Odisha Elections 2024

କେନ୍ଦ୍ରାପଡ଼ା

ବର୍ଷା ଋତୁରେ ଉପାନ୍ତ ଅଞ୍ଚଳବାସୀଙ୍କ ବଢ଼ିଛି ଚିନ୍ତା

କେନ୍ଦ୍ରାପଡ଼ା,୩୦ା୭(ଜଗନ୍ନାଥ ଧଳ): ବର୍ଷାଋତୁ ଆରମ୍ଭ ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛିି ା ପ୍ରାକୃତିକ ବିପର୍ଯ୍ୟୟ ଭୟ ସଦାସର୍ବଦା ଲାଗି ରହୁଛି ା ତଟକ୍ଷୟ ଯୋଗୁ ସମୁଦ୍ର ପାଣି ଗ୍ରାମ ମଧ୍ୟକୁ ପଶିଆସିବା ଭୟ ରହୁଛି ା...

ନିରାମୟ ଯୋଜନାରେ ମିଳୁନି ଔଷଧ

କେନ୍ଦ୍ରାପଡ଼ା,୨୯ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଉପରେ ରାଜନଗର, ଆଳି, ରାଜକନିକା ବ୍ଲକର ରୋଗୀମାନେ ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାରେ ସରକାର ଏବେ ଅନେକ ସୁବିଧା ମାଗଣା କରିଦେଇଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ସରକାର...

ମିଳୁନି ପାଣି, ମଣିଷକୁ କୁମ୍ଭୀର ନେଉଛି ଟାଣି

କେନ୍ଦ୍ରାପଡ଼ା, ୨୯ା୭ (ଜଗନ୍ନାଥ ଧଳ): ଜାତୀୟଉଦ୍ୟାନ ଭିତରକନିକାର କୁମ୍ଭୀର ସଂଖ୍ୟା ବୃଦ୍ଧି କେନ୍ଦ୍ରାପଡ଼ା ଜିଲା ପାଇଁ ଆତଙ୍କ ହୋଇଛି। ୨ ମାସରେ କେବଳ ବ୍ରାହ୍ମଣୀ ନଦୀ ଓ ନାଳ ସଂଲଗ୍ନ ଅଞ୍ଚଳରୁ ୪ ଜଣଙ୍କ ଜୀବନ ଅକାଳରେ ନଷ୍ଟ ହୋଇଛି।...

ବାର୍‌ହା ଶିକାର ପାଇଁ ବସିଥିଲା ଫାଶ, ବିଦ୍ୟୁତ୍‌ ଚାର୍ଜ ହେବାରୁ ଷଣ୍ଢ ମୃତ, ବାପ-ପୁଅ ଗୁରୁତର

ମହାକାଳପଡ଼ା,୨୮ା୭(ପ୍ରତାପ ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦୋଳି ଗାଁ-କଳତୁଙ୍ଗା ଯୋରୀ ପର୍ଯ୍ୟନ୍ତ ବାଇଣ୍ଡିଂ ତାର ବିଛା ଯାଉଥିବା ଦେଖିବାକୁ ମିଳୁଛି। ଗୁରୁବାର ରାତିରେ ବାପ-ପୁଅ ନିଜ ଚାଷଜମିରେ ଷଣ୍ଢ ତଳି କିଆରି ଖାଉଥିବା ନେଇ ଦେଖିବାକୁ ଯାଇଥିବା ବେଳେ...

ମହାନଦୀର ପ୍ରଥମ ବନ୍ୟାଜଳ ସମୁଦ୍ରରେ ମିଶୁଛି

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ) : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଚିରସ୍ରୋତା ମହାନଦୀ ପ୍ରବାହିତ ହେଉଛି। ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ପରେ ପ୍ରଥମଥର ଏହି ବନ୍ୟା ମହାକାଳପଡ଼ା ଅଞ୍ଚଳର ମହାନଦୀ ଜଳ ସମୁଦ୍ରରେ ମିଶୁଛି।...

ବିଶେଷଜ୍ଞ ଡାକ୍ତର ଅଭାବ: ରୋଗୀ ସେବା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା,୨୮ା୭(ଜଗନ୍ନାଥ ଧଳ): ଉତ୍ତମ ରୋଗୀ ସେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ବହୁବିଧ ସମସ୍ୟା ଦେଇ ଗତି କରୁଛି। ଏହି ଅଞ୍ଚଳରେ ଦିନକୁଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ...

ଭିତରକନିକା ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦ୍ରାପଡ଼ା,୨୮ା୭(ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ଦେଇ ଧାମରାରୁ କଟକ ପର୍ଯ୍ୟନ୍ତ କୋଇଲା ଚୋରା ଚାଲାଣ ପୁନର୍ବାର ଆରମ୍ଭ ହୋଇଯାଇଛି। ଏହି ଚୋରା ଚାଲାଣକାରୀ ରାକେଟ ଏବେ ସକ୍ରିୟ ହୋଇଥିବା ବେଳେ ଭିତରକନିକାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲାଣି।...

ପାଣି ନାହିଁ: କ୍ଷେତ ଚରାଭୂଇଁରେ ପରିଣତ

ରାଜନଗର,୨୭।୭(ଭାସ୍କର ରାଉତରାୟ)ଶ୍ରାବଣରେ ଯେଉଁ ଚାଷଜମିରେ ଧାନଗଛ ଲହରି ମାରିବା କଥା, ସେହି ଜମି ଏବେ ବେଣା ଓ ଘାସବୁଦାମାନ ଶୋଭା ପାଉଛି। ଶ୍ରାବଣ ମାସରେ ଚାଷଜମି ଏବେ ଗୋଚର ଭୂଇଁରେ ପରିଣତ ହେବାକୁ ଯାଉଛି। ଶୁଖିଲା ପଡିଥିବା କ୍ଷେତରେ ଗୋରୁମାନେ...

ଭିତରକନିକାରେ ୩୦ ହଜାର ଦେଶୀୟ ପକ୍ଷୀଙ୍କ ଭିଡ଼

ରାଜନଗର,୨୬।୭(ଭାସ୍କର ରାଉତରାୟ): ବର୍ଷାଋତୁ ଆରମ୍ଭ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗହଳି ଲାଗିଛି। ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ କୋଳାହଳମୟ ହୋଇଉଠିଛି। ଭିତରକନିକାର ମଠଆଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ଲକ୍ଷ୍ମୀପ୍ରସାଦଡ଼ିଆରେ ଏବେ ପ୍ରାୟ ୩୦ ହଜାରରୁ ଅଧିକ ପକ୍ଷୀ...

ଗୋପନରେ ଚାଲିଛି ବାଲ୍ୟ ବିବାହ

ମହାକାଳପଡ଼ା, ୨୬।୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁଦିନ ବାଲ୍ୟ ତଥା ନାବାଳିକା ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ସାମାଜିକ ବ୍ୟାଧି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ବ୍ଲକର ବିଶେଷକରି ଉପକୂଳର ଉପାନ୍ତ ଅଞ୍ଚଳରେ...

ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ

କେନ୍ଦ୍ରପଡା,୨୫।୭(ଜଗନ୍ନାଥ ଧଳ): ଇଣ୍ଟରନେଟ ଯୁଗରେ ବିଜ୍ଞାନର ପ୍ରଗତି ସତ୍ତ୍ୱେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି । ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟା ପରି ବିଭିତ୍ସକାଣ୍ଡ ଘଟାଇବାକୁ ଟିକିଏ ବି ପଛାଉନାହଁାନ୍ତି । ଗୁଣିଗାରେଡି...

୪ ବର୍ଷ ପରେ ଧରା ପଡ଼ିଲେ ଫେରାର ମହେଶ୍ୱର

କେନ୍ଦ୍ରାପଡ଼ା, ୨୫ା୭ (ଜଗନ୍ନାଥ ଧଳ): ୨୦୧୯ରେ କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ମହିଳା ଗଣ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁ ରବିବାର ଧରାପଡ଼ିଛନ୍ତି। ସୋମବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ପରେ ତାଙ୍କର ଜାମିନ ନାମଞ୍ଜୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri