ଅନ୍ତ୍ୟୋଦୟ ଯୋଜନା କାର୍ଡରେ ଜାଲିଆତି
ଡେରାବିଶ,୧୨ା୭ (ବେବର୍ତ୍ତା ଅଜୟ ଦାସ): ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଗରିବ ହିତାଧିକାରୀଙ୍କୁ ଖାଦ୍ୟ ମିଳିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ କରିଛନ୍ତି। ଏଥିସହ ଭୂମିହୀନ, ଅସହାୟ, ବେରୋଜଗାର ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ…
ବର୍ଷାପାଣି ପଚି ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି
ପଟ୍ଟାମୁଣ୍ଡାଇ,୧୨ା୭ (କଳ୍ପତରୁ ନାୟକ): ବର୍ଷାଋତୁ ଚାଲିଥିବା ବେଳେ ଅଧିକାଂଶ ଅଞ୍ଚଳରେ ଥଣ୍ଡାଜ୍ୱର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସ୍ଥାନେ ସ୍ଥାନେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ମଧ୍ୟ ହେଉଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ…
ବର୍ଷା ନାହିଁ: ଚାଷଜମି ଫାଟି ଆଁ
ରାଜନଗର,୧୨ା୭(ଭାସ୍କର ରାଉତରାୟ): ଜାତୀୟ ପାଣିପାଗ ସୂଚନା ଅନୁସାରେ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ହୋଇଥିଲା। ମୌସୁମୀର ଆଗମନ ଖବର ଚାଷୀଭାଇଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଥିଲା। କିନ୍ତୁ ମୌସୁମୀ ଉଭ୍ଭାନ ହୋଇଯାଇଛି। ମାସେ ବିତି ଯାଇଥିଲେ ମଧ୍ୟ ବର୍ଷାର ନାଁ…
ରାଜନଗର ବିଧାୟକଙ୍କ ଘରକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ, ଦେଲା ଚେତାବନୀ
ରାଜନଗର,୧୧।୭: କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଘରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଛି। ଏଥିସହ ତାଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ଏହା ପୂର୍ବରୁ ଗତ ୫ ତାରିଖରେ ଦଳ ପକ୍ଷରୁ ରାଜନଗରରେ ବିକ୍ଷୋଭ ପ୍ରଦର୍ଶନ…
ଜଙ୍ଗଲ ଜମିରେ ଭିତରକନିକାର ୫ ହୋଟେଲ
ରାଜନଗର, ୧୦।୭(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଭିତରକନିକାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ଓ ଖାଇବା ପାଇଁ ଜାତୀୟ ଉଦ୍ୟାନ ଭିତରେ ବନ ବିଭାଗର ରିସର୍ଟ ଓ କାଫେ ରହିଥିବାବେଳେ…
ତୁଳସୀ କ୍ଷେତ୍ରରେ ୨ଦିନ ରଥଟଣା
କେନ୍ଦ୍ରାପଡ଼ା,୭ା୭(ଜଗନ୍ନାଥ ଧଳ)ତୁଳସୀ କ୍ଷେତ୍ରରେ ଆସନ୍ତା ୭ ଓ ୮ ଦୁଇଦିନ ଧରି ଶ୍ରଦ୍ଧାଳୁ ଶ୍ରୀବ୍ରହ୍ମ ତାଳଧ୍ୱଜ ରଥ ଟାଣିବେ ା ଏଥିପାଇଁ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ରଥ ପ୍ରସ୍ତୁତି ଶେଷ ହୋଇଛି ା ଚଳିତ ବର୍ଷ ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜୀଉଙ୍କ ନବଯୌବନ…
