କେନ୍ଦ୍ରାପଡ଼ା

ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନଙ୍କୁ ରାଷ୍ଟ୍ରୀୟ କଳାରତ୍ନ ସମ୍ମାନ

କେନ୍ଦ୍ରାପଡା ଅଫିସ, ୨ା୬: କ୍ରୀଷ୍ଣା ଆର୍ଟ ସ୍କୁର କଳା ନିର୍ଦ୍ଦେଶକ ତଥା କେନ୍ଦ୍ରାପଡ଼ା ସହରର ଟାଉନ ବଳରାମପୁର ଗ୍ରାମର ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ରାଷ୍ଟ୍ରୀୟ କଳାରାତ୍ନ ସମ୍ମାନ ମିଳିଛି। ଝାଡଖଣ୍ଡ ରାଜ୍ୟ ରାଞ୍ଚତ୍ସ୍ଥିତ କଳା କିର୍ତ୍ତୀ ଆର୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ…

କେନ୍ଦ୍ରାପଡ଼ାରେ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ, ୨ା୬: ଅନୁପ୍ରବେଶ ଓ ଆତଙ୍କବାଦ ସହ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଜିଲାର ୪୮ କିଲୋମିଟର ଖୋଲାମେଲା ସମୁଦ୍ର ତଟ…

କମ୍ପାନୀ କବଳରେ କୁକୁଡ଼ା ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧।୬:  ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ଜରିଆରେ ଯୁବଗୋଷ୍ଠୀଙ୍କୁ କୁକୁଡା ଚାଷ ପାଇଁ ଋଣ ଆଣି ଯୋଗାଇ ଦେଉଛନ୍ତି। କୁକୁଡା ଚାଷ କରି ଦୁଇ ପଇସା ରୋଜଗାର କଲେ ପରିବାର ପ୍ରତିପୋଷଣରେ…

ଏନ୍‌ଜିଟି ନିୟମ ମାନୁନାହାନ୍ତି ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୩୧ା୫:କେନ୍ଦ୍ରାପଡ଼ା ଜିଲାରେ ଇଟାଭାଟି ଓ ବାଲି ଚୋରାଚାଲାଣ ଲାଗି ନଦୀଶଯ୍ୟାକୁ ଖୋଳାଯାଉଛି। ଏନ୍‌ଓସି ନ ଥାଇ ଅବାଧରେ ବାଲି ଚାଲାଣ ହେଉଛି। ବେଆଇନ ଲଘୁ ଖଣିଜ ସମ୍ପଦ ଚାଲାଣ ଯୋଗୁ ରାଜକୋଷକୁ ରାଜସ୍ବ ମିଳୁ ନ ଥିବା ବେଳେ…

ଗାଁରେ ଏବେ ବି ବଞ୍ଚିଛି ଚାଟଶାଳୀ

ମହାକାଳପଡ଼ା,୩୧ା୫ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ନଦୀନାଳଘେରା ମହାକାଳପଡ଼ା ବ୍ଲକ ସ୍ଥାନୀୟ ବାରଡାଙ୍ଗ ଗଁାରେ ବଞ୍ଚତ୍ ରହିଛି ୫୮ ବର୍ଷର ଚାଟଶାଳୀ। ସାରାଜୀବନ ଅବିବାହିତ ରହି ଅବଧାନେ ରାମଚନ୍ଦ୍ର ଭୋଳ (୭୨) ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବାରୁ ଶାରୀରିକ…

ମଝି ନଈରେ କୁମ୍ଭୀର ସହ ଲଢ଼ିଲେ ନାବାଳକ

ପଟ୍ଟାମୁଣ୍ଡାଇ,୩୦।୫(ଡି.ଏନ୍‌.ଏ.): ଗାଧୋଇବାକୁ ଗଲାବେଳେ ଟାଣିନେଲା କୁମ୍ଭୀର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ପଞ୍ଚାୟତ ଅରାଜି ଗାଁରେ। ସୂଚନାଯୋଗ୍ୟ, ଅରାଜି ଗାଁର ମନୋଜ ସାହୁଙ୍କ ସାନ ପୁଅ କାଣିନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି…

ପୋତି ହେଲାଣି କେନାଲ, ଶେଷ ମୁଣ୍ଡରେ ପହଞ୍ଚୁନି ପାଣି

ମହାକାଳପଡ଼ା,୩୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରାଚୀନ ନୌବାଣିଜ୍ୟର ମୂକସାକ୍ଷୀ କୁହାଯାଉଥିବା ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ତା’ର ସତ୍ତା ହରାଇଛି। ଏହି କେନାଲ ପୋତି ହୋଇଯିବାରୁ ଚାଷ ସମୟରେ ପାଣି ଶେଷ ମୁଣ୍ଡରେ ପହଞ୍ଚତ୍ ପାରୁନାହିଁ ବୋଲି ଅଭିଯୋଗ ହେଉଛି।…

ପ୍ରଦୂଷଣ ବଳୟରେ ଶିଳ୍ପବିହୀନ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩୦ା୫: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର, କଟକ, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ରାସାୟନିକ ପ୍ରଦୂଷଣ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ…

ପଲିଥିନ୍‌ ବ୍ୟବହାର ବଢ଼ୁଛି, ପ୍ରଶାସନ ନୀରବଦ୍ରଷ୍ଟା

ପଟ୍ଟାମୁଣ୍ଡାଇ, ୩୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଞ୍ଚଳରେ ପଲିଥିନ୍‌ ଏବଂ ଥର୍ମୋକୁଲ ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ପଟ୍ଟାମୁଣ୍ଡାଇ ବଜାର ଡେଲି ମାର୍କେଟ, କଲେଜ ରୋଡ ଓ ରାଧାରମଣ ମଠ ନିକଟରେ ବ୍ୟବହାର କରାଯାଇଥିବା କୁଢ଼କୁଢ଼ ପଲିଥିନ…

ମହଙ୍ଗା ପଡ଼ିଲା ଫେସ୍‌ବୁକ ପ୍ରେମ: ଛଦ୍ମବେଶୀ ଯୁବକଙ୍କ ଚୁଟି କାଟିଦେଲେ ଗ୍ରାମବାସୀ

ବାସୁଦେବପୁର, ୨୭।୫(ଡି.ଏନ.ଏ.): ଫେସ୍‌ବୁକରୁ ପ୍ରେମ ଓ ପରେ ବିବାହ। ଜଣେ ଛଦ୍ମବେଶୀ ଯୁବକଙ୍କୁ ମହଙ୍ଗା ପଡ଼ିଛି ପ୍ରେମ କରିବା କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାରେ। ସୂଚନାଯୋଗ୍ୟ, ଜମ୍ବୁ ରାମନଗର ଗ୍ରାମର ମେଘନା ଓରଫ ମେଘନାଦ ମଣ୍ଡଳ ନିଜକୁ…

ବୋହୂ ଋଣ ପାଇଁ ଶାଶୁଙ୍କୁ ତାଲା

ରାଜକନିକା,୨୭ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାର ମିଶନ ଶକ୍ତି ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଜରିଆରେ କମ୍‌ ସୁଧ ହାରରେ ବ୍ୟାଙ୍କ ଋଣ ଯୋଗାଇ ଦେଉଛନ୍ତି। ଏହି ଋଣ ଅର୍ଥକୁ ମହିଳାମାନେ ବିନିଯୋଗ କରି ଛେଳି,…

ଚଳନ୍ତା ଟ୍ରକ୍‌ରେ ଯୁବକଙ୍କୁ ବନ୍ଧା ହେବା ଘଟଣା: ଚାଳକ ଗିରଫ

ପାରାଦୀପ,୨୬ା୫(ସ୍ବ.ପ୍ର.): ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥ ଭୂତମୁଣ୍ଡାଇ ମହାନଦୀ ପୋଲ ଉପରେ ଜଣେ ଯୁବକଙ୍କୁ ଟ୍ରକ୍‌ରେ ବାନ୍ଧି ଚଳାଇବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ପାରାଦୀପ ଲକ୍‌ ଥାନା ପୋଲିସ ଟ୍ରକ ଚାଳକଙ୍କୁ ବୁଧବାର ସାରେ ଗିରଫ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri