କେନ୍ଦୁଝର

ବଳଦ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଲେ ବୃଦ୍ଧ, ମୃତ୍ୟୁ ପୂର୍ବରୁ କହିଲେ ଶୁଣ୍ଢରେ ଟେକି କଚାଡ଼ିଲା

କେନ୍ଦୁଝର,୧୮ା୫(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ନିଧିଆ ନାୟକ (୬୫)। ତାଙ୍କ ଘର କୁଲାଡେରା ଗ୍ରାମରେ ବୋଲି ଜଣାପଡ଼ିଛି।ତାଙ୍କର ଏକ ବଳଦ ହଜିଯିବାରୁ ମଙ୍ଗଳବାର ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ। ରାତି ହୋଇଯିବାରୁ…

ରକ୍ତମୁଖା ଭାଲୁ, ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କଲାଣି ଗୁରୁତର

ପାଟଣା,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ୍‌ ଅଞ୍ଚଳରେ ବୁଧବାର ସକାଳୁ ରକ୍ତମୁଖା ହୋଇପଡ଼ିଛି ଏକ ଭାଲୁ। ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡୁଛି।  ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୨ ଜଣ…

ପହଞ୍ଚିଲା ଦୟାନିଧିଙ୍କ ମୃତଦେହ: କାନ୍ଦ ବୋବାଳିରେ ଫାଟିଲା ଗାଁ

ପାଟଣା,୧୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ଗ୍ରାମର ଦୟାନିଧି ମହାନ୍ତ (୪୨)ଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଗଞ୍ଜାମ ଜିଲା ଗାଙ୍ଗପୁର ଥାନାଦୁମଦୁମି ସଂରକ୍ଷିତ ଜଙ୍ଗଲ ବୁଢାକେନ୍ଦୁରୁ ଜବତ କରାଯାଇଥିଲା। ସେ ସୋମବାର ରାତିରୁ ନିଖୋଜ ଥିଲେ। ବୁଧବାର ତାଙ୍କ ମୃତଦେହ…

ସକାଳୁ ସକାଳୁ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା,୧୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନା ଖମଣ ଗାଁରେ ବୁଧବାର ସକାଳୁ ଚୋରି ହୋଇଛି। ଦୁର୍ବୃତ୍ତ ଲକ୍ଷ୍ମୀଧର ମହାନ୍ତଙ୍କ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରେ ଆଲମିରା ଭାଙ୍ଗି ଏକ ମଙ୍ଗଳସୂତ୍ର, ସୁନା ଓ ନଗଦ…

କମ୍ପ୍ଲେକ୍ସ, ମଲ୍‌ରେ ଚାଲିଛି ଯାଞ୍ଚ

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଦିଲ୍ଲୀରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି ା ସୁରକ୍ଷା ପ୍ରମାଣ ପତ୍ର ନ ଥାଇ ଚାଲୁଥିବା ସଂସ୍ଥା, ଯାଞ୍ଚ ବେଳେ ସୁରକ୍ଷା ସରଞ୍ଜାମ କାମ କରୁ ନ…

ବିନା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ମାର୍କେଟ କମ୍ପ୍ଲେକ୍ସ, ମଲ୍‌

କେନ୍ଦୁଝର, ୧୭|୫ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ରହିଛି ହୋଟେଲ, ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସ, ସିନେମା ହଲ, ସରକାରୀ, ଘରୋଇ ଓ ବ୍ୟବସାୟିକ ଅନୁଷ୍ଠାନ କୋଠାଘର। ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ରହିଛି। ଏପରିକି ପ୍ଲାନ ଅନୁମୋଦନ…

ବାପପୁଅଙ୍କୁ ୮ ବର୍ଷ ଜେଲ

ଚମ୍ପୁଆ ୧୬ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍‌ ସରୋଜ କୁମାର ଦାସ ଏହାର ବିଚାର କରି ଅଭିଯୁକ୍ତ ବାପ ପୁଅଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ସହିତ…

ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ନାବାଳକ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଞ୍ଚଳରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁଇ ନାବାଳକ ଭାଇ। ତେବେ ପୋଲିସ ଏହି ଦୁଇ ନାବାଳକ ଭାଇଙ୍କୁ ଅଟକ ରଖିଥିବା ବେଳେ ସଠିକ୍‌ କାରଣ ଜଣା ପଡ଼ି…

ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରାପଡ଼ିଲା

ବଡ଼ବିଲ, ୧୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଚୋରା ମାଙ୍ଗାନିଜ ବୋଝେଇ ଏକ ଟ୍ରକ୍‌ ସହ ବାଇକ୍‌କୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୭ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗୁଜରାଟ…

ବିଲୁପ୍ତି ପଥେ କେନ୍ଦୁଝର ଛଉ ନୃତ୍ୟ

କେନ୍ଦୁଝର, ୧୬।୫: କେନ୍ଦୁଝର ଜିଲାରେ ପ୍ରସିଦ୍ଧ ପ୍ରାଚୀନ ଛଉନୃତ୍ୟ ପ୍ରୋତ୍ସାହନ ଅଭାବରୁ ରୁଗ୍‌ଣ ହୋଇପଡିଛି। ଖଣି ଓ ଶିଳ୍ପର ପ୍ରାଚୁର୍ଯ୍ୟ ମଧ୍ୟରେ ଏହି ପ୍ରାଚୀନ କଳା ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଛି। ପାଉଥିବା ପାଉଣା ହେଉ ବା ମୁହଁରେ ପାଉଡର…

ଖଣି କାର୍ଯ୍ୟାଳୟ ପଛ ପଟୁ ଖଣିଜ ଚୋରି

ଯୋଡ଼ା,୧୬।୫ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ପଛ ପଟୁ ଯୋଡ଼ା ପୋଲିସ ମାଙ୍ଗାନିଜ ଖଣିଜ ସହିତ ବୋଝେଇ ହୋଇଥିବା ଏକ ବୋଲେରୋକୁ ଜବତ କରିଛି। ସୂଚନା ଅନୁଯାୟୀ, ଯୋଡ଼ା ଖଣି ଉପନିଦ୍ଦେର୍ର୍ଶାଳୟ କାର୍ଯାଳୟଠାରୁ ୧୦୦ ମିଟର ଦୂରରେ…

ଜଳ ପାଇଁ ଜଙ୍ଗଲମୁହାଁ ପିଲା

କେନ୍ଦୁଝର, ୧୬।୫(ସ୍ବ.ପ୍ର.): ‘୫-ଟି’ ବ୍ୟବସ୍ଥାରେ ବଦଳୁଛି ବିଦ୍ୟାଳୟ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର ସାଉଁଟୁଛନ୍ତି ପ୍ରଶଂସା। ଶିକ୍ଷା ଭିତ୍ତିଭୂମିର ଏଭଳି ପରିବର୍ତ୍ତନକୁ ସ୍ବାଗତ କରୁଛନ୍ତି ବୁଦ୍ଧିଜୀବୀ। ତେବେ ଖଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri