କେନ୍ଦ୍ରାପଡ଼ା

ନିଆଁରେ ପୋଡ଼ି ହୋଇ ମହିଳା ଜୀବନ୍ତଦଗ୍ଧ

ପଟ୍ଟାମୁଣ୍ତାଇ ୧୯।୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ତାଇ ଆଦର୍ଶ ଥାନା ବାଲିକଣା ପଞ୍ଚାୟତର ବଢ଼େଇପଡ଼ା ଗାଁରେ ପାରିବାରିକ କଳହକୁ କେନ୍ଦ୍ରକରି ବୁଧବାର ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ଗୀତାଞ୍ଜଳି ବିଶ୍ୱାଳ (୩୪)ଜୀବନ୍ତଦଗ୍ଧ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ…

ପାଟନାଳି ବନ୍ଧକୁ କାଟି ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୮ା୩(ସ୍ବ.ପ୍ର.): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ସ୍ଥାନୀୟ ମାଳିପୁର ଛକ ନିକଟ ଡାମପୁର-ଉଦୟପୁର କାଣିନଦୀ ପାଟନାଳୀ ବନ୍ଧ ଓ ଜମିରୁ ମାଟି ନ ଖୋଳିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କେତେଜଣ ବ୍ୟକ୍ତି ଜେସିବି ଲଗାଇ ମାଟି ଖୋଳୁଛନ୍ତି। ସେହି ମାଟିକୁ ହାଇଓ୍ବାରେ…

ନକଲି ଟିପ ଚିହ୍ନ ମାରି ୪ ମାସର ଭତ୍ତା ଲୁଟ୍‌

ମହାକାଳପଡା,୧୫ା୩(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବରକନ୍ଧା ଗଁାର ବିଧବା ବୃଦ୍ଧା ସରସ୍ବତୀ ରାଉତ (୮୫) ଲଗ୍‌ ଡାଉନ୍‌ ୪ମାସର ଭତ୍ତା ଲୁଟ୍‌ କରଯାଇଥିବା ନେଇ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସରସ୍ବତୀଙ୍କ ଭତ୍ତା ଖାତା ନଂ. ୩୩/୯, ୨୦୨୦ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ…

ଜୀବନଜୀବିକା, ଜଳ, ଜଳବାୟୁ ଆମର ହକ୍‌

କେନ୍ଦ୍ରାପଡା ଅଫିସ୍‌, ୧୫ା୩:ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦ ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ା ଜିଲା ଜନ ଅଧିକାର ଅଭିଯାନ ଏହାକୁ ବିରୋଧ କରିବା ସହ ଆନ୍ଦୋଳନରେ ରାଜ୍ୟବାସୀ ସାମିଲ ହେବେ ବୋଲି ଆଶା ପ୍ରକଟ କରିଛିି। ଏହାକୁ ଉପକୂଳ…

ଡକାୟତି ଅଭିଯୁକ୍ତ ୩୭ ବର୍ଷ ପରେ ଗିରଫ

ପାଟକୁରା,୧୪ା୩(ଡି.ଏନ.ଏ.): କମିଶନରେଟ୍‌ ପୋଲିସ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାର ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଗିରଫ କରିଥିଲା। ଏହି ଚର୍ଚ୍ଚା ସରି ନ ଥିବା ବେଳେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ପୋଲିସ ଜଣେ ଡକାୟତଙ୍କୁ…

ଗ୍ରାମାଞ୍ଚଳରେ ନକଲି ଡାକ୍ତର

ମହାକାଳପଡା,୧୨।୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସରକାରୀ ଡାକ୍ତର ଅଭାବ ଯୋଗୁ ଲୋକେ ବିକଳ୍ପ ଭାବେ ନକଲି ଡାକ୍ତର, ବଇଦ ବା କ୍ୱାକ୍‌ଙ୍କ ସହାୟତା ନେଇଛନ୍ତି। ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ…

ଅଲିଭ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ ଆରମ୍ଭ: ହଜାରେ ଅଣ୍ଡାରୁ ଗୋଟିଏ କଇଁଛକୁ ମିଳେ ପୂର୍ଣ୍ଣ ଜୀବନ

