କେନ୍ଦୁଝର

କନିଅର ମଞ୍ଜି ଖାଇ ଜୀବନ ହାରିଲେ

ପାଟଣା,୭।୧୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ଗଣ୍ଡବେଡ଼ା ଗ୍ରାମର ଜଣେ ବ୍ୟକ୍ତି ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ରାଜେନ୍ଦ୍ର ମୁଣ୍ଡା। ଗତ ଶନିବାର ସେ କନିଅର ମଞ୍ଜି ଖାଇ ଗୁରୁତର ହୋଇ ପଡ଼ିଥିଲେ। ପରିବାର…

ଚୋରାରେ ବିକୁଥିଲେ ଗ୍ୟାସ, ଧରା ପକାଇ ଦେଲେ ପଡ଼ୋଶୀ

ପାଟଣା,୭ା୧୨(ସ୍ବ ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ସଅଁରାପଶି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ଘରେ ଯୋଗାଣ ବିଭାଗର ୫ଜଣିଆ ଟିମ୍‌ ଚଢ଼ାଉ କରି ମଙ୍ଗଳବାର ୧୬ଟି ଖାଲି ସିଲିଣ୍ଡର ଜବତ କରିଛି। ରବୀନ୍ଦ୍ର ପଡ଼ୋଶୀ ମୟୂରଭଞ୍ଜ ଜିଲା କରଞ୍ଜିଆର ଜଣେ…

ପାଟଣାରେ ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗର ଚଢ଼ାଉ

ପାଟଣା,୭।୧୨(ସ୍ବ ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସଅଁରାପଶି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ଘରେ ମଙ୍ଗଳବାର ଚଢ଼ାଉ ହୋଇଛି। ଘର ଭିତରେ ବେଆଇନ ଭାବେ ଏଚ୍‌ପି ଗ୍ୟାସ ଟାଙ୍କି ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ମଙ୍ଗଳବାର ଯୋଗାଣ ବିଭାଗର ୫ ଜଣିଆ…

୪ ମାସ ହେଲା ଏଟିଏମ୍‌ରେ ତାଲା

ଢେଙ୍କିକୋଟ,୬।୧୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଢେଙ୍କିକୋଟ ଏକ ବ୍ୟସ୍ତ ବହୁଳ ବଜାର ଭାବେ ପରିଚିତ। ଏଠାରେ ଛୋଟ ବଡ଼ ୫୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ଦୋକାନ ଥିବାବେଳେ ଏହି ବଜାର ଉପରେ ଘଟଗାଁ ବ୍ଲକ ଏବଂ ପାଟଣା ବ୍ଲକର ୨୦ରୁ ଉର୍ଦ୍ଧ୍ୱ ପଞ୍ଚାୟତର ଜନସାଧାରଣ ନିର୍ଭର…

ବର୍ଷାରେ ବ୍ୟାପକ ଫସଲ କ୍ଷତି

କେନ୍ଦୁଝର, ୬।୧୨ (ସ୍ବ.ପ୍ର.)  କେନ୍ଦୁଝର ଜିଲାରେ ଜଓ୍ବାଦ ବାତ୍ୟାର ପ୍ରଭାବରେ କୋହଲା ପାଗ ସାଙ୍ଗକୁ ସାମାନ୍ୟ ବର୍ଷା ହୋଇଛି। ଜିଲାରେ ସେଭଳି କାୈଣସି କ୍ଷୟକ୍ଷତି ଘଟି ନାହିଁ। କିନ୍ତୁ ବ୍ୟାପକ ଫସଲ ପ୍ରଭାବିତ ହୋଇଛି। ତେବେ ବର୍ଷା ଯୋଗୁ ଧାନ କାଟି…

ଦରଗଡ଼ିଶିଳାକୁ ମିଳୁନି ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା

କେନ୍ଦୁଝର,୬।୧୨(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କୋଳିମାଟି ପଞ୍ଚାୟତର ସିଂହନାଳୀ ନିକଟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଦରଗଡ଼ିଶୀଳା ଅଞ୍ଚଳକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହା ନିକଟରେ ରହିଛି ଜିଲାର ପ୍ରଥମ ଜଳ ବିଦ୍ୟୁତ୍‌(ହାଇଡେଲ୍‌…

