‘ଜୱାଦ’ ପାଇଁ ପ୍ରସ୍ତୁତ କୃଷି ବିଭାଗ
ଚମ୍ପୁଆ,୫ା୧୨(ଡି.ଏନ.ଏ.) – ବାତ୍ୟା ‘ଜୱାଦ’ର ମୁକାବିଲାପାଇଁ ଚମ୍ପୁଆ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଉପଜିଲାପାଳ ପ୍ରତାପ ପ୍ରିତିମୟ ସୂଚନା ଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଥିବା ବେଳେ ଏହାର ଦିଗ ପରିବର୍ତ୍ତନର…
ନିଖୋଜ ପିଅନଙ୍କ ମୃତଦେହ ମିଳିଲା କୂଅରୁ
କେନ୍ଦୁଝର,୪ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ପୋଲିସ ଶନିବାର ବଡ଼କମଣ୍ଡରା ଗ୍ରାମର ଏକ କୂଅରୁ ନିରଞ୍ଜନ ନାୟକ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ତାଙ୍କ ଘର ସ୍ଥାନୀୟ କମଣ୍ଡରାଗ୍ରାମ ସାହିରେ। ସେ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ଧନୁର୍ଜୟପୁରରେ…
ଡାକବଙ୍ଗଳା ପାଚେରି ଭାଙ୍ଗିଲେ ହାତୀପଲ, ନଷ୍ଟ କଲେ ଧାନଫସଲ
ପାଟଣା,୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଞ୍ଚଳରେ ବୁଧବାର ରାତିରେ ୨୬ ଟିକିଆ ହାତୀପଲ ଅଟେଇ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିଲେ। ପରେ ଆଖପାଖ ଗାଁରେ ଉପଦ୍ରବ କରି ଶୁକ୍ରବାର ରାତିରେ ଭୀମକୁଣ୍ଡ ପଞ୍ଚାୟତ ଡାକବଙ୍ଗଳାରେ ପଶି ପଛ…
ବିଦ୍ୟାଳୟ ରାତି ଜଗୁଆଳଙ୍କୁ ଅପହରଣ ଅଭିଯୋଗ: ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
କେନ୍ଦୁଝର,୧ା୧୨(ସ୍ବ.ପ୍ର.): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼କମାଣ୍ଡରା ଗ୍ରାମରେ ଜଣେ ହାଇସ୍କୁଲ ରାତି ଜଗୁଆଳଙ୍କୁ ଅପହରଣ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଏ ନେଇ ପଣ୍ଡାପଡା ଥାନାରୁ ନ୍ୟାୟ ନ…
ଖସିଲା ପାରଦ, ବଢ଼ିଲା ଶୀତ
କେନ୍ଦୁଝର,୨୯ା୧୧(ସ୍ବ.ପ୍ର.): ବିଳମ୍ବରେ ହେଉ ପଛେ କେନ୍ଦୁଝର ଜିଲାରେ ଶୀତ ଆସିଛି। ଧିରେ ଧିରେ ଜଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ତାପମାତ୍ରା ୧୩ ଡିଗ୍ରୀ ତଳକୁ ଖସିଛି। ଯାହାକି ଚଳିତ ବର୍ଷର ସର୍ବନିମ୍ନ ବୋଲି ଜଣାପଡ଼ିଛି। ତାପମାତ୍ରା…
ସଂଘର୍ଷର ଅନ୍ୟନାମ ଦିବ୍ୟାଙ୍ଗ ନିଦ୍ରାବତୀ
କେନ୍ଦୁଝର,୨୮ା୧୧(ସ୍ବ.ପ୍ର.): ଦିବ୍ୟାଙ୍ଗ ହେଲେ ବି ସେ ହାର ମାନି ନାହାନ୍ତି। ନିଜେ ଅଟୋ ଚଳାଇ ସ୍ବାବଲମ୍ବୀ ହେବା ସହ ବୃଦ୍ଧ ମା’ ବାପାଙ୍କ ମୁହଁରେ ଆହାର ଦେଉଛନ୍ତି। ତାଙ୍କ ସଂଘର୍ଷମୟ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ନାରୀଟିଏ ହୋଇ…