କେନ୍ଦ୍ରାପଡା ଅଫିସ,୧୨।୩: ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସମୂହ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଥିବା ବାବୁବାଲି, ଅଗରନାସୀ, ବରୁଣେଇ, ପେଣ୍ଠ, ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମିରେ…

ଚାଲିଛି ପିରାହ୍ନା ମାଛଚାଷ

କେନ୍ଦ୍ରାପଡ଼ା ଅଫିସ, ୧୧ା୩:ରୂପଚାନ୍ଦି ମାଛ ଖାଇବାକୁ ସୁସ୍ବାଦୁ। ଏହାର ଶରୀର ମାତ୍ର ଗୋଟିଏ କଣ୍ଟ(ହାଡ)ରେ ରହିଛି। ତେବେ ପିରାହ୍ନା ପ୍ରଜାତିର ଏହି ମାଛଙ୍କ ବାସସ୍ଥଳୀ ଅଞ୍ଚଳର ସମଗ୍ର ଜୈବବିବିଧତାକୁ ନଷ୍ଟ କରି ଦେଇଥାଏ। ଏହି ମାଛଚାଷ ବନ୍ଦ ପାଇଁ ନିଉଗୁଏନା ସମେତ…

ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ରାଜନଗର,୧୧ା୩(ଡି.ଏନ.ଏ.):ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ କୁହାଯାଉଥିତ୍ବା ଗହୀରମଥାର ନାସୀ-୧ ଓ ନାସୀ-୨ରେ ମଙ୍ଗଳବାର ସନ୍ଧ୍ୟାରୁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଳମ୍ବିତ ରାତି ସୁଦ୍ଧା ପ୍ରାୟ ୧୧ଶହ ଅଲିଭରିଡ୍‌ଲେ କଇଁଛ ଅଣ୍ଡାଦାନ କରିଛନ୍ତି। ମାଆ କଇଁଛମାନେ ବେଳାଭୂମିକୁ ଉଠିବା ପରେ ବାଲିରେ…

ଯୌତୁକ ନିଆଁରେ ଜଳିଗଲେ ମହିଳା

ରାଜନଗର,୧୦।୩: ତାଳଚୁଆ ସାମୁଦ୍ରିକ ଥାନା ଅଧୀନ ବାଘମାରୀ ଗାଁରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ବୈଶାଖୀ ପାଳ। ଶାଶୁ, ଶ୍ୱଶୁର, ସ୍ବାମୀ ଓ ଦିଅର ମିଶି ତାଙ୍କୁ ହତ୍ୟା କରିଥିବା ବୈଶାଖୀଙ୍କ ବାପା…

ଖରସ୍ରୋତା ପାଣିରେ ହେବ ଚାଷ

ରାଜକନିକା,୮।୩(ଡି.ଏନ.ଏ.): ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୂଆପଡା ପଞ୍ଚାୟତରୁ ଦେଉଳସାହି କଲଭଟ ୫ କି.ମି. ନାଳ ଖୋଳା ଆରମ୍ଭ ହୋଇଛି। ସେହିପରି ବନ୍ଧସାହି, ମିର୍ଜାପୁର, ବଳିଭଣ୍ଡା ଓ ଚଢେଇଖିଆ ନାଳ ବାଟେ ଖରେସ୍ରୋତାର ମଧୁର ପାଣି ପ୍ରବେଶ କରୁଛି। ଚାଷ ପାଇଁ ଏହି…

ଅପହରଣ ନାଟକ ରଚିଲେ ନାବାଳକ: ପୋଲିସ ନାକେଦମ୍‌

ଡେରାବିଶ,୫।୩(ସ୍ବ.ପ୍ର.): ମା’ବାପାଙ୍କ ଅତ୍ୟାଧିକ ସ୍ନେହ ଯୋଗୁ ପିଲାମାନେ କିପରି ବାଟ ହୁଡୁଛନ୍ତି ତା’ର ଏକ ଉଦାହରଣ ଡେରାବିଶରେ ଦେଖିବାକୁ ମିଳିଛି। ଡେରାବିଶ ଥାନା ଅଞ୍ଚଳର ଜଣେ ନାବାଳକ(୧୭) ବାପାଙ୍କ ଏଟିଏମ୍‌ କାର୍ଡ ନେଇ ୭୮ ହଜାର ଟଙ୍କା ଉଠାଇ ସାଙ୍ଗମାନଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?