କରୋନା କଟକଣା: ରୁପା ବଦଳରେ ଜରି ମୁକୁଟ
କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.)-କେନ୍ଦୁଝର ଡେଲି ମାର୍କେଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦୀର୍ଘ ୫୫ ବର୍ଷ ହେଲା ଏହି ପୂଜା ଅନୁଷ୍ଠିତ ହୋଇଆସୁଛି। ତେବେ ବିନା ଭକ୍ତ, ବାଜା…
ମାଙ୍ଗାନିଜ ବୋଝେଇ ଟ୍ରକ ଜବତ: ୨ ଗିରଫ
ବଡବିଲ, ୨୧।୧୦(ସ୍ବ.ପ୍ର)-କେନ୍ଦୁଝର ଜିଲା ବଡବିଲ ପୋଲିସ ମଙ୍ଗଳବାର ରାତିରେ ରାତିରେ ଭଦ୍ରାସାହି ସ୍ଥିତ ୫୨ ନମ୍ବର ଜାତୀୟ ରାଜପଥରୁ ଏକ ଚୋରା ମାଙ୍ଗାନିଜ ବୋଝେଇ ଟ୍ରକ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ…
ଆଉଜଣେ କୋଭିଡ୍ ଯୋଦ୍ଧାଙ୍କ ପରଲୋକ
ପାଟଣା,୧୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ବର୍ଷୀୟାନ ସଂଗଠକ ତଥା ଖବରଦାତା ଧୀରେନ କୁମାର ରାଉତଙ୍କର ରବିବାର ସକାଳେ ୬୨ ବର୍ଷ ବୟସରେ ପରଲୋକ ଘଟିଛି। କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ଜିଲାରେ ସେ କାନ୍ଦିରି ଭାଈ ରୂପେ…
ନକଲି ଭିଡିଓ ଭାଇରାଲ ମାମଲା: ଅପମାନିତ କରିଛି ଓଟିଭି
ଭୁବନେଶ୍ୱର/କେନ୍ଦୁଝର,୧୮ା୧୦(ବ୍ୟୁରୋ/ସ୍ବ.ପ୍ର.): ୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦୁଝର ଲୋକ ସଭା ଆସନପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ନକଲି ଭିଡିଓ ଭାଇରାଲ କରାଯାଇଥିଲା। ଉକ୍ତ ଘଟଣାରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ନେଇ କେନ୍ଦୁଝର…
ଭତ୍ତା ପାଇଁ ଟ୍ରାଇ ସାଇକେଲରେ ୧୮ କି.ମି.
ଚମ୍ପୁଆ,୧୪।୧୦(ଡି.ଏନ.ଏ.)-ସରକାର ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏହାର ସୁଫଳ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଦିବ୍ୟାଙ୍ଗ ଅସହାୟମାନେ ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରେ ନେହୁରା ହେଉଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ…
ଟ୍ରକ ଧକ୍କାରେ ମହିଳା ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ପାଟଣା,୧୧।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ରବିବାର ଏକ ଟ୍ରକ୍ ଜଣେ ମହିଳାଙ୍କ ଉପରେ ଚଢିଯିବା ଫଳରେ ତାଙ୍କର ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁତର ହୋଇଥିବା ମହିଳା…
ଚା’ ଦୋକାନ ଭିତରକୁ ପଶିଗଲା ଟ୍ରକ୍
ପାଟଣା,୧୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚା’ ଦୋକାନ ଭିତରକୁ ପଶିଯାଇ ଥିବା ବେଳେ ଅଳ୍ପକେ ଦୋକାନୀ…
କୁକୁର କାମୁଡ଼ି ଦେବାରୁ ବିଲ ମଝିରେ ଫୁଟିଲା ବୋମା
ପାଟଣା,୧୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଡୁମୁରିଆ ପଞ୍ଚାୟତ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟ ବିଲ ମଝିରେ ଶନିବାର ସାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଏକ କୁକୁରର ମୃତ୍ୟୁ ଘଟିଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ଗ୍ରାମବାସୀ ଭୟଭୀତ…
ପର୍ଯ୍ୟଟକ ଅପେକ୍ଷାରେ ପର୍ଯ୍ୟଟନସ୍ଥଳୀ
କେନ୍ଦୁଝର,୧୧।୧୦ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ପ୍ରାକୃତିକ ଝରଣା, ଜଳପ୍ରପାତ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଆଉ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ କରୋନା ମହାମାରୀ ପାଇଁ ଚଳିତ ବର୍ଷ ପ୍ରକୃତିପ୍ରେମୀ ପର୍ଯ୍ୟଟକ କଟକଣା ଯୋଗୁ ନିରାଶ ହେଉଛନ୍ତି…
ପରଲୋକରେ ବରିଷ୍ଠ ସାମାଜିକ କର୍ମୀ ରଘୁନାଥ ମିଶ୍ର
ପାଟଣା,୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ସାମନ୍ତରାୟପୁର ଶାସନର ବରିଷ୍ଠ ସାମାଜିକ କର୍ମୀ ଓ ଜିଲାର ଜଣାଶୁଣା ବୁଦ୍ଧିଜୀବୀ ରଘୁନାଥ ମିଶ୍ରଙ୍କର ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି। ମାତ୍ର ୯୦ ବର୍ଷ ବୟସରେ ସେ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ବିୟୋଗରେ ବହୁ…
ସହାୟତା ଅପେକ୍ଷାରେ କେନ୍ଦରା କଳାକାର
ଚମ୍ପୁଆ, ୮।୧୦ (ଡି.ଏନ.ଏ)-ହଜି ଯାଉଥିବା ଲୋକ ସଙ୍ଗୀତ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯେଉଁ କେତେଜଣ କଳାକାର ପ୍ରୟାସ ଚଳାଇ ଆସିଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ସରଙ୍ଗି ପଞ୍ଚାୟତ ଅନ୍ତର୍ଗତ ନିଉଣ୍ଡି ଗ୍ରାମର ସାହେବ ମୁଣ୍ଡା…
ମିଳିଲାନି ଚିକିତ୍ସା, ରାସ୍ତାରେ ପ୍ରସବ: ଆଖି ବୁଜିଲେ ନବଜାତ ଶିଶୁପୁତ୍ର
ଯୋଡ଼ା, ୭।୧୦ (ଡି.ଏନ.ଏ.)- ପ୍ରସବ ଯନ୍ତ୍ରଣାରେ ଛଟପଟ ଜଣେ ମହିଳାଙ୍କୁ ଚିକିତ୍ସା ଯୋଗାଇ ନ ଦେଇ ଡାକ୍ତରଖାନାରୁ ଫେରାଇ ଦିଆଯିବା ପରେ ସେ ରାସ୍ତାରେ ସନ୍ତାନ ପ୍ରସବ କରିଥିଲେ। ଫଳରେ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିଲା। କେନ୍ଦୁଝର ଜିଲା ପଶ୍ଚିମ ଯୋଡ଼ା…
Archives


