ମନ୍ଦିର କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଜବତ
କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଡ଼ଶାସନଠାରେ ଥିବା ବାଲୁଙ୍କେଶ ମହେଶ ମନ୍ଦିରରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଶନିବାର ଜବତ କରିଛି। ତାଙ୍କ ନାମ ଗୋପାଳ ନାୟକ(୫୫)। ତାଙ୍କ ଘର ବୀରବରପୁର ପାଟଣା ସାହିରେ ବୋଲି…
ଡଷ୍ଟ୍ବିନ୍ ଭାଙ୍ଗିଦେଲେ, ଗନ୍ଧରେ ଫାଟି ପଡୁଛି ନାକ
କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝର ପୌରପାଳିକା ଅଞ୍ଚଳରେ ନିର୍ମାଣ ହୋଇଥିବା କଂକ୍ରିଟ ଡଷ୍ଟବିନ ଭାଙ୍ଗି ଦିଆଯାଇଛି। ଗାଡ଼ିରେ ସିଧାସଳଖ ଘରଗୁଡ଼ିକର ମଇଳା ଆବର୍ଜନା ସଂଗ୍ରହ କରାଯିବ। ଏଭଳି ଆଶା ଦେଖାଇ ଭାଙ୍ଗିଦେବା ପରେ ଏବେ ଉକ୍ତ ସ୍ଥାନଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଡ଼ି ଘର…
ଧାନ ଚୋରି କରି କୋର୍ଟ ଚାଲାଣ
ଆନନ୍ଦପୁର,୨୪ା୧୨(ସ୍ବ.ପ୍ର.): ଧାନ ଚୋରି ଅଭିଯୋଗରେ ଆନନ୍ଦପୁର ପୋଲିସ ଶନିବାର ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଉଁଶଗଡ଼ ଗ୍ରାମର ଘନଶ୍ୟାମ ବାଗସିଂ ଓ ନାରାୟଣ ପାତ୍ର ମିଳିତ ଭାବେ ୪୦ ବସ୍ତା ଧାନ ସେହି ଗ୍ରାମର ଶରତ ପାତ୍ରଙ୍କ…
ଲୁହାପଥର ପରିବହନକୁ ନେଇ ବିବାଦ
କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ବେଆଇନ ଭାବରେ ଗଚ୍ଛିତଥିବା ଲୁହାପଥର ଗୁଣ୍ଡର ପରିବହନକୁ ନେଇ ବିବାଦ ଦେଖାଯାଇଛି। ଓଡ଼ିଶା ଖଣି ନିଗମ(ଓଏମ୍ସି)ପକ୍ଷରୁ ହୋଇଥିବା ନିଲାମ ପରେ ଏକ ସଂସ୍ଥା ଶୁକ୍ରବାର ପରିବହନ ଆରମ୍ଭ କରିଥିଲା। ଉକ୍ତ ଲୁହାଗୁଣ୍ଡ ବହୁ ବର୍ଷ…
ପଞ୍ଜାବ କରାଟେ ଚାମ୍ପିୟନଶିପ୍କୁ ଉପାସନା ମନୋନୀତ
ଯୋଡ଼ା,୨୪ା୧୨(ଡି.ଏନ.ଏ.): ପଞ୍ଜାବ ରାଜ୍ୟରେ ହେବାକୁ ଥିବା ଜାତୀୟସ୍ତରୀୟ କରାଟେ ଚାମ୍ପିୟନଶିପରେ ଭାଗ ନେବା ପାଇଁ କେନ୍ଦୁଝର ଓଏମ୍ସି ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଉପାସନା ପୋଦାର ମନୋନୀତ ହୋଇଛନ୍ତି। ଚଳିତମାସ କରାଟେ ଗ୍ରେଡେସନ ପାଇଁ ଓଏମ୍ସି ମଲଟି କମ୍ପ୍ଲେକ୍ସଠାରେ ଏକ ପ୍ରଶିକ୍ଷଣ…
ସମ୍ବର୍ଦ୍ଧିତ ହେଲେ କୃତୀ ପ୍ରତିଭା
ପାଟଣା,୨୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମୁଖ୍ୟ ଷ୍ଟାଡିୟମରେ ଶୁକ୍ରବାର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ପରିଚାଳନା ପରିଷଦ ସଭାପତି ଅରବିନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା…
