ଏନ୍ଏଚ୍ ୪୯ରେ ଟ୍ରକ୍ର ଲମ୍ବା ଧାଡ଼ି, ଯାତାୟାତ ବାଧାପ୍ରାପ୍ତ
କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଞ୍ଜାର-ଡଙ୍ଗାପାଣି ରାସ୍ତା ଏନ୍ଏଚ୍ ୪୯ରେ ଶନିବାର ଶହ ଶହ ଟ୍ରକ ଛିଡା ହୋଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ବ୍ୟାହତ ହୋଇଛି। ଭୁଲ ରାସ୍ତାରେ ଗାଡ଼ି ଚଳାଚଳ, ରାସ୍ତାକଡ଼ରେ ପାର୍କିଂ ଆଦି କାରଣରୁ ରାସ୍ତାରେ…
ସ୍ତ୍ରୀଙ୍କୁ ଆକ୍ରମଣ କରି ଯବାନ ଗିରଫ
ଆନନ୍ଦପୁର,୨୯ା୭(ସନ୍ତୋଷ ରାଉତ): ଆନନ୍ଦପୁର ପୌରପରିଷଦର ଫକୀରପୁରରେ ସ୍ତ୍ରୀଙ୍କୁ ଆକ୍ରମଣ କରିବା ପରେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଜଣେ ବିଏସ୍ଏଫ୍ ଯବାନ ଗିରଫ ହେବା ଘଟଣା ଚର୍ଚ୍ଚାକୁ ଆସିଛି। ଗିରଫ ଯବାନ ଫକୀରପୁର ଗ୍ରାମର ଶରତ ଚନ୍ଦ୍ର ମୁଦୁଲି। ଶୁକ୍ରବାର ରାତିରେ…
କାନ୍ଥ ପଡ଼ି ବୃଦ୍ଧଙ୍କ ଜୀବନ ଗଲା
ପାଟଣା,୨୯ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳ ପକା ପଞ୍ଚାୟତ କେନ୍ଦୁଯୋଡ଼ା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷା ଘର ମାଟି କାନ୍ଥ ପଡ଼ି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି…
ଶୁଆକାଟି ଖଣି ଅଞ୍ଚଳ ରାସ୍ତା ଜାମ: ଯାତାୟତ ବ୍ୟାହତ
କେନ୍ଦୁଝର,୨୯।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଶୁଆକାଟି ଖଣି ଅଞ୍ଚଳରେ ରାସ୍ତାରେ ଟ୍ରକ ଛିଡା ହୋଇ ରହୁଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଖଣି କତୃପକ୍ଷ ପାର୍କିଂ ବ୍ୟବସ୍ଥା କରୁ ନ ଥିବାରୁ ଟ୍ରକ ଗୁଡ଼ିକ ରାସ୍ତାରେ…
କାଠ ବୋଝେଇ ଜିପ୍ ଜବତ : ଗାଡ଼ି ଛାଡ଼ି ପଳାଇଲେ ଚାଳକ
କେନ୍ଦୁଝର,୨୯।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ରାଇସୁଆଁ ନିକଟରୁ ବନ ବିଭାଗ ଏକ ଚୋରା କାଠ ବୋଝେଇ ଜିପ୍ ଜବତ କରିଛି। ଏହି ଜିପ୍ ଝାଡଖଣ୍ଡ ଅଞ୍ଚଳରୁ ଚମ୍ପୁଆ ଦେଇ ଆସୁଥିବା ବେଳେ ବନ ବିଭାଗ କର୍ମଚାରୀ ରାଇସୁଆଁ…
ଗୁରୁଡ଼ାରୁ ପଞ୍ଜାବ ଯାତ୍ରା
କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଗୁରୁଡ଼ା ଗ୍ରାମର ୧୫ ବର୍ଷୀୟ ଆଶିଷ ପୂର୍ତ୍ତି ହୁଏତ ଭାବି ନ ଥିବେ, ଫୁଟ୍ବଲ ତାଙ୍କୁ ଦିନେ ଏତେ ଖ୍ୟାତ କରିଦେବ। ଟାଟା ଷ୍ଟିଲ୍ ଫାଉଣ୍ଡେଶନ (ଟିଏସ୍ଏଫ୍) ଦ୍ୱାରା ପରିଚାଳିତ…
ଦେଡ଼ଶୁରଙ୍କ କୋଦାଳ ଚୋଟରେ ଭାଇବୋହୂ ମୃତ
