କେନ୍ଦ୍ରାପଡ଼ା

୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା ଅଫିସ,୨୮।୧୨: ଜାନୁୟାରୀ ୨ ରୁ ୧୧ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ବନ୍ଦ ରହିବ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଏ ନେଇ ୧୦ ଦିନ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ…

ନାସାରେ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ

ରାଜକନିକା,୨୮।୧୨(ଡି.ଏନ.ଏ.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଶନିବାର ନୂଆ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ ନାୟକ(୩୦)। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ହାଟସାହିର ବିରଞ୍ଚତ୍ ନାରାୟଣ ନାୟକଙ୍କ ସେ ଏକମାତ୍ର କନ୍ୟା। ସେ ‘ଜେମ୍ସ ଓ୍ବେବ୍‌ ସ୍ପେସ୍‌…

ପାଉଁରୁଟିକୁ ନେଇ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୨୭ା୧୨: ହାଲକା ଖାଦ୍ୟ ଭାବେ ପାଉଁରୁଟି ଜଣାଶୁଣା। ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ କାର୍ବୋହାଇଡ୍ରେଟ୍‌ ଓ ଅନ୍ୟାନ୍ୟ ଉପାଦାନ ମିଳିଥାଏ। ତେବେ ଏହି ପାଉଁରୁଟି ଏବେ ସୁରକ୍ଷିତ ନୁହେଁ। ବାସି ପାଉଁରୁଟି ଖାଇ କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ଦୁଇ ଛୋଟ…

ବିପଦରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ

ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ୍‌ ଭାବେ ଅନୁପ୍ରବେଶ। ଏହାକୁ ନେଇ ଏବେ ପ୍ରଶାସନ ପକ୍ଷରୁ ଚିନ୍ତା ବଢ଼ୁଛି। ସେଥିପାଇଁ ବିଭିନ୍ନ ଗଳାବାଟ ଦେଇ କିପରି ବନ୍ୟ ଜୀବଜନ୍ତୁ…

ବଡ଼ଦିନରେ ଭିତରକନିକାରେ ୧୬୭୦ ପର୍ଯ୍ୟଟକ

ରାଜନଗର,୨୬ା୧୨(ଡି.ଏନ.ଏ.): ବଡ଼ଦିନରେ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ ଦିନତମାମ ଲାଗି ରହିଥିଲା। ୧୬୭୦ ପର୍ଯ୍ୟଟକ ଭିତରକନିକାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୨୦୦ ପର୍ଯ୍ୟଟକ ଜଳପଥ ଅର୍ଥାତ୍‌ ୧୧୦ଟି ବୋଟରେ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି।ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବି ଭିତରକନିକାର…

ମାଂସ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୨୫।୧୨: ଭିତରକନିକା ଜାତୀୟ ଉଦ୍ୟାନରୁ ଗତ ୯ ତାରିଖରେ ହରିଣ ଶିକାର କରି ବଗପାଟିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଫକୀର ମୋହନ ନାୟକ ଧରାପଡିଥିଲେ। ଏହି ଘଟଣାରେ ଜେଲ ଯିବା ପରେ ତାଙ୍କୁ ଜିଲା ଶିକ୍ଷା ବିଭାଗ…

ଖବରଦାତା ଗିରଫ ମାମଲା: ଆଇଆଇସି, ଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଳି,୨୪ା୧୨(ଡି.ଏନ.ଏ.): ଆଳି ଥାନା ଅଞ୍ଚଳର ୨ ଖବରଦାତାଙ୍କୁ ପୋଲିସ ଗିରଫ ଘଟଣାରେ ଆଇଆଇସି, ଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ହାଇକୋର୍ଟ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୮ରେ ଆଳି ଅଞ୍ଚଳର ଖବରଦାତା ଶୁଭାଶିଷ ଷଡଙ୍ଗୀ ଓ ଦୁଷ୍ମନ୍ତ ଆଚାର୍ଯ୍ୟ…

୩ ଦଳ ପାଇଁ ଅନେକ ପ୍ରସଙ୍ଗ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହୋଇପାରେ। ଇତିମଧ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟକୁ ପହଞ୍ଚତ୍ଲାଣି। ନିର୍ବାଚନ ୫ ପର୍ଯ୍ୟାୟରେ କରାଇବା ପାଇଁ ଅଞ୍ଚଳ ଚିହ୍ନଟ ସରିଛି। ସେହିପରି ଯେତେ ଶୀଘ୍ର ସମ୍ଭବ…

ସରକାରଙ୍କ ଜମି ଅଧିଗ୍ରହଣ, ପଟ୍ଟାରେ ଠିକା ସଂସ୍ଥା

କେନ୍ଦ୍ରାପଡ଼ା ଅଫିସ, ୨୨ା୧୨: ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସି ଅଞ୍ଚଳବାସୀଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ମେଗା ପ୍ରକଳ୍ପ ନିର୍ମାଣ ହେଉଛି। ରାଜ୍ୟ ସରକାର ବସୁଧା ଯୋଜନାରେ ଏଥିପାଇଁ ୯୮୨…

ଫସଲ ଭଲ ଥିବା ଜମିର ବୀମା କମ୍ପାନୀର କ୍ରପ୍‌ କଟିଂ

ରାଜନଗର, ୨୧।୧୨ – ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ଅଞ୍ଚଳର ଧାନ ଫସଲକୁ ଉଜାଡି ଦେଇଛି। କେବଳ ଖରିଫ ଧାନ ଚାଷ ଉପରେ ନିର୍ଭର କରୁଥିବା ରାଜନଗରର ଚାଷୀ ଫସଲକୁ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଲରେ ଧାନ ପଚିଯିବା…

ଭିତରକନିକାରେ ପ୍ରକୃତିପ୍ରେମୀଙ୍କ ଭିଡ଼

ରାଜନଗର,୨୦ା୧୨(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଆରମ୍ଭ ହୋଇଛି ପିକ୍‌ନିକ୍‌ ଋତୁ। ଚଳିତବର୍ଷ ଅକ୍ଟୋବରରୁ ଦେଶ ବିଦେଶ ପର୍ଯ୍ୟଟକଙ୍କ ଆରମ୍ଭ ହୋଇଛି ଭିତରକନିକା ଯାତ୍ରା। ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଭିତରକନିକାକୁ ଆସି ମଜା ଉଠାଉଛନ୍ତି। ପର୍ଯ୍ୟଟକମାନେ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିବାକୁ ଅଧିକ…

କେନ୍ଦ୍ର, ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବ

କେନ୍ଦ୍ରାପଡ଼ା ଅଫିସ,୨୦ା୧୨: କେନ୍ଦ୍ରାପଡ଼ା ସହରଠାରୁ ସିଂହଗାଁ ମାତ୍ର ୨୬ କିଲୋମିଟର । ଏହି ଗ୍ରାମର ପ୍ରସୂତିଙ୍କ ପାଇଁ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନାହିଁ । ଗର୍ଭବତୀମାନେ ଭାରରେ ବୁହା ହୋଇ ୧୦ କିଲୋମିଟର ଦୂର ଅଣ୍ଡରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ୨୨ କିଲୋମିଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri