ଛାଡ଼ି ଯାଇଥିବା ଗାଡ଼ି ନେବାକୁ ଆସି ଧରାପଡ଼ିଲେ ୨ ସାଙ୍ଗ
କେନ୍ଦୁଝର,୧୯।୪ (ସ୍ବ.ପ୍ର.): କେନ୍ଦୁଝର ସଦର ମହଦେଈଯୋଡ଼ାର ଦୁଇ ସାଙ୍ଗ ଚୋରି କରିବାକୁ ଆସି ଧରାପଡ଼ିଛନ୍ତି। ସେମାନେ ଛାଡ଼ି ଯାଇଥିବା ଗାଡ଼ି ନେବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଟାଉନ ପୋଲିସ ଏକ ମାମଲା(ନଂ.୧୫୬/୨୩) ରୁଜୁ…
ପ୍ରାର୍ଥନା କ୍ଲାସରେ ଅସୁସ୍ଥ ହୋଇପଡ଼ିଲେ ଛାତ୍ର
ପାଟଣା,୧୮।୪(ସ୍ବ. ପ୍ର.): କେନ୍ଦୁଝର ଜିଲାରେ ଦିନ ୧୦ଟା ବାଜିଲେ ପ୍ରବଳ ଖରା ଅନୁଭୂତ ହେଉଛି। ଖରାରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ପହଞ୍ଚିଛି। ଏଭଳିସ୍ଥିତିରେ ସ୍କୁଲ,…
୨୯ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି
ଯୋଡ଼ା,୧୮ା୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ଡ୍ୟାମ୍ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବନ୍ଧରେ ଜଳ ସଂରକ୍ଷଣ ପାଇଁ ବୈତରଣୀ ନଦୀର ଜଳ ପ୍ରବାହକୁ ବନ୍ଧ ବାନ୍ଧି ଦିଆଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ…
୨୯ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି
ଯୋଡା,୧୮।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ଡ୍ୟାମ୍ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବନ୍ଧରେ ଜଳ ସଂରକ୍ଷଣ ପାଇଁ ବୈତରଣୀ ନଦୀର ଜଳ ପ୍ରବାହକୁ ବନ୍ଧ ବାନ୍ଧି ଦିଆଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ…
ଜଙ୍ଗଲରେ ଜଳ ସଙ୍କଟ, ବିପଦରେ ବନ୍ୟପ୍ରାଣୀ
ସରୁନି ଜଳାଶୟ କାମ କେନ୍ଦୁଝର,୧୮।୪(ସ୍ବ.ପ୍ର.) ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଜଳ ସୁବିଧା ପାଇଁ ବନ ବିଭାଗ ପକ୍ଷରୁ ଜଳାଶୟ ଖନନ କରାଯାଉଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ଠିକ୍ ସମୟରେ ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ…
ସାଇକେଲରେ ବୁହା ହେଉଛି ଅଳିଆ
କେନ୍ଦୁଝର ପୌରପାଳିକା କେନ୍ଦୁଝର,୧୮।୪(ସ୍ବ.ପ୍ର.)କେନ୍ଦୁଝର ଜିଲା ମୁଖ୍ୟାଳୟ ତଥା ପୌରପାଳିକାରେ ସାଇକେଲରେ ବୁହା ହେଉଛି ଅଳିଆ। ମଇଳା ଆବର୍ଜନା ସଫେଇ ପାଇଁ ଠିକ ସଂସ୍ଥା ଜରିଆରେ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସଫେଇ କର୍ମଚାରୀମାନଙ୍କୁ ଟ୍ରଲି ଗାଡ଼ି ଦିଆଯାଉନାହିଁ। ଏଥିସହ…
କେନ୍ଦୁଝରରୁ ଅଲଗା ହେବେନି ଘଟଗାଁବାସୀ
ଘଟଗାଁ,୧୭।୪(ଡି.ଏନ.ଏ.): କେନ୍ଦୁଝର ଜିଲାକୁ ବିଭାଜନ କରି ଆନନ୍ଦପୁର ଉପଖଣ୍ଡକୁ ଏକ ନୂତନ ଜିଲା କରିବାକୁ ଆନନ୍ଦପୁରରେ ଗଣଧାରଣା ଜାରି ରହିଛି। ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ଶନିବାର ଘଟଗାଁ ପାଲା ମଣ୍ଡପରେ ଏକ ଦଳ ମତ ନିର୍ବିଶେଷରେ ବୁଦ୍ଧିଜିବୀମାନଙ୍କୁ ନେଇ…
ଟାଙ୍ଗରା ଭୂଇଁରେ ସବୁଜ ବଳୟ
ଚମ୍ପୁଆ,୧୭ା୪(ଡି.ଏନ.ଏ.): ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ବି ସାଧନ ହୋଇପାରିବ। ଦିନେ ଯେଉଁ ସ୍ଥାନରେ ଦୂବ କଅଁଳୁ ନ ଥିଲା, ସେଠାରେ ଏବେ ସବୁଜ ବଳୟ ହୋଇଛି। ପାଣି ଅଭାବ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁ ଚାଷୀ ଚାଷଠାରୁ ଦୂରେଇ…
ବାର୍ହା ଆକ୍ରମଣ
ବଡ଼ବିଲ,୧୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧୀନ ମୂର୍ଗାବେଡ଼ା ଅଞ୍ଚଳରେ ବାର୍ହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ସୁରେଶ ଲାଗୁରୀ । ସୁରେଶଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…
ଟ୍ରେନ୍ ଧକ୍କାରେ ଯୁବକଙ୍କ ଜୀବନ ଗଲା
କେନ୍ଦୁଝର,୧୬ା୪(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସିଲିସୁଆଁ ଇଟାଭାଟି ନିକଟରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ବାଉରୀପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାକୁଡ଼ଙ୍କ ପୁଅ ନରହରି (୨୨) ବୋଲି ଜଣାପଡିଛି। ପ୍ରକାଶ ଯେ, ନରହରି ଶନିବାର…
ଦୁଇ ଜିଲା ମଧ୍ୟରେ ସୀମା ବିବାଦ: ପୋଡ଼ାଜଳା ସହ ଭଙ୍ଗାରୁଜା, ୨୦ରୁ ଊର୍ଦ୍ଧ୍ୱ ଲୋକ ମେଡିକାଲରେ
ହାଟଡିହୀ,୧୬।୪(ଡି.ଏନ୍.ଏ.): କେନ୍ଦୁଝର ଏବଂ ଭଦ୍ରକ ଜିଲା ମଧ୍ୟରେ ସୀମା ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । କେନ୍ଦୁଝର ଜିଲା ନନ୍ଦିପଦା ଥାନା ଓରାଳି ଏବଂ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଆପଣ୍ଡା ଦୁଇ ଗ୍ରାମ ମଧ୍ୟରେ ବିବାଦ ଘଟି…
ପରିତ୍ୟକ୍ତ ଖଣି ପାଣିରୁ ମିଳିଲା ଯୁବକଙ୍କ ମୃତଦେହ
କେନ୍ଦୁଝର,୧୫ା୪(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ତୁଳସୀଚଉରା ଗ୍ରାମ ନିକଟରେ ଥିବା ଏକ ବନ୍ଦ ପଥର ଖଣି ପାଣି ଭିତରୁ ଏକ ମୃତଦେହ ଜବତ ହୋଇଛି। ମୃତ ଯୁବକଙ୍କ ନାମ ଭବେଶ ପିଠାଡିଆ (୨୦) ଏବଂ ତାଙ୍କ ଘର କେନ୍ଦୁଝର ସହର ବୁଲା…
Archives


