୨ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଜିଆର୍ଏସ୍
ପାଟଣା,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡ଼ି ପଞ୍ଚାୟତର ଜିଆର୍ଏସ୍(ଗ୍ରାମ ରୋଜଗାର ସେବକ) ନିରାକର ମହାନ୍ତ ଗୁରୁବାର ରାତିରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଅନୁଯାୟୀ, ତୁରୁମୁଙ୍ଗା ବଜାରରେ ଜବକାର୍ଡ ରେଜିଷ୍ଟ୍ରେଶନ ସକାଶେ…
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୨ କର୍ମଚାରୀଙ୍କ ନାଁରେ ମାମଲା
ହାଟଡିହୀ,୩୦ା୬(ଡିି.ଏନ୍.ଏ.): ସରକାରୀ ଅର୍ଥ ଆତ୍ମସାତ ନେଇ କେନ୍ଦୁଝର ଜିଲା ହାଟଡିହୀ ତହସିଲର ଦୁଇ ପୂର୍ବତନ କର୍ମଚାରୀଙ୍କ ନାମରେ ତହସିଲଦାର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। କର୍ମଚାରୀ ଦ୍ୱୟ ହେଲେ ବରିଷ୍ଠ କିରାଣୀ ଶ୍ରୀକାନ୍ତ ଜେନା ଏବଂ ଚେନ୍ମ୍ୟାନ ଅଭିମନ୍ୟୁ ଭୂୟାଁ ।…
ଫ୍ୟୁଜନ କରି ପ୍ରସିଦ୍ଧ
କେନ୍ଦୁଝର,୩୦ା୬: ୟୁଟ୍ୟୁବରେ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଜିତୁ ଶର୍ମା ନାମକ ଜଣେ ଯୁବକଙ୍କ ଏକ ଧାର୍ମିକ ସଙ୍ଗୀତ ଭିଡିଓ ଧମାକା କରିଛି। ଏହା ଶିବଙ୍କ ସ୍ତୋତ୍ରକୁ ନେଇ ପ୍ରସ୍ତୁତ ହୋଇଛି। ଗତ ପ୍ରାୟ ଦୁଇ ମାସରେ ଏହାର ଦର୍ଶକ ସଂଖ୍ୟା…
ଶୌଚ ହେବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ପାଟଣା,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମାଛଗଡ଼ ବିଟ ଜୟପୁର ଗ୍ରାମରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଗୁରୁବାର ସକାଳୁ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଭାଲୁ ଆକ୍ରମଣରେ ଗୁରୁତର ବ୍ୟକ୍ତି…
କହ୍ନେୟାଲାଲ୍ ହତ୍ୟା ଘଟଣାର ପ୍ରତିବାଦ
କେନ୍ଦୁଝର,୩୦ା୬(ସ୍ବ.ପ୍ର.): ରାଜସ୍ଥାନର ଉଦୟପୁରଠାରେ କହ୍ନେୟାଲାଲ୍ ହତ୍ୟା ଘଟଣା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ଜିଲା ମୁଖ୍ୟାଳୟରେ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହିନ୍ଦୁ ହତ୍ୟାକାରୀଙ୍କୁ…
ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ପଣସ
କେନ୍ଦୁଝର,୩୦।୬: ବଣଜଙ୍ଗଲ ଘେରା କେନ୍ଦୁଝରରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ପଣସ, ଆମ୍ବ, ଚାର କୋଳି, ଜାମୁ କୋଳି, ସିଆଡି ଆଦି ସଂଗ୍ରହ କରି ଆଦିବାସୀମାନେ ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ତେବେ କେନ୍ଦୁଝର ଜିଲାରେ ପ୍ରଚୁର ପରିମାଣରେ ପଣସ ଫଳିଥାଏ। କିନ୍ତୁ ଏହାର ଅଭାବି…
ନଦୀରେ ପାଇପ୍ ଲାଇନ୍ ସଂଯୋଗୀକରଣକୁ ବିରୋଧ
ଯୋଡ଼ା,୨୯।୬(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡ଼ା ସହରର ଲାଇଫ ଲାଇନ କୁହାଯାଉଥିବା ସୁନା ନଦୀରେ ମେଶିନ ଲଗାଇ ଖୋଳି ଏକ କମ୍ପାନୀ ପକ୍ଷରୁ ସ୍ଲରି ପାଇପ ଲାଇନ ସଂଯୋଗ କାର୍ଯ୍ୟକୁ ଯୋଡ଼ା ଟ୍ରକ ମାଲିକ ସଂଘ, ସୁନା ଓ କାରୋ ନଦୀ…
ପର୍ଯ୍ୟଟନର ସ୍ଵର୍ଣ୍ଣ ତ୍ରିଭୁଜ ଯୋଜନା ସ୍ଵପ୍ନ
ଦୀପକ ମିଶ୍ର କେନ୍ଦୁଝର, ୨୯।୬ – କେନ୍ଦୁଝର ଜିଲାରେ ଅନେକ ଗୁଡିଏ ପର୍ଯ୍ୟଟନସ୍ଥଳ ରହିଛି। ସେଥିମଧ୍ୟରୁ ଘଟଗାଁ, ଗୋନାସିକା ଓ ସାନଘାଗରାକୁ ନେଇ ସ୍ଵର୍ଣ୍ଣ ତ୍ରିଭୂଜ ଯୋଜନାର ପ୍ରଶାସନ ପରିକଳ୍ପନା କରିଥିଲା। ହେଲେ କେବେ ଏହି ପରିକଳ୍ପନା କାର୍ଯ୍ୟକାରୀ ହେବ ଏବଂ…
୨ ଶିକ୍ଷକଙ୍କ ଘରେ ବୁଲିଲା କଳାକନା
ପାଟଣା,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମର ଦୁଇ ଶିକ୍ଷକଙ୍କ ଘର ଗ୍ରୀଲ ତାଡ଼ି ମଙ୍ଗଳବାର ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ଶିକ୍ଷକଜ୍ୟୋତି ରଞ୍ଜନ ସେଠୀଙ୍କ ଘରୁ ସୁନା ଗହଣା ସହ ନଗଦ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇ…
ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା
ଆନନ୍ଦପୁର,୨୮।୬(ସ୍ବ.ପ୍ର.): ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦୁଝର ଜିଲାର ଘସିପୁରା ସ୍ପର୍ଶକାତର ନିର୍ବାଚନମଣ୍ଡଳୀ ଭାବେ ପରିଚିତ। ଏହି ନିର୍ବାଚନମଣ୍ଡଳୀ ଏବେ ବିଜେଡି ଅକ୍ତିଆରରେ ରହିଛି। ୨୦୦୯ରୁ ଏପର୍ଯ୍ୟନ୍ତ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକ ବଦ୍ରି ପାତ୍ର ଲଗାତର ଭାବେ ନିର୍ବାଚନ ଜିତିଆସୁଛନ୍ତି…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା
ପାଟଣା,୨୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେତାଙ୍ଗ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ରବିବାର ଘରର ଲୁହା କବାଟ ବନ୍ଦ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେତାଙ୍ଗ ଗ୍ରାମର କବିବର ନାଏକ(୪୨)।…
୨ଘଣ୍ଟା ବର୍ଷା: ଯୋଡ଼ାରେ କୃତ୍ରିମ ବନ୍ୟା
ଯୋଡ଼ା,୨୬।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ଶନିବାର ପୂର୍ବାହ୍ନରେ ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ ଯୋଡ଼ାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜନସାଧାରଣ । ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ସମଗ୍ର ରାସ୍ତା,ଜଳମଗ୍ନ…
Archives


