କେନ୍ଦୁଝର

ରାଜ୍ୟରେ ପ୍ରଥମ: ହାଇସ୍କୁଲ ଛାତ୍ରୀଛାତ୍ର ପାଇବେ ମାଗଣା ଖାଦ୍ୟ,ପୋଷାକ

କେନ୍ଦୁଝର,୨୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଥମ ଥର ପାଇଁ ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣା ପୋଷାକ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ଜିଲାର ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପାଖାପାଖି ୫୦ ହଜାର ଛାତ୍ରୀଛାତ୍ର ଏହି ସୁବିଧା ପାଇବେ। ଜିଲା ଖଣିଜ…

ଏଯାଏ ସୁଧୁରିନି ଜୀବନଜୀବିକା

କେନ୍ଦୁଝର, ୨୧ା୭(ସ୍ବ.ପ୍ର.)- କେନ୍ଦୁଝର ଜିଲାର ଗରିବ ଓ ବନବାସୀ କରୋନା କଟକଣାରେ ପେଷି ହୋଇ ପଡ଼ିଛନ୍ତି। କଟକଣା କୋହଳ କରାଯାଉଥିଲେ ହେଁ ଉପଯୁକ୍ତ ଯାତାୟାତ ସୁବିଧା ନ ଥିବା ଏବଂ ପ୍ରଶାସନିକ ନିଷ୍ପତ୍ତି ବିଷୟରେ ଜାଣିପାରୁ ନ ଥିବା କାରଣରୁ ସେମାନଙ୍କ…

ଦୃଷ୍ଟିହୀନ ହୋଇ ବି ହାରିନାହାନ୍ତି

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଦୃଷ୍ଟି ହୀନ ହୋଇବି କେବେ ହାର ମାନି ନାହାନ୍ତି ନିବେଦିତା। ନିଜେ ଦେଖିପାରୁ ନ ଥିଲେ ବି ଅନ୍ୟ ମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବା ପିଲାଟି ଦିନରୁ ତାଙ୍କ ସ୍ବପ୍ନ। ଏଣୁ ଏଥିପାଇଁ ବିଏ ପରେ ବିଏଡ କରି…

ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ଥିଲେ ସ୍ବାମୀ: ବିସ୍ଫୋରକ, ବାରୁଦ ସାମଗ୍ରୀ ବୋଝେଇ ଗାଡ଼ି ସହ ପଡିଲେ ଧରା

ଯୋଡ଼ା,୧୭।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ଦେଇ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥର ରଣାଶାଳ ଘାଟି ନିକଟରୁ ଗୁରୁବାର ଯୋଡ଼ା ପୋଲିସ ବିସ୍ଫୋରକ ଓ ବାରୁଦ ସାମଗ୍ରୀ ବୋଝେଇ ଏକ ଗାଡିକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ…

କେନ୍ଦୁଝରରେ ଆକ୍ରାନ୍ତ ହେଲେ ୩ କରୋନା ଯୋଦ୍ଧା

କେନ୍ଦୁଝର,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ କରୋନା ଯୋଦ୍ଧା ଅଛନ୍ତି। ଅବଶିଷ୍ଟ ୧୪ ଜଣ ପୂର୍ବରୁ କରନା ସଂକ୍ରମିତଙ୍କ ସଂସ୍ପର୍ଶରେରେ ଆସିଥିବା…

‘ସୌଭାଗ୍ୟ’ର ଭାଗ୍ୟ ବଦଳୁନି

ପାଟଣା,୧୭।୭(ସ୍ବ.ପ୍ର.)-ବଦଳୁନି ‘ସୌଭାଗ୍ୟ’ ଯୋଜନାରେ ଭାଗ୍ୟ। ଏହି ଯୋଜନାରେ ସାମିଲ ହୋଇ ୨୪ ପରିବାର ବିଜୁଳି ଆଲୁଅରୁ ବଞ୍ଚିତ ହୋଇଛନ୍ତି। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର ବି ଟଣାଯାଇଛି। ହେଲେ ଖୁଣ୍ଟରେ ହିଁ ଝୁଲି ରହିଛି ‘ସୌଭାଗ୍ୟ’ ଯୋଜନା ସହ ହିତାଧିକାରୀଙ୍କ…

କେନ୍ଦୁଝରରେ ପୁଣି ୧୦ କରୋନା ପଜିଟିଭ୍‌ ଚିହ୍ନଟ: ୮ ରହିଛନ୍ତି ସ୍ଥାନୀୟ ଅଞ୍ଚଳର

କେନ୍ଦୁଝର,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ସେମାନେ ପୂର୍ବରୁ କରନା ରୋଗୀଙ୍କ ସଂସ୍ପର୍ଶରେ ଆସିଥବା ଜଣାପଡ଼ିଛି।…

କେନ୍ଦୁଝରରେ ଅସୁରକ୍ଷିତ ହାତୀ

କେନ୍ଦୁଝର,୧୬ା୭(ସ୍ବ.ପ୍ର.)-ହାତୀ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। କେନ୍ଦୁଝର ବନଖଣ୍ଡରେ ବନ୍ୟ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ହାତୀର…

କୋଭିଡ୍‌-୧୯ ନିୟମ ଉଲ୍ଲଂଘନ: ହୋଟେଲ ସିଲ୍‌

ବଡ଼ବିଲ,୧୫ା୭(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲ ମ୍ରିନାଲ କଲୋନୀସ୍ଥିତ ହୋଟେଲ ନୀଳକଣ୍ଠରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ହୋଟେଲ ମାଲିକଙ୍କ ସମେତ ୧୦ ଜୁଆଡ଼ିଙ୍କୁ ଗିରଫ କରିଛି। ବେଆଇନ ଜୁଆଖେଳ ଓ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ଉକ୍ତ ହୋଟେଲକୁ…

କେନ୍ଦୁଝରରେ ପୁଣି ୨୨ କରୋନା ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା

କେନ୍ଦୁଝର,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଅନ୍ୟ ୨ ଜଣ କରନା ଯୋଦ୍ଧା ଥିବା ଜଣାପଡିଛି।…

ଘର ସମ୍ମୁଖରେ ବାସନ ମାଜୁଥିଲେ ମହିଳା: ଚଢ଼ିଗଲା କାର

ପାଟଣା,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କରଞ୍ଜିଆଦେଇ ଯାଇଥିବା ୨୨୦ ନଂ. ରାଜପଥର ଧାନବେଣୀ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪୫ ବର୍ଷୀୟା ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଜୟ ମହାନ୍ତଙ୍କ ସ୍ତ୍ରୀ…

୩ ଶହ ଟପିଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର, ୧୩୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ଆଉ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri