ଭୁଶୁଡ଼ିଲା କାନ୍ଥ: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର
କେନ୍ଦୁଝର,୨୦ା୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅଧୀନ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବେହେରା ସାହିରେ ଏକ ଅଘଟଣ ଘଟିଛି। ଶୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଲଗାଣ ବର୍ଷାରେ ମାଟିକାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ସ୍ତ୍ରୀ ଦୂତିକା ବେହେରା(୭୦)ଙ୍କ ମୃତ୍ୟୁ ଘଟିଥିବା ବେଳେ…
ଜୀବିକାରେ ପରିବର୍ତ୍ତନ ଆଣିଛି ପୋଖରୀ ଚାଷ
ଯୋଡ଼ା,୨୦।୮(ଡି.ଏନ.ଏ.): ଟାଟା ଷ୍ଟିଲ୍ ଲିମିଟେଡ୍ ସିଏସଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ) କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ଚାଷୀଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଚଳାଇ ଆସୁଛି। ଏହାର କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ କୃଷି କାର୍ଯ୍ୟରେ ବ୍ୟବହାର କରୁଥିବା ପୋଖରୀକୁ…
ପରିବା ଚାଷରୁ ରୋଜଗାରକ୍ଷମ ହେଉଛନ୍ତି ଜୁଆଙ୍ଗ
କେନ୍ଦୁଝର,୧୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତର ଜୁଆଙ୍ଗ ଜନଜାତି ଲୋକେ ଜଙ୍ଗଲ ଓ ପାହାଡ଼ରେ ଥିବା କାଠ, ପତ୍ର, ଫଳମୂଳ ଆଦି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଆସୁଥିଲେ। କିନ୍ତୁ ଏବେ ପନିପରିବା ଚାଷ କରି ଆତ୍ମନିର୍ଭରଶୀଳ…
ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ
କେନ୍ଦୁଝର,୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାରିଆ ଥାନା ଅଧୀନ ପାହାଡ଼ପୁର ଗ୍ରାମର ସ୍ବର୍ଗତ ଭୀମସେନ ନାୟକଙ୍କ ପୁଅ ବନମାଳୀ ନାୟକ(୪୦) ବୁଧବାର ନିଜ ବାଇକ ଯୋଗେ ବଡ଼ନେଉଳିରୁ ଖୁଦପଶି ଯାଉଥିବା ବେଳେ ଅନ୍ୟ ଏକ ବାଇକ ସହ ଧକ୍କା…
ଜୀବିକା ଦେଉଛି ଟସର ଚାଷ
କେନ୍ଦୁଝର, ୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର ଧଳାଡିହି ଗ୍ରାମର ମମତା ନାଏକ (୩୬) ଜଣେ ଭୂମିହୀନ ଗରିବ ମହିଳା। ତେବେ ଦିନ ମଜୁରୀ କରି ବହୁ କଷ୍ଟରେ ଚଳୁଥିଲେ। ଜଙ୍ଗଲରୁ ଟସର ସଂଗ୍ରହ କରି ଆସୁଥିବା ମମତାଙ୍କୁ…
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଧାରଣାରେ ବସିଲେ କାଉନସିଲର
ଆନନ୍ଦପୁର,୧୭ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳେ ଡାକ୍ତରଖାନା ଖୋଲା ରହିଥିଲେ ମଧ୍ୟ ୮.୪୫ ପର୍ଯ୍ୟନ୍ତ କେହି ଡାକ୍ତର ଆସି ନ ଥିଲେ। ଫଳରେ ଶାଳବଣି ଛକ ନିକଟରେ…
ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ଶ୍ରମିକଙ୍କ ବିକ୍ଷୋଭ
କେନ୍ଦୁଝର,୧୭ା୮(ସ୍ବ.ପ୍ର.): ଓଡ଼ିଶା ଖଣି ନିଗମ ଅଧୀନରେ ଥିବା ରୋଇଡା (ସି)ଖଣିରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ କେନ୍ଦୁଝର ମାଇନିଂ ଓ୍ବାର୍କର୍ସ ୟୁନିଅନ (ସିଟୁ) ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଏମ୍ସିକୁ ମିଳିଥିବା ଏହି ଖଣିରୁ ୧୫୦…
ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ଫଳାଫଳ ପ୍ରକାଶ
କେନ୍ଦୁଝର,୧୭ା୮(ସ୍ବ.ପ୍ର.): ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ରେଗୁଲାର ଓ ବ୍ୟାକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳା, ବାଣିଜ୍ୟ, ବିବିଏ ଓ ବିଜ୍ଞାନରେ ସମୁଦାୟ ପାସ୍ ହାର ୯୩.୭୧ ପ୍ରତିଶତ ରହିଛି। କଳାରେ ପାସ୍ ହାର ୯୫.୮୮ ପ୍ରତିଶତ,…
ଅଧିକାରୀଙ୍କୁ ତାଲା ପକାଇଲେ ହିତାଧିକାରୀ
ଯୋଡା,୧୧୭।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅଧୀନ ଚମକପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ହିତାଧିକାରୀମାନେ ସେମାନଙ୍କର ୪ମାସର ବକେୟା ଭତ୍ତା ନ ପାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଦ୍ୟାଧର ପାତ୍ର ଓ ଗ୍ରାମ ରୋଜଗାର ସେବକ ରମେଶ ନାଏକଙ୍କୁ ଗୋଟିଏ ପ୍ରକୋଷ୍ଠ…
ବିଲରୁ ମିଳିଲା ମୃତଦେହ
ପାଟଣା,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ଗ୍ରାମ ରାସ୍ତାକଡ଼ ଏକ ବିଲରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ପାଟଣା ଥାନା କାଶିଆ ଗ୍ରାମର ସନୁ ମହାନ୍ତ। ମଳିଥିବା ସୂଚନା ମୁତାବକ, ସେ ସାଇକେଲରେ…
ସ୍ବାଧୀନତା ଦିବସରେ ଅବସରପ୍ରାପ୍ତ ଯବାନଙ୍କୁ ସମ୍ବର୍ଦ୍ଧନା
ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୬ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏଥିରେ ଅବସର ପ୍ରାପ୍ତ ନୌସେନା ଇଂ.ପରମେଶ୍ୱର କୁମାର ବେହେରା ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅଞ୍ଚଳର ୩୦…
ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଶହୀଦଙ୍କୁ ମନେ ପକାଇଲେ ମନ୍ତ୍ରୀ
କେନ୍ଦୁଝର,୧୫।୮(ବ୍ୟୁରୋ): କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ଷ୍ଟାଡିୟମରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ସହ ସ୍ବାଧୀନତା…
Archives