ପିଅନଙ୍କ ହତ୍ୟା ପଛରେ ପରକୀୟା ପ୍ରୀତି

କେନ୍ଦୁଝର,୫।୧୨(ସ୍ବ.ପ୍ର.): କେନ୍ଦୁଝର ପଣ୍ଡାପଡା ଥାନା ଅନ୍ତର୍ଗତ ବଡକମଣ୍ଡରା ଗ୍ରାମରେ ସ୍କୁଲ ପିଅନ ନିରଞ୍ଜନ ନାଏକଙ୍କ ମୃତଦେହ ଶନିବାର ଏକ କୂଅରୁ ମିଳିଥିଲା। ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗରେ ପୋଲିସ ରବିବାର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଅଖାରେ ବାନ୍ଧି ନବଜାତ ଶିଶୁ କନ୍ୟାଙ୍କୁ ଫୋପାଡି ଦେଇଥିଲେ

ଯୋଡ଼ା,୫।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ପଶ୍ଚିମ ଯୋଡ଼ା ହୁଡ଼ି ସାହି ନିକଟ ଏକ ପରିତ୍ୟକ୍ତ ବୁଦାମୂଳରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ରବିବାର ହୁଡ଼ି ସାହି ଓ ଟାଟା କମ୍ପାନୀର ପାଚେରୀ ନିକଟ ଏକ…

‘ଜୱାଦ’ ପାଇଁ ପ୍ରସ୍ତୁତ କୃଷି ବିଭାଗ

ଚମ୍ପୁଆ,୫ା୧୨(ଡି.ଏନ.ଏ.) – ବାତ୍ୟା ‘ଜୱାଦ’ର ମୁକାବିଲାପାଇଁ ଚମ୍ପୁଆ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଉପଜିଲାପାଳ ପ୍ରତାପ ପ୍ରିତିମୟ ସୂଚନା ଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଥିବା ବେଳେ ଏହାର ଦିଗ ପରିବର୍ତ୍ତନର…

ନିଖୋଜ ପିଅନଙ୍କ ମୃତଦେହ ମିଳିଲା କୂଅରୁ

  କେନ୍ଦୁଝର,୪ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ପୋଲିସ ଶନିବାର ବଡ଼କମଣ୍ଡରା ଗ୍ରାମର ଏକ କୂଅରୁ ନିରଞ୍ଜନ ନାୟକ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ତାଙ୍କ ଘର ସ୍ଥାନୀୟ କମଣ୍ଡରାଗ୍ରାମ ସାହିରେ। ସେ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଧନୁର୍ଜୟପୁରରେ…

ଡାକବଙ୍ଗଳା ପାଚେରି ଭାଙ୍ଗିଲେ ହାତୀପଲ, ନଷ୍ଟ କଲେ ଧାନଫସଲ

ପାଟଣା,୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ଅଞ୍ଚଳରେ ବୁଧବାର ରାତିରେ ୨୬ ଟିକିଆ ହାତୀପଲ ଅଟେଇ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିଲେ। ପରେ ଆଖପାଖ ଗାଁରେ ଉପଦ୍ରବ କରି ଶୁକ୍ରବାର ରାତିରେ ଭୀମକୁଣ୍ଡ ପଞ୍ଚାୟତ ଡାକବଙ୍ଗଳାରେ ପଶି ପଛ…

ବିଦ୍ୟାଳୟ ରାତି ଜଗୁଆଳଙ୍କୁ ଅପହରଣ ଅଭିଯୋଗ: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୧ା୧୨(ସ୍ବ.ପ୍ର.): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼କମାଣ୍ଡରା ଗ୍ରାମରେ ଜଣେ ହାଇସ୍କୁଲ ରାତି ଜଗୁଆଳଙ୍କୁ ଅପହରଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଏ ନେଇ ପଣ୍ଡାପଡା ଥାନାରୁ ନ୍ୟାୟ ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri