କେନ୍ଦୁଝରରେ ପୁଣି ୨୨ କରୋନା ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା

କେନ୍ଦୁଝର,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଅନ୍ୟ ୨ ଜଣ କରନା ଯୋଦ୍ଧା ଥିବା ଜଣାପଡିଛି। ୨ ଜଣ ଯୋଡ଼ା ବ୍ଲକ, ଭଦ୍ରାସହି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ପୂର୍ବରୁ ବଡ଼ବିଲରେ କରନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟ ୧୮ ଜଣ ସାହରପଡ଼ା, ପାଟଣା, ଆନନ୍ଦପୁର, ଘଟଗାଁ, ଯୋଡ଼ା, ଘଷିପୁରା, ତେଲକୋଇ, ଝୁମ୍ପୁରା, ହାଟଡ଼ିହି, ହରିଚନ୍ଦନପୁର ବ୍ଲକ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୩୪୦ରେ ପହଞ୍ଚି ଥିବା ବେଳେ ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୫୭ ଜଣ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣ୍ଟନ କମ୍‌, ବିକ୍ରି ବେଶି

ଆଠମଲ୍ଲିକ/ ବଇଣ୍ଡା,୧୩ା୮ (ଡି.ଏନ.ଏ.) ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକଙ୍କ ପାଇଁ ସରକାର କିରୋସିନ ଯୋଗାଇ ଦେଉଛନ୍ତି। ହେଲେ ଅନେକ ସମୟରେ ଏହି ସରକାରୀ କିରୋସିନରୁ...

ବ୍ୟବହାରିକ ଜ୍ଞାନ ସଂଗ୍ରହ, ରାଗିଂମୁକ୍ତ କ୍ୟାମ୍ପସ୍‌ କର

ସମ୍ବଲପୁର,୫ା୪(ବ୍ୟୁରୋ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ ଛାତ୍ରୀଛାତ୍ରଙ୍କ ସହ କ୍ଲାସରୁମରେ ଆଲୋଚନା କରିଥିଲେ।...

ଫି ବୃଦ୍ଧିକୁ ଜୋରଦାର ବିରୋଧ: କଲେଜ ଗେଟ୍‌ରେ ତାଲା

ତାଳଚେର,୨୧ା୯(ନି.ପ୍ର.) – ରି ଆଡମିଶନ ଫି ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୨ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଦୀର୍ଘ ସମୟ...

କରୋନା ଯୋଦ୍ଧାଙ୍କୁ ଅଣଦେଖା: ଏମ୍‌କେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନର୍ସଙ୍କ ଧାରଣା

ବ୍ରହ୍ମପୁର ଅଫିସ, ୧୧।୫ : କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି।...

କାମରେ ଲାଗୁନି ଏନଏସିର ଭେଣ୍ଡିଂ ଜୋନ୍‌

ଚମ୍ପୁଆ,୨୫ା୧(ଡି.ଏନ.ଏ)- ଚମ୍ପୁଆ ଏନଏସି ପକ୍ଷରୁ ସହର ସୌନ୍ଦର୍ଯ୍ୟକରଣ ଓ ଉଠା ବ୍ୟବସାୟୀଙ୍କୁ ଥଇଥାନ କରିବା ନିମନ୍ତେ ବର୍ଷେ ତଳେ ନିର୍ମାଣ କରାଯାଇଥିବା ଭେଣ୍ଡିଂ ଜୋନ୍‌ ଅଦ୍ୟାବଧି...

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୪।୬: ବିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏ ନେଇ ସଜେଇ ହୋଇଛି ସ୍ନାନବେଦି। ଏପଟେ ଶ୍ରୀମନ୍ଦିର ରତ୍ନସିଂହାସନରେ ଓହ୍ଲାଇ ଆସିଛନ୍ତି ଦାରୁଦିଅଁ। ପହଣ୍ଡି କରି...

ଶେଷ ହେଲା ଗଣତି: ଗୋଟିଏ ବି ଡଲଫିନ୍‌ଙ୍କ ଦେଖା ନାହିଁ

ବାଲେଶ୍ୱର ଅଫିସ,୧୧।୧: ବାଲେଶ୍ୱର ଜିଲାରେ ଡ଼ଲଫିନ ଗଣନା ଶେଷ ହୋଇଛି। ମାତ୍ର ଗୋଟିଏ ବି ଡଲଫିନର ସନ୍ଧାନ ମିଳି ନ ଥିବା ବାଲେଶ୍ୱର ଜିଲା ବନାଧିକାରୀ...

ଭୁଶୁଡିଲା ନିର୍ମାଣାଧୀନ କମ୍ୟୁନିଟି ହଲ୍‌

  ଗଞ୍ଜାମ,୬ା୧୨(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୬ ଓଡ଼ିଆ ଢ଼ାମଣା ସାହି ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ନିର୍ମିତ କମ୍ୟୁନିଟି ହଲ୍‌ ନିମ୍‌ଟାଲ୍‌ ଲେବଲ ତାଜା ଗୁରୁବାର...

Advertisement
Archives

Model This Week