ମୌସୁମୀ ବର୍ଷା ବିଳମ୍ବ ସତ୍ତ୍ୱେ ଚାଷକାର୍ଯ୍ୟ ଆରମ୍ଭ
ପଟ୍ଟାମୁଣ୍ଡାଇ,୫ା୭ (କଳ୍ପତରୁ ନାୟକ): ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚାଷୀଙ୍କ ପାଇଁ ଯୋଜନାରେ ବିହନ, ସାର ଯୋଗାଇଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି।…
ବିପର୍ଯ୍ୟୟକୁ ସାମ୍ନାକରିବ ତାଳ, ହେନ୍ତାଳ
ମହାକାଳପଡ଼ା,୩।୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଅନିୟମିତତା ଦେଖାଯାଉଛି। ବର୍ଷାଦିନରେ ଗରମ ଅନୁଭୂତ ହେବା, ଶୀତଋତୁରେ ଥଣ୍ଡା ହ୍ରାସ ହେବାରୁ ଜଳବାୟୁରେ ଅସାନମତା ସୃଷ୍ଟି ହେଉଛି। ଏହାର କାରଣ ଓ ନିରାକରଣ ପାଇଁ ବିଶ୍ୱର…
ପଟ୍ଟାମୁଣ୍ଡାଇକୁ ମିଳୁନି ସବ୍ଡିଭିଜନ ମାନ୍ୟତା
ପଟ୍ଟାମୁଣ୍ଡାଇ,୧ା୭(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇକୁ ସବ୍ଡିଭିଜନ ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି। ଏ ନେଇ ରାଜ୍ୟ ସରକାର ସବ୍ଡିଭିଜନ ପ୍ରସ୍ତାବକୁ ବିଚାରାଧୀନ ରଖିଥିବା ବେଳେ ପଟ୍ଟାମୁଣ୍ଡାଇରେ ବିଭିନ୍ନ ଉପଖଣ୍ଡସ୍ତରୀୟ ସରକାରୀ କାର୍ଯ୍ୟାଳୟ ଖୋଲିଛନ୍ତି।…
ବର୍ଷା ଅପେକ୍ଷାରେ ଚାଷୀ, କେନାଲ ଶେଷମୁଣ୍ଡରେ ନାହିଁ ପାଣି
କେନ୍ଦ୍ରାପଡ଼ା,୧ା୭(ଜଗନ୍ନାଥ ଧଳ): ଅକ୍ଷୟ ତୃତୀୟାକୁ ଇତିମଧ୍ୟରେ ଦେଢ଼ ମାସ ବିତିଛି। କେନ୍ଦ୍ରାପଡ଼ା ଜିଲାର ଚାଷୀ କ୍ଷେତରେ ହଳ କରି ବର୍ଷାକୁ ଅପେକ୍ଷା କରିଛନ୍ତି। ଝିପିଝିପି ବର୍ଷା ହେଉଥିବା ବେଳେ ଅସରେ ଦୁଇ ଅସରା ଭଲ ବର୍ଷା ହେଲେ ଚାଷ ଜମିରେ ପାଣି…
ଅଭିରାମଙ୍କ ୨ କିଡ୍ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ରାଜକନିକା,୧ା୭(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ଝରକଟା ଗାଁର ଅଭିରାମ ଧଳ(୪୫) ନିଜ ପରିବାରକୁ ଭଲରେ ଚଳାଇବା ପାଇଁ ଦୀର୍ଘ ୧୫ବର୍ଷ ହେବ ତାମିଲନାଡୁ କୋଇମ୍ବାଟୁରରେ ଏକ ସୂତାକଳରେ କାମ କରୁଥିଲେ। ପରିବାର କହିଲେ ସ୍ତ୍ରୀ…
ଘରପିଣ୍ଡାରୁ ଓହ୍ଲାଇଲେ ରାସ୍ତା କାଦୁଅ
ଡେରାବିଶ,୧ା୭(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ଗ୍ରାମକୁ ରାସ୍ତା ନାହିଁ। ମୁନ୍ଦାଏ ବର୍ଷା ହେଲେ ସାହି ଭିତର ରାସ୍ତାଟି ପାଣି କାଦୁଅରେ ଭର୍ତ୍ତି ହୋଇଯାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତ…
Archives


