ଅସ୍ଥାୟୀ ଡମ୍ପିଂୟାର୍ଡ ପାଲଟିଛି କଚେରି ପୋଖରୀ
ପଟ୍ଟାମୁଣ୍ଡାଇ, ୨୫।୧୦ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ମ୍ୟୁନିସିପାଲିଟି ପକ୍ଷରୁ ଡମ୍ପିଂୟାର୍ଡ ନିର୍ମାଣ ହେବା ନେଇ ୨୦୧୩ରୁ ଯୋଜନା ଚାଲିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ଅନ୍ୟପକ୍ଷେ…
୪୩୮ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବ
କେନ୍ଦ୍ରାପଡ଼ା ଅଫିସ,୨୩।୧୦: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ସାନମଙ୍ଗରେ ୨ଟି ଅଙ୍ଗନୱାଡି କେନ୍ଦ୍ର ନିକଟସ୍ଥ ସ୍କୁଲ ବାରଣ୍ଡାରେ ଚାଲିଥିଲେ ମଧ୍ୟ ଏହାର ଗୃହ ନିର୍ମାଣ ହୋଇ ନାହିଁ। ଏହି ଦୁଇ କେନ୍ଦ୍ର ନିର୍ମାଣ ପାଇଁ ୨୦୧୯ ଜାନୁୟାରୀ ୫ ଓ ଅଗଷ୍ଟ…
ଚିଙ୍ଗୁଡି ଘେରି ଯୋଗୁ ଅପରାଧ ବଢୁଛି
କେନ୍ଦ୍ରାପଡା ଅଫିସ/ ରାଜକନିକା, ୧୨। ୧୦: କେନ୍ଦ୍ରାପଡ଼ା ଜିଲାରେ ଦିନକୁ ଦିନ ବେଆଇନ ଚିଙ୍ଗୁଡି ଘେରି ବଢ଼ି ଚାଲିଛି। ଏହି ଘେରି ନିର୍ମାଣ ଜିଲାର ସମୁଦ୍ର ଉପାନ୍ତ ଅଞ୍ଚଳ ମହାକାଳପଡା ଓ ରାଜନଗର ବ୍ଲକରେ ଆଉ ସୀମିତ ନାହିଁ। ରାଜକନିକା ବ୍ଲକରେ…
ବରୁଣାଡ଼ିହା ପାନୀୟ ଜଳ ପ୍ରକଳ୍ପ ମାମଲା: ପୁନର୍ବାର କାର୍ଯ୍ୟ ଆରମ୍ଭକୁ ବିରୋଧ
କେନ୍ଦ୍ରାପଡ଼ା ଅଫିସ,୯।୧୦: କେନ୍ଦ୍ରାପଡ଼ା ଜିଲାର ଆଳି ଓ ରାଜକନିକା ବ୍ଲକ ସୀମା ବରୁଣାଡିଆଠାରେ ଖରସ୍ରୋତା ନଦୀରେ ବର୍ଷେ ଧରି ପଡିରହିଥିବା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଠିକା ସଂସ୍ଥା ପୋଲିସ ସାହାଯ୍ୟରେ…
ମତ୍ସ୍ୟଜୀବୀ ନିଖୋଜ
ମହାକାଳପଡା,୮।୧୦(ଡି.ଏନ.ଏ): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ସ୍ଥାନୀୟ ମହାନଦୀ ଶାଖା ଟୁବି ଗଳିଆ ନଦୀରେ ଏକ ଅଘଟଣ ଘଟିଛି। ମାଛ ଧରା ଡଙ୍ଗାରୁ ଅସାବଧନତାବଶତଃ ଜଣେ ମତ୍ସ୍ୟଜୀବୀଙ୍କ ଗୋଡ ଖସିଯିବାରୁ ସେ ନଦୀରେ ଗଳି ପଡି ନିଖୋଜ ଥିବା ଜଣାପଡିଛି। ଅଛନ୍ତି।…
ଚାରିଘରିଆବାସୀଙ୍କ ଥଇଥାନ ମାମଲା: ଆଶା, ଆଶଙ୍କାରେ ବିତୁଛି ଜୀବନ
କେନ୍ଦ୍ରାପଡ଼ା ଅଫିସ,୫।୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ ସେମାନଙ୍କୁ ବାରମ୍ବାର ନୋଟିସ ହେଉଛି। ସେମାନଙ୍କ ଥଇଥାନ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ହୋଇ…
