କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳ
କେନ୍ଦ୍ରାପଡ଼ା,୧୮ା୧(ଜଗନ୍ନାଥ ଧଳ)ଜାନୁଆରୀ ମାସ ରାତି ସମୟରେ ବାହାରେ ପ୍ରବଳ ଥଣ୍ଡା। ଚାରିଆଡେ କୁହୁଡି ବର୍ଷୁଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକର ଏକ ଔଷଧ ଦୋକାନ ପିଣ୍ଡାରେ ଜଣେ ମହିଳା ମୁଣ୍ଡ ତଳେ କିଛି କପଡା ଦେଇ ଶୋଇଛନ୍ତି। ଖଡିଅଙ୍ଗସ୍ଥିତ ମେଡିକାଲ ଛକରେ…
ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼
ପଟ୍ଟାମୁଣ୍ଡାଇ,୧୮ା୧ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛିଦିନ ହେବ ଅଣ୍ଡା ଦର ହୁ ହୁ ହୋଇ ବଢ଼ି ଚାଲିବା ସହ ଡାଲି ଓ ପରିବା ଦର କ୍ରମାଗତ ଭାବେ ବଢ଼ିଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସରକାରଙ୍କ ପକ୍ଷରୁ ଚାଲିଥିବା…
ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ
କେନ୍ଦ୍ରାପଡ଼ା,୧୭।୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତ ବର୍ଷ…
ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହେବା ଆଶାବାଦୀ
ମହାକାଳପଡ଼ା,୧୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଛେଡ଼ାକଣିସ୍ଥିତ ସତ୍ୟନାରାୟଣ ପୀଠରେ ମକର ଉତ୍ସବରେ ଭାଜପା ନେତା ବିଜୟ ମହାପାତ୍ର ଯୋଗଦାନ ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। କେନାଲ ବ୍ରିଜ୍ଠାରୁ ନିଜ ଦଳୀୟ ସମର୍ଥକ,…
ଖୁବ୍ ଶୀଘ୍ର ଭିତରକନିକା ଜାତୀୟ ଉଦ୍ୟାନକୁ ହେବ ରେଳ ସଂଯୋଗ
ଭୁବନେଶ୍ୱର,୧୫।୧: ଓଡ଼ିଶାର ଜୈବ ବିବିଧତା ହଟସ୍ପଟ୍ ଏବଂ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଭିତରକନିକା ଜାତୀୟ ଉଦ୍ୟାନ ଖୁବ୍ ଶୀଘ୍ର ରେଳ ଦ୍ୱାରା ସଂଯୋଗ ହେବ। ପ୍ରସ୍ତାବିତ ଯାଜପୁର ରୋଡ୍-ଧାମରା ରେଳ ଲାଇନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ – ଭଦ୍ରକର…
ସେଓ ଚାଷ ଦେଲା ନୂଆ ଆଶା
ରାଜକନିକା,୧୫ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡପାଟଣା ଗାଁର ଚାଷୀ ବଳରାମ ଦାଶ(୭୫) ଶ୍ରଦ୍ଧାରେ ସମସ୍ତେ ଝରିଆ ନନା ବୋଲି ଡାକିଥାନ୍ତି। ସେ ବିଦେଶ ଫଳ ସେଓକୁ ଗାଁ ମାଟିରେ ଫଳାଇ ପାରିଛନ୍ତି, ଯାହାକି ଚାଷୀଙ୍କ…
ତଟାଞ୍ଚଳରେ ଜିଲାର ୭ ନଦୀକୁ ସଂଯୋଗ କରାଯାଉ
କେନ୍ଦ୍ରାପଡ଼ା,୧୫ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ପେତପଡ଼ା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି। ବାଳକାଟି, କୋଳଡିହ ଓ ମହୁ ଗ୍ରାମକୁ…
ଲୁଟ୍ ହେଉଛି ଗଛ, ନଦୀପଠାରୁ ବାଲି, ମାଟି
ପଟ୍ଟାମୁଣ୍ଡାଇ,୧୫ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ସରକାରୀ ଜମି ହଡ଼ପ ହେଉଥିବା ବେଳେ ଗଛ, ନଦୀପଠାରୁ ବାଲି, ମାଟି ଲୁଟ୍ ହେଉଥିବା ଅଭିଯୋଗ ହେଉଛି। ହେଲେ ଏ ଦିଗରେ ଜିଲା ପ୍ରଶାସନ ଓ ସ୍ଥାନୀୟ ରାଜସ୍ବ ବିଭାଗ କର୍ଣ୍ଣପାତ…
ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ
କେନ୍ଦ୍ରାପଡ଼ା ୧୩।୧: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ପାଚିକାଙ୍କ ସମେତ ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ପୌରପାଳିକା ୮ନଂ ୱାର୍ଡ ଅଧୀନ ମନକରପୁର ପ୍ରାଥମିକ…
ବନ୍ଦ ପଡ଼ିଛି ମିଶନ ଶକ୍ତି କାଫେ
ପଟ୍ଟାମୁଣ୍ଡାଇ,୧୨ା୧ (କଳ୍ପତରୁ ନାୟକ): ସହରାଞ୍ଚଳ, ଗ୍ରାମାଞ୍ଚଳ ଏସ୍ଏଚ୍ଜି ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କୁ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପଟ୍ଟାମୁଣ୍ଡାଇ ବ୍ଲକ ଭିତରେ ୩ବର୍ଷ ତଳେ ମିଶନ ଶକ୍ତି କାଫେ ଖୋଲିଥିଲେ।…
ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ପରଲୋକ
କେନ୍ଦ୍ରାପଡ଼ା,୧୦ା୧: ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ତଥା ପୂର୍ବତନ ବିଧାୟିକା, ରାଜ୍ୟ ସଭା ସଦସ୍ୟା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି। କଟକସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଜୁ ଜନତା ଦଳର ଜଣେ ରାଜନୀତିଜ୍ଞ…
ଭିତରକନିକାର ୪ଟି ରେଞ୍ଜରେ ଚାଲିଛି କୁମ୍ଭୀର ଗଣନା
କେନ୍ଦ୍ରାପଡ଼ା,୧୦।୧: କେନ୍ଦ୍ରାପଡ଼ା ଜିଲା ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ବୁଧବାର ସକାଳୁ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ା ଗଣନା କାର୍ଯ୍ୟରେ ୨୨ଟି ଟିମ୍ ସାମିଲ ହୋଇଛନ୍ତି। ଏହା ଆଗାମୀ ୩ ଦିନ ଯାଏଁ ଚାଲିବ।…
Archives


