.)- କେନ୍ଦୁଝର ଜିଲା ବନଖଣ୍ଡ ଅଧୀନ ଭୂୟାଁ ଜୁଆଙ୍ଗପୀଢ଼ ଓ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୩ଟି ଗୋଠଛଡ଼ା ଦନ୍ତାହାତୀ ଦୀର୍ଘ ୩ ବର୍ଷ ଧରି ଉପଦ୍ରବ ଚଳାଇ ଆସୁଛନ୍ତି । ରାତି ହେଲେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଇଲାକାରେ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?