ବର୍ଷା, ବନ୍ୟାରେ ଉଜୁଡ଼ିଲା ଧାନ ଫସଲ
ଡେରାବିଶ,୨ା୧୦ (ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ଡେରାବିଶ ବ୍ଲକରେ ବହୁ ଧାନ ଫସଲ ନଷ୍ଟ ହୋଇଛି। ଯେଉଁଠି ଧାନଗଛ ଭଲ ଥିଲା ଏବେ ହଳଦିଗୁଣ୍ଡି ଓ ଚକଡ଼ା ପୋକ ଲାଗି ତାହା ନଷ୍ଟ ହେବାକୁ ବସିଛି। ଏହାକୁ ନେଇ…
ନିର୍ମାଣ ଅପେକ୍ଷାରେ ଗଲାଣି ୨ ବର୍ଷ
କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା…
ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ରାଜନଗର,୧ା୧୦(ଡି.ଏନ୍.ଏ.): ଦୀର୍ଘ ୭ ମାସ ପରେ ଗୁରୁବାରଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକା ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ରାତ୍ରିଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଅନୁମତି ମିଳିବ ବୋଲି ପ୍ରଶାସନ…
୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଆଳି, ୧।୧୦(ଡି.ଏନ.ଏ )-ବଲିଉଡ ଅଭିନେତ୍ରୀଙ୍କ ଡ୍ରଗ୍ସ କାରବାର୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଳିରୁ ବ୍ରାଉନସୁଗାର ଜବତ ହେବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ହଇଚଇ ସୃଷ୍ଟି କରିଛି। ଆଳି ପୋଲିସ ବୁଧବାର ରାତିରେ ପତ୍ରପୁର ସେତୁ ନିକଟରେ ଜଣେ…
ଓଲା ଗାଡ଼ି ଅପହରଣ କରି ୩ ଗିରଫ
କେନ୍ଦ୍ରାପଡା ଅଫିସ/ପଟ୍ଟାମୁଣ୍ଡାଇ (ସ୍ବ.ପ୍ର.),୨୫।୯: ଭୁବନେଶ୍ୱରରୁ ଏକ ଓଲା ଗାଡ଼ିକୁ ଅପହରଣ କରିବା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜନଗର ଥାନା ଗଳିଦଣ୍ଡା ଗ୍ରାମର ତ୍ରିଲୋଚନ ସାମନ୍ତରାୟ ଓରଫ ଦିପୁ, ପଟ୍ଟାମୁଣ୍ଡାଇ ଥାନା ଡାମରପଙ୍କ ବାଲିପାଟଣା ଗ୍ରାମର ପରେଶ…
ଗାଁ ଦାଣ୍ଡରେ ୪ ଦିନ ହେବ ପଡ଼ିରହିଛି ମା’ ଝିଅଙ୍କ ମୃତଦେହ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
ରାଜନଗର,୨୩।୯(ଡି.ଏନ୍.ଏ): ମାମୁ ଘର ସମ୍ମୁଖରେ ଭାଣିଜୀର ମୃତଦେହ ୪ ଦିନ ହେବ ପଡ଼ିରହିଛି। ଏହା ସହ ପାଖରେ ଏକ ଆମ୍ବୁଲାନ୍ସରେ ମା’ର ମୃତଦେହ ପଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଅଞ୍ଚଳରେ। ଘଟଣାରେ ସମ୍ପୃକ୍ତ…
Archives