ଯୋଡ଼ା/ଚମ୍ପୁଆ,୨୮ା୭(ମାନସ ମହାନ୍ତି/ମହେଶ୍ୱର ଦାଶ): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କୁଲ୍ଡୁଙ୍ଗ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଜମିରେ ହିଡ଼ କଟାକୁ କେନ୍ଦ୍ରକରି ସମ୍ପର୍କୀୟ ଦେଡ଼ଶୁରଙ୍କ କୋଦାଳ ଚୋଟରେ ଭାଇ ବୋହୂଙ୍କ ମୃତ୍ୟୁ ହୋଇଛି। ମୃତକ ଦେଓଝର…
ଟ୍ରକ୍ ଚୋରି ଘଟଣାରେ ଗ୍ୟାଙ୍ଗ ସକ୍ରିୟ : ଗିରଫ ଚାଳକ କୋର୍ଟଚାଲାଣ
କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହର ସଠିଘର (ଏନ୍ଏଚ ୨୦) ନିକଟରୁ ଚୋରି ହୋଇଥିବା ୧୨ ଚକିଆ ଟ୍ରକ ଝାଡ଼ଖଣ୍ଡରୁ ଚମ୍ପୁଆ ପୋଲିସ ଜବତ କରିବା ଘଟଣାରେ ଟାଉନ ଥାନା ପୋଲିସ ଟ୍ରକ୍ ଚାଳକଙ୍କୁ ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତି…
କାରରେ ଛେଳି ଚୋରି
ଚମ୍ପୁଆ,୨୮ା୭(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବଜାର ମଧ୍ୟରୁ ଛେଳିଚୋରି ଅଭିଯୋଗ ହୋଇଛି। ଘର ଆଗରେ ବନ୍ଧା ହୋଇଥିବା ଛେଳିକୁ ୨ ଯୁବକ କାରରେ ଭର୍ତ୍ତି କରି ନେଇଯାଉଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଥିଲେ। ଦୁଇ ଅଭିଯୁକ୍ତଙ୍କୁ ଚମ୍ପୁଆ ପୋଲିସରେ ଜିମା…
ଅତ୍ୟାଧୁନିକ ଶୈଳୀରେ ଚାଷକରି ସ୍ବାବଲମ୍ବୀ ହେଉଛନ୍ତି ଚାଷୀ
ଯୋଡ଼ା,୨୮ା୭(ମାନସ ମହାନ୍ତି): କେନ୍ଦୁଝର ଜିଲାର ଖଣି ଅଧ୍ୟୁଷିତ ଯୋଡ଼ା ଅଞ୍ଚଳରେ ଟାଟା ଷ୍ଟିଲ୍ ଫାଉଣ୍ଡେଶନ (ଟିଏସ୍ଏଫ୍)ର କୃଷିଭିତ୍ତିକ ପଦକ୍ଷେପ ଗତ କିଛି ବର୍ଷ ମଧ୍ୟରେ ଅଞ୍ଚଳର ରୂପାନ୍ତରଣ ଓ ସମୃଦ୍ଧି ଆଣିପାରିଛି। ଠିକ୍ ସହାୟତା କିଭଳି ଜଣେ ଚାଷୀଙ୍କୁ ଉଦ୍ୟୋଗୀରେ ପରିଣତ…
କୀଟନାଶକ ପିଇ ଜୀବନ ହାରିଲେ
ପାଟଣା,୨୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସରାସକୋଲା ପଞ୍ଚାୟତ ସରାସକୋଲା ଗ୍ରାମ ତୁଳସୀପୁର ସାହିର ଜଣେ ବୃଦ୍ଧ କୀଟନାଶକ ପିଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସାହିର ରତ୍ନାକର ବେହେରା(୭୬)। ସେ ବୁଧବାର ରାତିରେ ବିଷ ପିଇଥିବା ବେଳେ…
ପ୍ରାଣୀଧନ ନିରୀକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ଦୁଇ ଗୁରୁତର
ଆନନ୍ଦପୁର,୨୬ା୭(ସନ୍ତୋଷ ରାଉତ): ପ୍ରାଣୀଧନ ନୀରିକ୍ଷକଙ୍କ ଉନ୍ମତ୍ତ କାଣ୍ଡରେ ଦୁଇ ଜଣ ଗୁରୁତର ହୋଇ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସମ୍ପୃକ୍ତ ପ୍ରାଣୀଧନ ନିରୀକ୍ଷକ ଅପରେଶନ ବ୍ଲେଡରେ ଜଣଙ୍କ ବେକକୁ କାଟିଥିବା ବେଳେ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକଙ୍କ ପେଟରେ…
Archives


