କେନ୍ଦ୍ରାପଡ଼ା

ଗୋବରୀ ନଦୀ ପୁନରୁଦ୍ଧାର: ୧୧ କୋଟି ପାଣିରେ

ପଟ୍ଟାମୁଣ୍ଡାଇ, ୨୬।୧୧(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀର ପୁନରୁଦ୍ଧାର ନଁାରେ ଗତ ୭ ବର୍ଷରେ ୧୧.୩୩ କୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହେଉଛି। ନଦୀର ମାଟିଖୋଳା ଓ ଦଳସଫା ପାଇଁ ୨୦୧୧-୧୨ ଓ…

ମଧୁର ପାଣିରେ ମାଛ ଅପେକ୍ଷା ଚିଙ୍ଗୁଡ଼ି ଚାଷ ଅଧିକ

କେନ୍ଦ୍ରାପଡା, ୨୨।୧୧ (ଜଗନ୍ନାଥ ଧଳ): ଲୁଣି ମାଛ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାର ଚାହିଦା ବଢ଼ିଛି। ୧୦ବର୍ଷ ମଧ୍ୟରେ ଏହା ୭୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧- ୧୨ ଆଥିକ ବର୍ଷରେ ୧୧,୪୬୦ ମେଟ୍ରିକ ଟନ ଲୁଣି ମାଛ ରପ୍ତାନୀ ହୋଇଥିବା ବେଳେ…

ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ କଂକ୍ରିଟ ଖଳା

କେନ୍ଦ୍ରାପଡ଼ା, ୨୦ା୧୧(ଜଗନ୍ନାଥ ଧଳ): କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରର ଚାଷୀ ଉପକୃତ ହୋଇପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ବାଦାମ ବିହନ ଯୋଗାଣ ଅନିୟମିତତା ପରେ ଏବେ…

ମଧ୍ୟାହ୍ନଭୋଜନରେ ଝିଟିପିଟି

ଡେରାବିଶ,୧୯ା୧୧(ବେବର୍ତ୍ତା ଅଜୟ ଦାସ)୩ରୁ ୬ ବର୍ଷ ଯାଏ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସହିତ ଖେଳକୌତୁକ ମାଧ୍ୟମରେ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ପିଲାଙ୍କ ଯତ୍ନ ପାଇଁ କେନ୍ଦ୍ରରେ ଅବସ୍ଥାପିତ ଥିବା ଅଙ୍ଗନଓ୍ବାଡି…

ତିଗିରିଆ ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ

ପଟ୍ଟାମୁଣ୍ଡାଇ,୧୯ା୧୧(ଅକ୍ଷୟ ବିଶ୍ୱାଳ)ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଞ୍ଚାୟତ ଅଧୀନ ତିଗିରିଆ ବାତ୍ୟା ଆଶ୍ରୟସ୍ଥଳୀ ଅସୁରକ୍ଷିତ ହୋଇପଡିଛି। ଏନେଇ ତିଗିରିଆ ଗ୍ରାମବାସୀ ବାତ୍ୟା ଆଶ୍ରୟସ୍ଥଳ ନିକଟକୁ ଯିବାକୁ ସାହାସ କରୁ ନାହାନ୍ତି। ୨୦୦୩ରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ତତ୍କାଳୀନ ଏମ୍‌ପି ପ୍ରଭାତ ସାମନ୍ତରାୟ…

ବୁଡ଼ିଯାଉଥିବା ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ବୁଡ଼ିଗଲେ

ଡେରାବିଶ, ୧୮ା୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ୨ନଂ. ୱାର୍ଡ଼ ବାବୁରାମପାଟଣା ଗାଁର ଦୁଇଜଣ ନାବାଳିକା ସାଙ୍ଗହୋଇ ଗାଁ ଦେଇ ଯାଇଥିବା ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ…

ବସ୍‌ ପୋଡ଼ିରେ ମହିଳା ମୃତ ଘଟଣା: ୮ ଦିନ ହେଲାଣି ମୃତଦେହ ଫେରିନାହିଁ

ମାର୍ଶାଘାଇ,୧୮ା୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କୋଲ୍‌କାତାରୁ ପାରାଦୀପ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ଗତ ୧୦ ତାରିଖ ରାତିରେ ନିଆଁ ଲାଗି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିଲା। ମାର୍ଶାଘାଇ ଥାନା ଅଙ୍ଗୁଳାଇ…

ସମସ୍ୟାରେ ଉବୁଟୁବୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ

ପଟ୍ଟାମୁଣ୍ଡାଇ,୧୭ା୧୧(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନାମରେ ପ୍ରହସନ ଚାଲୁଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ଘୋଟାଲା ହେଉଥିଲେ ମଧ୍ୟ ଏଥିପ୍ରତି ପୌର ପରିଷଦ ଦୃଷ୍ଟି ନ ଦେବା ଏକ ପରିତାପର…

ଶୁଖିଲା ପଡ଼ିଲାଣି ମହାନଦୀ, ବ୍ରାହ୍ମଣୀ ସିଷ୍ଟମ୍‌

କେନ୍ଦ୍ରାପଡ଼ା, ୧୭ା୧୧ (ଜଗନ୍ନାଥ ଧଳ): ନଭେମ୍ବର ପ୍ରଥମ ସପ୍ତାହରୁ ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳସଙ୍କଟ ଦେଖାଦେଇଛି। ବୈତରଣୀ ନଦୀରେ ବ୍ୟାରେଜ ନିର୍ମାଣ ପରେ ଏହି ଜଳସଙ୍କଟ କେନ୍ଦ୍ରାପଡ଼ା ଜିଲା ପାଇଁ ମହରଗ ହେବ। ଶୀତଋତୁ ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ…

ସମ୍ଭାବ୍ୟ ଝଡ଼ବର୍ଷାକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା,୧୬ା୧୧(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଆକାଶ ମେଘାଚ୍ଛନ୍ନ ଦେଖାଦେଇଛି। ଫଳରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଜିଲାବାସୀଙ୍କୁ ବିଭିନ୍ନ ବିପଦ ଆଶଙ୍କା ମଧ୍ୟକୁ ଠେଲି ଦେଇଛି। ଖରିଫ ଧାନରେ ଥୋଡ ବାହାରିଛି। ସେହିପରି ଦରପାଚିଲା ଡାଳୁଅ ଧାନ ଏବେ କ୍ଷେତରେ ଅଛି। ହାର୍ଭେଷ୍ଟର ଓ…

ସଡ଼କ ଦୁର୍ଘଟଣା: ଜାନୁୟାରୀରୁ ଅକ୍ଟୋବରରେ ୭୬ ମୃତ

ଜଗତ୍‌ସିଂହପୁର, ୧୫।୧୧ (ପ୍ରମୋଦ କୁମାର ନାୟକ): ସମନ୍ବିତ ରାସ୍ତା ଦୁର୍ଘଟଣା ଡାଟାବେସ୍‌ (ଆଇଆର୍‌ଏଡି) ଅନୁଯାୟୀ ଜଗତ୍‌ସିଂହପୁର ଜିଲାରେ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୨୦୦ଟି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆହତ…

ଜିଲାରେ ବଢୁଛି ବେଆଇନ ଇଟାଭାଟି ନିର୍ମାଣ

କେନ୍ଦ୍ରାପଡ଼ା, ୯ା୧୧ (ଜଗନ୍ନାଥ ଧଳ)ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri