ଆବାସ ଯୋଜନା କେଳେଙ୍କାରୀ: କେନ୍ଦୁଝର ସଦର ବ୍ଲକ ଘେରାଉ
କେନ୍ଦୁଝର,୨୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର ସଦର ବ୍ଲକ ଘେରାଉ କରିବା ସହ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ମାଝୀଙ୍କ…
ବାଡ଼ ଅଛି, ଗଛ ନାହିଁ: ଉଜୁଡ଼ିଯାଉଛି ରାସ୍ତା ପାର୍ଶ୍ୱ ବନୀକରଣ
ଚମ୍ପୁଆ, ୨୮।୧୨(ଡି.ଏନ.ଏ.)-ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ସରକାର ରାସ୍ତାପାର୍ଶ୍ୱ ବନୀକରଣ ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ କିଛି ଦିନ ମଧ୍ୟରେ ରାସ୍ତାପାର୍ଶ୍ୱ ବନୀକରଣ ଉଜୁଡ଼ିଯାଉଛି। ବାଡ଼ ଅଛି, ବତା ଅଛି, ଗଛ ନାହିଁ।…
କାମରେ ଆସୁନି ରାତ୍ର ଆଶ୍ରୟସ୍ଥଳ: ଶୀତ କାକରରେ ନିରାଶ୍ରୟ
କେନ୍ଦୁଝର, ୨୮ା୧୨(ସ୍ବ.ପ୍ର.)- କେନ୍ଦୁଝର ସହରରେ ବାସହୀନ ଓ ଅସହାୟ ଲୋକଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ ଅଛି ହେଲେ ଦୂରତା ଦୃଷ୍ଟିରୁ ସେଠାକୁ ଯିବାକୁ ଲୋକେ ପସନ୍ଦ ନାହାନ୍ତି। ଫଳରେ ଏହି ଆଶ୍ରୟସ୍ଥଳୀ କାମରେ ଲାଗି ପାରୁନି। ସେଠାକୁ ଯାତାୟାତ ପାଇଁ କୌଣସି…
ଝିଅକୁ ସାଦ ଖୁଆଇବାକୁ ଯିବାବେଳେ ଅଘଟଣ: ଓଲଟିଲା ପିକ୍ଅପ୍, ୪ ଗୁରୁତର
କେନ୍ଦୁଝର,୨୭ା୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ୪୯ ନଂ. ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ପିକ୍ଅପ୍ ଓଲଟି ପଡ଼ିଛି । ଗାଡ଼ିରେ ୨୧ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ…
ଟ୍ରକ ଚକା ତଳେ ପଶିଗଲେ ସାଇକେଲ ଚାଳକ
କେନ୍ଦୁଝର,୨୭ା୧୨(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ବନାଯୋଡ଼ି ଗ୍ରାମ ନିକଟରେ ଏନ୍ଏଚ୍ ୨୦ରେ ରବିବାର ପୂର୍ବାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରକ ଚକା ତଳେ ଜଣେ ସାଇକେଲ ଚାଳକ ପଶି ଯାଇଥିଲେ। ସୌଭାଗ୍ୟବଶତଃ ନିଶ୍ଚିତ ମୃତ୍ୟୁ ମୁଖରୁ ସେ ବଞ୍ଚି ଯାଇଛନ୍ତି। ତେବେ…
ସୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ
କେନ୍ଦୁଝର, ୨୭।୧୨(ସ୍ବ.ପ୍ର.)-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷ ଓ ଚାଷୀ ମାନଙ୍କ ବିକାଶ କଥା କହୁଛନ୍ତି । କିନ୍ତୁ କେନ୍ଦୁଝର ଜିଲାରେ ଧାନ ସହିତ ଲାଭଜନକ ସୋଲା ଚାଷ କରି ବହୁ ବର୍ଷ ଧରି ଜୀବନଜୀବିକା ବିତାଉଥିବା ହଜାର ହଜାର…
ଦୁର୍ଘଟଣାରେ ଦୁଇଖଣ୍ଡ ହେଲା ରଡ୍ ବୋଝେଇ ଟ୍ରକ, ଚାଳକଙ୍କ ଜୀବନ ଗଲା
କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ୨୦ ନମ୍ବର ଜାତୀୟ ରାଜପଥ ନେକଡ଼ା ଘର ପୋଲ ନିକଟରେ ନିକଟରେ ଶନିବାର ଏକ ଲୁହା ରଡ୍ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରକଟି ଦୁଇଖଣ୍ତ ହୋଇଯାଇଥିବାବେଳେ ଚାଳକଙ୍କ ମୃତ୍ୟୁ ଘଟିଛି।…
ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ
କେନ୍ଦୁଝର, ୨୪।୧୨(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଳକ ଅନ୍ତର୍ଗତ ମହାଦେଈଯୋଡା ଗ୍ରାମ ପଞ୍ଚାୟତର ସଲରାପେଣ୍ଠ-ନାଉପଦା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନାଉପଦା ଖଣି ଅଞ୍ଚଳ ଦେଇ ଯାଉଥିବାରୁ ଏହାର ନିର୍ମାଣ କାର୍ଯ୍ୟ ପଞ୍ଚାୟତ ପକ୍ଷରୁ କରାଯିବାରୁ ତାହାକୁ…
୫୦ଏକର ଧାନ ନଷ୍ଟ କଲେ ହାତୀପଲ
ରାଇସୁଆଁ, ୨୩।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଜାମୁନାଳିଆ ଗ୍ରାମରେ ସୋମବାର ବିଳମ୍ବତି ରାତିରେ ୨୨ରୁ ଉର୍ଦ୍ଧ୍ୱ ହାତୀ ପଶି ୫୦ ଏକରରୁ ଅଧିକ ଧାନଫସଲ ନଷ୍ଟ କରି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ହାତୀ ଘଉଡ଼ାଇବା ସହ ହାତୀ ଆତଙ୍କ ଯୋଗୁ…
ସାର୍ଣ୍ଣା ଧର୍ମକୁ ସ୍ବୀକୃତି ଦାବିରେ ଆଦିବାସୀଙ୍କ ଆନ୍ଦୋଳନ, ସାମିଲ ହେଲେ ପିସିସି ସଭାପତି
କେନ୍ଦୁଝର, ୨୨।୧୨(ସ୍ବ.ପ୍ର.): ଆଦିବାସୀଙ୍କ ସାର୍ଣ୍ଣା ଧର୍ମର ସାମ୍ବିଧାନିକ ସ୍ବୀକୃତି ଦାବିରେ ମଙ୍ଗଳବାର ଆଦିବାସୀ ସଙ୍ଗଠନ ପକ୍ଷରୁ ଏକ ବିଶାଳ ରାଲି ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି। ଦ ଅଲ୍ ଇଣ୍ଡିଆ ସାର୍ଣ୍ଣା ଧର୍ମ ଚେମେଟ ଆଶ୍ରା ସଙ୍ଗଠନର ଡାକରାରେ ଆୟୋଜିତ…
ଦୁଇଦିନ ହେଲା ୪୯ ନଂ ଜାତୀୟ ରାଜପଥ ଜାମ୍: ଯାତାୟାତ ବାଧାପ୍ରାପ୍ତ
କେନ୍ଦୁଝର,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ମୁମ୍ବାଇ – କୋଲକାତା ଜାତୀୟ ରାଜପଥ (ଏନ୍ଏଚ୍) ୪୯ରେ ସଦର ଥାନା ଅନ୍ତର୍ଗତ ଠାକୁରଡିହି ନିକଟରେ ଦୁଇଟି ଟ୍ରକ୍ ବ୍ରେକ ଡାଉନ ହେବାରୁ ସୋମବାରଠାରୁ ଯାତାୟାତ ଠପ୍ ହୋଇଯାଇଛି। ଏହି ରାସ୍ତାରେ ହଜାର ହଜାର…
ରୟାଲ୍ଟି ଅନିୟମିତତା: ୩ ଖଣିକୁ ନୋଟିସ
ଯୋଡ଼ା, ୨୦ା୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ୩ ଖଣିକୁ ଷ୍ଟାକ୍(ମାନ ନିର୍ଦ୍ଧାରଣ କରାଯାଇଥିବା ଗଚ୍ଛିତ ଖଣିଜ)ରେ ରୟାଲ୍ଟି ଅନିୟମିତତା ଅଭିଯୋଗରେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ପକ୍ଷରୁ…
Archives


