ଷ୍କ୍ରାପ ବେପାରରେ ମୁଖ୍ୟ ଅଭିଯୁକ୍ତ ଗିରଫ, ବେପାରୀଙ୍କୁ ଛାଡିଦେଲା ପୋଲିସ
କେନ୍ଦୁଝର,୨୮।୪(ସ୍ବ.ପ୍ର.): କେନ୍ଦୁଝରରେ ଛତୁ ଫୁଟିଲା ଭଳି ଷ୍କ୍ରାପ ବ୍ୟବସାୟ ଚାଲିଥିବା ବେଳେ ଷ୍କ୍ରାପ ବେପାର ନାମରେ କିପରି ଚାଲିଛି ଚୋରା କାରବାର ତାହାର ଏକ ନମୁନା ଆଜି କେନ୍ଦୁଝରରେ ଦେଖିବାକୁ ମିଳିଛି। ଏକ ରୋଡ ରୋଲରକୁ ଜଣେ ଷ୍କ୍ରାପ ବେପାରୀ ଖଣ୍ଡ…
ବାଉଁଶ ଖୁଣ୍ଟରେ ୧୧କେଭି ବିଦ୍ୟୁତ୍ ତାର
ଯୋଡ଼ା/ଚମ୍ପୁଆ,୨୮ା୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଆସେଇଁକଳା ଗ୍ରାମରେ ଏକ ବାଉଁଶ ଖୁଣ୍ଟରେ ୧୧ କେଭି ବିଦ୍ୟୁତ୍ ତାର ଟଣାଯାଇଛି। ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ରହିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଖୁଣ୍ଟ ପରିବର୍ତ୍ତନ ହେଉନାହିଁ। କିଛି ଅଘଟଣ ପରେ…
ଅପରେଶନ ପାଇଁ ଲାଞ୍ଚ ମାଗିବାରୁ ଉତ୍ତେଜନା, ସିଡିଏମ୍ଓଙ୍କୁ ଘେରାଉ କଲା ଜିଲା ଓକିଲ ସଂଘ
କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଅନିଲ କୁମାର ପଣ୍ଡା ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଅର୍ଥ ମାଗିବା ଘଟଣାକୁ ନେଇ ମେଡିକାଲ ପରସରରେ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନାରେ ଅପରେଶନ ସୁବିଧା ନ ଥିବା କହି ଏକ…
ଧରଣୀଧର ବିଶ୍ୱବିଦ୍ୟାଳୟରେ ୪ ନୂଆ ପଦବୀ
କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝରରେ ଘୋଷିତ ହୋଇଥିବା ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ୪ଟି ନୂଆ ପଦବୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୃଷ୍ଟି ହୋଇଛି। ନୂତନ ଭାବେ କୁଳପତି,କୁଳସଚିବ,କଣ୍ଟ୍ରୋଲର ଅଫ୍ ଫାଇନାନ୍ସ ଏବଂ ପରୀକ୍ଷା ନିୟନ୍ତ୍ରକ ପଦବୀ ସୃଷ୍ଟି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ…
ବକେୟା ଚାଉଳ ଦାବିକଲେ ହିତାଧିକାରୀ
ଚମ୍ପୁଆ,୨୭ା୪(ଡି.ଏନ୍.ଏ); କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍ର ମୁକୁନ୍ଦପୁରଠାରେ ଅନ୍ତ୍ୟୋଦୟ କାର୍ଡରେ ଚାଉଳ ହେରଫେର ଘଟଣାର ତଦନ୍ତ ବେଳେ ଅସନ୍ତୋଷ ଦେଖାଯାଇଛି। ଅଭିଯୋଗ ଅନୁଯାୟୀ ଯୋଗାଣ ବିଭାଗର ଅଧିକାରୀ ବୁଧବାର ତଦନ୍ତ କରିବାକୁ ଆସିଥିଲେ। ଏହି ସମୟରେ ହିତାଧିକାରୀ ବକେୟା ଚାଉଳ ପ୍ରଦାନ…
ସ୍ବାମ-ପିପିଳି ରାସ୍ତା ମରଣଯନ୍ତା
ପାଟଣା,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ପିପିଳିଆ ପୂର୍ତ୍ତ ବିଭାଗର ୧୦ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା କାମ କରୁଥିବା ଠିକା ସଂସ୍ଥା ରାସ୍ତାରୁ ପିଚୁ ତାଡ଼ି ଅଧପନ୍ତରିଆ ଭାବେ ଛାଡ଼ି ଦେଇଛି। ଫଳରେ ମେଟାଲ ଉଠି ଦୈନିକ ଦୁର୍ଘଟଣା ଘଟୁଛି।…
ମହିଳାଙ୍କୁ ତୀର ମାରି ଜଣେ ଗିରଫ
ଚମ୍ପୁଆ,୨୬ା୪(ଡି.ଏନ୍.ଏ.): ମହିଳାକୁ ତୀରମାଡ଼ ଘଟଣାରେ ଚମ୍ପୁଆ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ରରୁଆଁ ଥାନା ଅନ୍ତର୍ଗତ ମହୁଲଡ଼ିହା ଗ୍ରାମର ସୁନାରାମ ହେସା। ସେ ଚମ୍ପୁଆ ଥାନା ଅନ୍ତର୍ଗତ ରରୁଆଁଗୋଡ଼ାରେ ଦୀର୍ଘଦିନ ହେବ ରହି ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ…
ରୋଗୀଙ୍କୁ ମିଳୁନାହିଁ ଆବଶ୍ୟକ ସୁବିଧା
କେନ୍ଦୁଝର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରୋଗୀଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ଧରଣୀଧର ସରକାରୀ ମେଡିକାଲ କଲେଜ…
ଅବହେଳାରୁ ଅଟକିଛି କେନ୍ଦ୍ରୀୟ ବିଦ୍ୟାଳୟ
ଯୋଡ଼ା,୨୬।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ସରକାରଙ୍କ ଅବହେଳା ପଦାରେ ପଡ଼ିଛି। ଏନେଇ ଚମ୍ପୁଆରେ ଆନ୍ଦୋଳନ, ବନ୍ଦ ଡାକରା ପ୍ରଭୃତି ଅଞ୍ଚଳବାସୀ କରିଥିଲେ ହେଁ ଏଯାବତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବରୁ ବିଦ୍ୟାଳୟ…
ନଡ଼ିଆ ଭୋଗକୁ ନେଇ ଅସନ୍ତୋଷ
ଘଟଗାଁ,୨୫।୪: (ଡି.ଏନ୍.ଏ.)ଟଙ୍କା ଦିଅ ନ ହେଲେ ଏଠୁ ଯାଅ। ତୁମେ ଯେଉଁଠିକି ଯାଇ ଅଭିଯୋଗ କର, ଆମର କେହି କିଛି କରିପାରିବେନି। ଏଭଳି ରୁକ୍ଷ ଭାଷାରେ ଭକ୍ତଙ୍କଠାରୁ ଜୁଲମ୍ କରି ଟଙ୍କା ଆଦାୟ କରୁଛନ୍ତି କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ…
ଖଣିଜ ପଥର ଗ୍ରେଡ୍ ହ୍ରାସ କରି ରାଜସ୍ବ ଲୁଟ
କେନ୍ଦୁଝର,୨୫।୪: (ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ଖଣିରେ ବେଆଇନ କାମ କରି ଲାଭବାନ ହୋଇଥିବା ଖଣି ସଂସ୍ଥା ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ନ ସରୁଣୁ ଆଉ ଏକ ଦୁର୍ନୀତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ହାଇ ଗ୍ରେଡ୍ ଖଣିଜ ପଥରକୁ…
ନିଖୋଜ ନାବାଳିକାକୁ ଖୋଜିବା ନେଇ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ
କେନ୍ଦୁଝର,୨୪।୪ (ସ୍ବ.ପ୍ର.) ଗତ ମାର୍ଚ୍ଚ ମାସ ୨୦ ତାରିଖରୁ ନିଖୋଜ ଥିବା ୧୫ ବର୍ଷ ନାବାଳିକାକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିବାରେ ବିଫଳ ହେବାରୁ ଆଜି ସାରେ ତାଙ୍କ ବାପା ମାଧବ ଚରଣ ସୱାଇଁ ଓ ପରିବାର ସଦସ୍ୟ ଏସପି କେନ୍ଦୁଝର…
Archives


