ଖରିଫ ଧାନରେ ମାଟିଆଗୁଣ୍ଡି ପୋକ
କେନ୍ଦ୍ରାପଡ଼ା ଅଫିସ, ୩୦ା୮:ଚଳିତ ବର୍ଷର ଲଗାଣ ବର୍ଷା ଓ ବନ୍ୟାଜନିତ କ୍ଷତି ଆକଳନ ସରିନାହିଁ। ରାଜକନିକା ଓ ଆଳି ବ୍ଲକ ଅଞ୍ଚଳରେ ପୁନର୍ବାର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀରେ ବନ୍ୟା ଆସି କ୍ଷେତ ଜମି ପାଣି ଘେରରେ ଅଛି। ଏପରି କି…
ଭଙ୍ଗାଘରେ ବିତୁଛି ଜୀବନ, ବର୍ଷେ ହେଲା ମିଳୁନି ରାଶନ
ରାଜନଗର,୩୦ା୮(ଡି.ଏନ.ଏ.):କେହି ଯେପରି ଉପାସରେ ନ ରହିବେ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ସରକାର ଗରିବ ଲୋକମାନଙ୍କୁ ପ୍ରତିମାସରେ ଚାଉଳ, ଗହମ ଯୋଗାଇ ଦେଉଛନ୍ତି। କିନ୍ତ୨ୁ ଭଙ୍ଗା ଚାଳଘର ଉପରେ ପାଲ ଟାଣି ରହୁଥିବା ଗରିବ ପରିବାର ବର୍ଷେ ହେଲା ରାଶନ…
ଚଢ଼ା ଦରରେ ସାର ବିକ୍ରି: ଚିନ୍ତାରେ ଚାଷୀ
ମହାକାଳପଡ଼ା, ୩୦ା୮(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମୋଟ ଚାଷ ଜମି ୨୮,୫୦୦ ହେକ୍ଟରରୁ ଅଧିକ। ସେଥିମଧ୍ୟରୁ ୨୪ ହଜାର ହେକ୍ଟରରୁ ଅଧିକ ଜମିରେ ଖରିଫ ଧାନ ଫସଲ ହେଉଛି। ଏହି ଅଞ୍ଚଳରେ ୭ ହଜାରରୁ ଅଧିକ ଜଳସେଚନ ଜମି ରହିଛି। ଭାଦ୍ରବ…
ଉପକୂଳ ଅଞ୍ଚଳରେ ଭେଡ଼ି ଚାଷ
ମହାକାଳପଡ଼ା,୨୯ା୮(ଡି.ଏନ.ଏ.): ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳ ଅଞ୍ଚଳରେ ଭେଡ଼ି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିଛି। ସମୁଦ୍ର ଉପକୂଳବର୍ତ୍ତୀ ଗାଁରେ ଲୋକମାନେ ସାଧାରଣତଃ ମେଣ୍ଢା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷକୁ ଗୋଟିଏ…
କୁମ୍ଭୀର ବଂଶ ବୃଦ୍ଧିକୁ ନେଇ ଚିନ୍ତା
କେନ୍ଦ୍ରାପଡ଼ା ଅଫିସ,୨୯ା୮: ବେଲୁନରେ ଅତ୍ୟଧିକ ପବନ ଭରିଲେ ଫାଟିଯାଏ। ଏହି ପରିସ୍ଥିତି ଜାତୀୟଉଦ୍ୟାନ ଭିତରକନିକା ଅଞ୍ଚଳରେ କୁମ୍ଭୀର ବଂଶ ବୃଦ୍ଧି କ୍ଷେତ୍ରରେ ଦେଖାଯାଇଛି। ଭିତରକନିକାର ସୀମିତ ଅଞ୍ଚଳରେ ଅତ୍ୟଧିକ କୁମ୍ଭୀର ପ୍ରଜନନ କେନ୍ଦ୍ରାପଡ଼ା ଜିଲା ସମେତ ନିକଟସ୍ଥ ଯାଜପୁର ଓ ଭଦ୍ରକ…
ସ୍ତ୍ରୀ, ପ୍ରେମିକ ଜେଲ ଗଲେ
ରାଜକନିକା,୨୯ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଭାମଣ୍ଡା ଗ୍ରାମର ନୃସିଂହନାଥ ମନ୍ଦିର ପୂଜକ ରଙ୍ଗାଧର ଦାଶଙ୍କ ମୃତଦେହ ମିଳିବାର ୬ ଦିନ ପରେ ରାଜକନିକା ଥାନା ପୋଲିସ ମୃତକଙ୍କ ସ୍ତ୍ରୀ ରତ୍ନମଣି ଓ ତାଙ୍କ ପ୍ରେମିକ ଅସିତ ଶତପଥୀଙ୍କୁ ଗିରଫ କରି…
ଆଳି ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ
ଆଳି,୨୯ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ କଳଦିଆ ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ଆଣି ଥାନାରେ ନିସ୍ତୁକ ପିଟିଛି। ପୋଲିସର ଏପରି ଥାର୍ଡଡିଗ୍ରୀକୁ ନେଇ ଯୁବକଙ୍କ ସ୍ତ୍ରୀ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଘଟଣା…
୩୦ରେ ପେଟ୍ରୋକେମିକାଲ ପ୍ଲାଣ୍ଟ ପାଇଁ ଜନଶୁଣାଣି
କେନ୍ଦ୍ରାପଡ଼ା ଅଫିସ,୨୮।୮: ଇଣ୍ଡିଆନ ଅଏଲ୍ କର୍ପୋରେଶନ ଲିମିଟେଡ୍ର ଅଏଲ ରିଫାଇନାରି ପକ୍ଷରୁ ୨୮୪.୧୫ ବର୍ଗ କିମି (୨୮,୪୧୫ ହେକ୍ଟର) ପରିଧି ମଧ୍ୟରେ ପେଟ୍ରୋଲିୟମ, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇନ୍ଭେଷ୍ଟମେଣ୍ଟ ରିଜିଅନ (ପିସିପିଆଇଆର) ପ୍ଲାଣ୍ଟ ନିର୍ମାଣ ଯୋଜନା ଅଛି। ଏଥିପାଇଁ ଜଗତ୍ସିଂହପୁର ଜିଲା…
୧୫ କି.ମି. ରାସ୍ତା ପାଇଁ ପୁଣି ୧୮ କୋଟି ଖର୍ଚ୍ଚ ହେବ
ପଟ୍ଟାମୁଣ୍ଡାଇ,୨୮।୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବାଇପାସ୍ ପାଖରୁ ବାହାରିଥିବା ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ଘେରି ବନ୍ଧ ପୁରୁଣା ରାସ୍ତା ଗୁରୁତ୍ୱ ବହନ କରେ। ଏହି ରାସ୍ତାର ମରାମତି ନାମରେ ବାରମ୍ବାର ବିପୁଳ ଅର୍ଥ ଖର୍ଚ୍ଚ ହୋଇସାରିଲାଣି। ପୁଣି ୧୫ କିମି ରାସ୍ତା ପାଇଁ ୧୮ କୋଟି…
ସ୍ବାମୀଙ୍କ ମୃତଦେହକୁ ୧୬ ଘଣ୍ଟା ଜଗିରହିଲେ ସ୍ତ୍ରୀ
ପଟ୍ଟାମୁଣ୍ଡାଇ ୨୮।୮(ସ୍ବ.ପ୍ର.): ଜଣେ ବୃଦ୍ଧଙ୍କ ମୃତଦେହକୁ ଡାକ୍ତରଖାନାରୁ ନେବାକୁ ଆସିଲେନି ଝିଅ, ପୁଅ। ଫଳରେ ମୃତଦେହକୁ ତାଙ୍କ ସ୍ତ୍ରୀ ୧୬ ଘଣ୍ଟା ଧରି ଜଗି ରହିବା ପରେ ସାମାଜିକ କର୍ମୀମାନେ ଶନିବାର ସଂସ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା…
ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା
ପଟ୍ଟାମୁଣ୍ଡାଇ ୨୭ା୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସର୍ବଶିକ୍ଷା ଡିପିସି ଯୋଜନାରେ ସ୍କୁଲର ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ଅଭିଭାବକ ମହାସଂଘ ଜିଲା ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ଅଳପୁଆ ନୋଡାଲ…
ଅସହାୟ ବୃଦ୍ଧଙ୍କୁ ମିଳିଲା ରାଶନ କାର୍ଡ, ଖାଦ୍ୟ ସାମଗ୍ରୀ
ମହାକାଳପଡ଼ା,୨୭ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ବି.ବି. କଲୋନୀ ଗଁାରେ ଜଣେ ଅସହାୟ ବୃଦ୍ଧ ସୁକଲାଲ ଦେବନାଥ (୭୨)ଙ୍କୁ ଘର ଲୋକ ପର କରି ଦେଇଥିଲେ। ଫଳରେ ଦୀର୍ଘ ୪୦ ବର୍ଷ ଧରି ଗଁା ଶ୍ମଶାନ ନିକଟରେ ଏକ…
Archives