ସହାୟତା ଅପେକ୍ଷାରେ ଚିନ୍ତାମଣି
ହାଟଡିହୀ,୨୮l୧୧(ଡି.ଏନ.ଏ.): ଭାରି କଷ୍ଟ ହେଉଛି। ସିଧା ହୋଇ ଠିଆ ହୋଇ ପାରୁନି କି ପେଟେଇ ଏବଂ କଡ଼ ଲେଉଟେଇ ଶୋଇ ପାରୁନି। ସବୁବେଳେ ଯନ୍ତ୍ରଣା ହେଉଛି l ତଳି ପେଟରେ ଥିବା ମାଂସ ପିଣ୍ଡୁଳାରୁ ଆପେ ଆପେ ପରିଶ୍ରା ବୋହୁଛି। ଦୀର୍ଘ…
ରାସ୍ତାରେ ଯାଉଥିବା ବେଳେ ଉପରେ ଭାଙ୍ଗିପଡ଼ିଲା ଗଛ: ବାଇକ୍ ଚୁର୍ମାର, ୨ ଆହତ
କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକାର ମାଧପୁର ନିକଟରେ ୪୯ ନଂ. ଜାତୀୟ ରାଜପଥରେ ଥିବା ବହୁ ପୁରୁଣା ତଥା ଅସୁରକ୍ଷିତ ଶୁଖିଲା ଗଛ ହଠାତ ଉପୁଡ଼ି ପଡ଼ିବାରୁ କେତେକ ଗାଡି ଭାଙ୍ଗିବା ସହ ଦୁଇ ଜଣ ଆହତ ହୋଇଛନ୍ତି। ପୂର୍ବରୁ ବାରମ୍ବାର ଅଭିଯୋଗ…
କିଷାନ ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଦାବିରେ ବିକ୍ଷୋଭ
କେନ୍ଦୁଝର,୨୬।୧୧ (ସ୍ବ.ପ୍ର): ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଟ୍ରେଡ ୟୁନିଅନ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତୁରନ୍ତ ପ୍ରଧାନ ମନ୍ତ୍ରୀ ଘୋଷିତ ପ୍ରତ୍ୟାହୃତ କୃଷି ଆଇନକୁ ସଂସଦରେ ପାରିତ , ଚାରୋଟି ଶ୍ରମ…
ମଦଭାଟି ସ୍ଥାନାନ୍ତର ନେଇ ଦାବିପତ୍ର ପ୍ରଦାନ
କେନ୍ଦୁଝର,୨୬।୧୧(ସ୍ବ.ପ୍ର): ଯୋଡ଼ା ବ୍ଳକ ଭଦ୍ରସାହି ପଞ୍ଚାୟତରେ ଏକ ନମ୍ବର ନନ୍ଦ ହଟିଂରେ ମଦ ଭାଟି ପ୍ରତିଷ୍ଠାସ୍କୁ ସ୍ଥାନୀୟ ଲୋକ ବିରୋଧ କରି ଆଜି ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ମଦ ଭାଟିରୁ ନିିର୍ଗତ ଆବର୍ଜନା ଯୋଗୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି…
ଅଳିଆଗଦା ଏବେ ମନୋରମ ପରିବେଶ
ଆନନ୍ଦପୁର,୨୪।୧୧- ଦିନେ ସେଠାରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମା ହେଉଥିଲା। ଏବେ ସେହି ଅଳିଆଗଦା ପାଲଟିଛି ମନୋରମ ପରିବେଶ। ସେଇଠି ପ୍ରତିଷ୍ଠା ହୋଇଛି ମହାଦେବ ମନ୍ଦିର। ମନ୍ଦିର ପରିସରରେ ଯୋଗ ଶିକ୍ଷା ଦିଆଯାଉଛି। ତେବେ ଯାହାଙ୍କ ପ୍ରଚେଷ୍ଟାରେ ଏ ସବୁ ହୋଇଛି…
ସଙ୍କଟରେ ବହୁରୂପିଆଙ୍କ ପାରମ୍ପରିକ କଳା
କେନ୍ଦୁଝର,୨୩ ।୧୧ (ସ୍ବ.ପ୍ର.) ଏକଦା ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହରାଞ୍ଚଳରେ ବହୁରୂପିଆଙ୍କ ଚାହିଦା ବହୁ ଅଧିକ ଥିଲା। ବିଭିନ୍ନ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଏହି କଳାକାରମାନେ ପେଟ ପାଟଣା ପାଇଁ ରୋଜଗାର…
Archives


