କେନ୍ଦୁଝର

ବଡ଼ବିଲ ସବ୍‌ଜେଲ ୱାର୍ଡର ନିଲମ୍ବିତ

ବଡ଼ବିଲ,୫ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ସବ୍‌-ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣାରେ ଓ୍ବାର୍ଡର ତରୁଣ କୁମାର ପରିଡ଼ା ନିଲମ୍ବିତ ହୋଇଛନ୍ତି। ବାରିପଦା ସର୍କଲ ଜେଲ ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦୀଙ୍କ ମୃତ୍ୟୁ ଘଟଣା…

ହରିଜନ ଶବ୍ଦ ବ୍ୟବହାରକୁ ନେଇ ଜେତିଲା ବିବାଦ, ଜମିବାଡ଼ି କିଣାବିକା କବଲାରେ…

କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅନୁସୂଚିତ ଜାତି ଏକତା ମଞ୍ଚ କେନ୍ଦୁଝର ତରଫରୁ ବୁଧବାର କେନ୍ଦୁଝର ସବ ରେଜିଷ୍ଟ୍ରାର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜମିବାଡ଼ି କିଣା ବିକା ସମୟରେ କବଲା ଉପରେ ହରିଜନ ଶବ୍ଦ ବ୍ୟବହାର ନ କରିବାକୁ ଏକ…

ଅପିଲ ଶୁଣାଣି ପାଇଁ ଆଶ୍ଚର୍ଯ୍ୟକର ତାରିଖ: ସିଡିଓଙ୍କ ଚିଠିକୁ ନେଇ ବଢ଼ୁଛି ସନ୍ଦେହ

ହାଟଡିହୀ,୪।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ)ଙ୍କ କାର୍ଯ୍ୟାଳୟକୁ ମିଳିଥିବା ଡିଏମ୍‌ଏଫ୍‌ ଅନୁଦାନ ସମ୍ପର୍କିତ ସୂଚନା ପାଇଁ ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତି ସୂଚନା ଅଧିକାର ନିୟମ ଅନୁସାରେ ଆବେଦନ କରିଥିଲେ। କିନ୍ତୁ ଜନ ସୂଚନା ଅଧିକାରୀ…

୫୫ ଗାଁରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ: ମନ୍ତ୍ରୀ କହିଲେ ତାଙ୍କ ପାଖେ ନାହିଁ …

କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଣପାହାଡ଼ ଘେରା ତେଲକୋଇ ନିର୍ବାଚନ ମଣ୍ଡଳୀ ଅଧୀନ ତେଲକୋଇ ଓ ବାଂଶପାଳ ବ୍ଲକରେ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ସୂଚନା ଅନୁଯାୟୀ, ୫୫ ଗାଁରେ ମୋବାଇଲ ନେଟଓ୍ବର୍କ ସେବା ଉପଲବ୍ଧ ହେଉନାହିଁ। ତେବେ…

ବଡ଼ବିଲରେ ବିରଳ ପଦ୍ମ

ବଡ଼ବିଲ, ୪।୯(ଦେବପ୍ରିୟ ରଣା):କେନ୍ଦୁଝର ଜିଲା ବଡ଼ବିଲ ଐକ୍ୟକ୍ଷେତ୍ର ପରିସରରେ ବିରଳ ଅନେକ ଶହ ବିଶିଷ୍ଟ ପଦ୍ମ ଫୁଲ ମଙ୍ଗଳବାର ଫୁଟିଛି। ଅଞ୍ଚଳକୁ ସବୁଜ ସୁନ୍ଦର କରି ରଖିବାର ରୁଚି ରଖୁଥିବା ବନବିଭାଗ ଦ୍ୱାରା ପ୍ରକୃତିପ୍ରେମୀ ପୁରସ୍କାର ପାଇଥିବା ବିଜୟ ମହାନ୍ତି ବଡ଼ବିଲ…

ଧରିତ୍ରୀ ପ୍ରଭାବ: ହଟିଲା ସୁନ୍ଦରଗଡ଼ ଲୋଗୋ

କେନ୍ଦୁଝର,୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଡିଏମ୍‌ଏଫ୍‌ (ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ) ଅର୍ଥରେ କିଣାଯାଇଥିବା ମୋବାଇଲ ମେଡିକାଲ ୟୁନିଟ୍‌ (ଆମ୍ବୁଲାନ୍ସ) ଗାଡ଼ି କାର୍ଯ୍ୟକ୍ଷମ ନ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ଏଥିସହ ଉକ୍ତ ଆମ୍ବୁଲାନ୍ସରେ ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ଲୋଗୋ…

ପାଳ ଭାଡ଼ିତଳୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଧୀନ କରଦାଙ୍ଗି ଗ୍ରାମରୁ ଅପହୃତ ନାବାଳକ ଶାନ୍ତନୁ ପାତ୍ର(୧୨)ଙ୍କୁ ପୋଲିସ ଉଦ୍ଧାର କରିଛି। ନାବାଳକ ମୁମୂର୍ଷୁ ଅବସ୍ଥାରେ ଏକ ପାଳ ଭାଡ଼ିତଳେ ପଡ଼ିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତଲକୋଇ ଗୋଷ୍ଠୀ…

ଚାକିରିରୁ ବାହାର କରିଦେବାରୁ ମାଲିକଙ୍କୁ କୋଦାଳରେ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୨୯ା୮(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଗ୍ରୀଡ୍‌ ସବ୍‌ଷ୍ଟେଶନ ନିକଟସ୍ଥ ପୌରପାଳିକା ଭେଣ୍ଡିଂ ଜୋନ୍‌ରେ ଥିବା ୱେଲ୍ଡିଂ ଦୋକାନ ମାଲିକଙ୍କୁ ହେଲପର ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଦୋକାନ ମାଲିକ ମଥୁରା ଗିରି ଗୁରୁତର ହୋଇ ଭୁବନେଶ୍ୱରସ୍ଥିତି ଏକ…

ଖବର ପ୍ରକାଶ ପରେ ମରାମତି ହେଲା ରାସ୍ତା, ପିଚୁରେ ମୋରମ ପଡୁଥିବାରୁ ଅସନ୍ତୋଷ

କେନ୍ଦୁଝର,୨୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ରିଜର୍ଭ ପୋଲିସ ଓ ପରେଡ୍‌ ପଡିଆ (ଷ୍ଟାଡିୟମ) ରାସ୍ତାକୁ ପ୍ରଶାସନ ମରାମତି କରିଛି। ଧରିତ୍ରୀରେ ୨୫ ତାରିଖରେ ‘ରିଜର୍ଭ ପୋଲିସ ଓ ଷ୍ଟାଡିୟମ ରାସ୍ତା ବିପର୍ଯ୍ୟସ୍ତ’ ଶୀର୍ଷକ ଖବର ପାଇବା ପରେ ରାସ୍ତା ମରାମତି…

ଜୀବନ ଦେବୁ ପଛେ, ଇଞ୍ଚେ ଜମି ଦେବୁନାହିଁ: ପ୍ରକଳ୍ପକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

କେନ୍ଦୁଝର,୨୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ଅନ୍ତର୍ଗତ ଚକଦରଠାରେ ସମାକୋଇ ନଦୀରେ ପ୍ରସ୍ତାବିତ ସମାକୋଇ-ଚକଦର ଜଳ୍‌ସେଚନ ପ୍ରକଳ୍ପକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ସମାକୋଇ-ଚକଦର ପ୍ରକଳ୍ପ ସମନ୍ବୟ କମିଟି…

ଅଧରାତିରେ ଗୋ ଚାଲାଣ କରୁଥିବା ଭ୍ୟାନକୁ ମାଡ଼ିବସିଲେ ଲୋକେ,ପରେ….

ପାଟଣା,୨୭।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ଼ ସାହାରପଡା ରାସ୍ତାର ସୁନାରିପଶି(ହାଣ୍ଡିଆସିଲ)ନିକଟରୁ ସୋମବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ସ୍ଥାନୀୟଲୋକେ ଜବତ କରିଛନ୍ତି। ପରେ ପୋଲିସ ଜିମା ଦେଇଛନ୍ତି । ଗାଡି ଭିତରୁ ୧୨ଗୋରୁ ଉଦ୍ଧାର…

ରୋଗୀଙ୍କୁ ନେଇ ଆସୁଥିଲା ଆମ୍ବୁଲାନ୍ସ, ଟ୍ରାଫିକ୍‌ ଜାମରେ…

କେନ୍ଦୁଝର,୨୬।୮(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମାଇନିଂ ରୋଡ୍‌ ରାସ୍ତାରେ ରବିବାର ସାରେ ଏକ ଆମ୍ବୁଲାନ୍ସ ଟ୍ରାଫିକ୍‌ ଜାମରେ ଫସିଥିଲା। ସ୍ଥାନୀୟ ଲୋକ ରାସ୍ତାରୁ ଗାଡ଼ି ହଟାଇବା ପରେ ଆମ୍ବୁଲାନ୍ସ ଯିବା ସହ ଦୀର୍ଘ ସମୟ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?