ବାଲିଚାଲାଣକୁ ବିରୋଧ କରି ତହସିଲ ସମ୍ମୁଖରେ ଧାରଣା
ପାଟଣା,୨୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ସମ୍ମୁଖରେ ଶୁକ୍ରବାର ଭାଜପାର ନଦୀ ସୁରକ୍ଷା ସମିତି ପକ୍ଷରୁ ବେଆଇନ ବାଲି ଉତ୍ତୋଳନ ଚୋରାଚାଲାଣକୁ ବିରୋଧ କରି ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଛି। ଏହି ବେଆଇନ ବାଲି ବ୍ୟବସାୟ ପଛରେ ରାଜସ୍ବ ଓ ପୋଲିସ…
ଗାଡ଼ି ଚୋରି କରି ବନ୍ଧାହେଲେ ଯୁବକ
ପାଟଣା,୨୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ଏକ ବାଇକ୍, ସ୍କୁଟି ଓ ମୋବାଇଲ ଚୋରି ଅଭିଯୋଗରେ ପଲାଣଘାଟି ଗ୍ରାମର ସୁଶାନ୍ତ ଲୋହାର(୨୨)ଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଡିସେମ୍ବର ୧୪ରେ ପାଟଣା ପିପିଳିଆ ରାସ୍ତାର ଗୁଲଦୀପଶି ଛକ ନିକଟ ଏକ…
ମାଲବାହୀ ଟ୍ରେନ୍ ଧକ୍କାରେ ଜଣେ ମୃତ
କେନ୍ଦୁଝର,୨୨ା୧୨(ସ୍ବ.ପ୍ର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକରୁ ୫୦ମିଟର ଦୂରରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ରାଇସନ ଦେହୁରୀ(୫୧)। ସୂଚନାଅନୁସାରେ,…
ବ୍ୟବସାୟ କରିବାକୁ ଆସୁଥିବାବେଳେ ଚଢିଗଲା ଟ୍ରକ୍
ଆନନ୍ଦପୁର,୨୨ା୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ୨୦ ନଂ ଜାତୀୟ ରାଜପଥ ପାର୍ଶ୍ୱ କୋଳିମାଟି ହାଟକୁ ପରିବା ବ୍ୟବସାୟ କରିବାକୁ ଆସୁଥିବା ସମୟରେ ଗୁରୁବାର ଜଣେ ବ୍ୟବସାୟୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ କନ୍ତୋ ଗ୍ରାମର ଇନ୍ଦ୍ରମଣି ନାୟକ। ସୂଚନାଯୋଗ୍ୟ, ଘସିପୁରା ଥାନା…
ହାତୀ ଆକ୍ରମଣରେ ୬ ପରିବାର କ୍ଷତିଗ୍ରସ୍ତ
କେନ୍ଦୁଝର,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଅମାଣିଗୋଡ଼ା ମୁଣ୍ଡାସାହିରେ ୧୦ରୁ ଊର୍ଦ୍ଧ୍ୱ ହାତୀ ପ୍ରବେଶ କରି ବ୍ୟାପକ ଘରବାଡି ଭଙ୍ଗାରୁଜା କରିବା ସହ ଧାନଚାଉଳ ନଷ୍ଟ କରିଦେଇଛି। ଉକ୍ତ ସାହିର ପ୍ରାୟ ୬ଟି ପରିବାରର ଘର ସବୁକୁ ହାତୀପଲ…
ବାଇକ୍ ସହ ପୋଲ ତଳକୁ ଖସିପଡ଼ିଲେ, ଚାଲିଗଲା ଜୀବନ ଗଲା
ପାଟଣା,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମାଛଗଡ଼ ସାହାରପଡ଼ା ରାସ୍ତାର ପଇତାମଜା ନିକଟରେ ଏକ ପୋଲ ତଳକୁ ଖସି ପଡ଼ି ଜଣେ ୪୬ ବର୍ଷୀୟ ବାଇକ ଆରୋହୀଙ୍କ ଜୀବନ ଯାଇଛି। ମୃତକ ଜଣକ ହେଉଛନ୍ତି କରଞ୍ଜିଆ ଥାନା ପାଟବିଲା ପଞ୍ଚାୟତ କେଞ୍ଜରା ଗ୍ରାମର ସୁଶୀଲ…
Archives


