କନ୍ଧମାଳ

କଟକ CDMO ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗ

କଟକ,୨୨।୮: କଟକ ସିଟି ହସ୍ପିଟାଲ (CDMO ଅଫିସ)ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଚଢ଼ାଉ କରିଛି।…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ବଢୁଛି ସେଲ୍ଫି ପଏଣ୍ଟର ଚାହିଦା

ଦାରିଙ୍ଗବାଡି,୨୨।୮(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ସେପ୍ଟେମ୍ବର ଠାରୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ବିଶେଷ କରି ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ତଥା ପିଇବା ପାଣି,…

ମୂଲ୍ୟବାନ ଗଛ ଚାରି କରିବାକୁ ପ୍ରୟାସ: ବନପାଳଙ୍କ ତଦନ୍ତ ଆରମ୍ଭ, କାର୍ଯ୍ୟାନୁଷ୍ଠାନ ଦାବି

ଦାରିଙ୍ଗବାଡି, ୨୧।୮ (ଅରୁଣ ସାହୁ)- ଜଙ୍ଗଲର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କେବଳ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ନିର୍ଭର ନକରି ଅଞ୍ଚଳବାସୀ ମଧ୍ୟ ଏହାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି…

ତୁହାକୁ ତୁହା ବର୍ଷା: ଘାଟିରେ ଖସିଲା ଅତଡ଼ା, ରାସ୍ତା ଅବରୋଧ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ଦିନ ହେଲା ତୁହାକୁ ତୁହା ବର୍ଷା ଲାଗିରହୁଛି ଫଳରେ ଅଞ୍ଚଳ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଉକ୍ତ ଅଞ୍ଚଳର ପାଙ୍ଗାଲି ଘାଟିରେ ମାଟି ଅତଡ଼ା ସହ ଗଛ ଗୁଡିକ…

ମନରେଗା ଯୋଜନାରେ ବଡ଼ ଦୁର୍ନୀତି: ସରପଞ୍ଚଙ୍କୁ ତାଲା ପକାଇଲେ ଶତାଧିକ ମହିଳା

ତୁମୁଡିବନ୍ଧ,୧୮।୮(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତର ମନରେଗାର ମୋ ଉପକାରୀ ବଗିଚାର ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଶତାଧିକ ମହିଳା ତୁମୁଡି଼ବନ୍ଧ ବ୍ଲକ କାର୍ଯ୍ୟାଳୟକୁ ଆସି ବ୍ଲକ ଘେରାଉ କରିବା ସହ…

ମଶାଣି ଜମିକୁ ଜବରଦଖଲ: ବାଡ଼ ଭାଙ୍ଗିଲେ ଗ୍ରାମବାସୀ

ଦାରିଙ୍ଗବାଡି, ୧୮।୮ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତରେ ରହିଥିବା ମଶାଣି ଜମିକୁ ନେଇ ଦେଖାଯାଇଛି ଉତ୍ତେଜନା। କିଛି ବ୍ୟକ୍ତି ମଶାଣି ଜମିରେ ହଳଦୀ ଚାଷ କରୁଥିବା ଓ ଜମିକୁ ବେଆଇନ ଭାବେ ଜବରଦଖଲ କରିବା ଘଟଣାକୁ ନେଇ…

ସରକାରୀ ବସ୍‌-ହାଇୱା ମୁହାଁମୁହିଁ: ଆଉ ତା’ପରେ..

ଜି.ଉଦୟଗିରି,୧୮।୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ ଡୁଗୁଡ଼ିପାରି ମୁଣ୍ଡାମାଲା ନିକଟରେ କଟକରୁ ବାଲିଗୁଡ଼ା ଆସୁଥିବା ଓଡି୦୫ବିସି-୪୧୦୬ ନମ୍ବର ବିଶିଷ୍ଟ ସରକାରୀ ଯାତ୍ରୀବାହୀ ବସ୍‌ସହ ଓଡି୩୨ଜେ-୭୬୫୫ ନମ୍ବର ବଜରଙ୍ଗ କନଷ୍ଟ୍ରକସନ ହାଇୱା ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଥିଲା।…

ମଶାଣି ଜମି ଜବରଦଖଲ ଅଭିଯୋଗ: ଜମି ନ ଛାଡିଲେ ଅଞ୍ଚଳରେ ଉତ୍ତେଜନା…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତର ମୁଖ୍ୟ ମଶାଣି ଜମିକୁ କିଛି ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ଧୀରେଧୀରେ ମଶାଣିର ବିସ୍ତିର୍ଣ୍ଣ ଜମି ଏବେ ସଙ୍କୁୁଚିତ ହୋଇପଡିଛି। ଜବରଦଖଲକାଙ୍କୁ ଅଞ୍ଚଳବାସୀ ବାରମ୍ବାର ଜଣାଇଲେ ମଧ୍ୟ ଜବରଦଖଲକାରୀ ଜମି…

ପୁଣି ମାନବିକତା ଦେଖାଇଲେ ଦାରିଙ୍ଗବାଡିବାସୀ: ତିଆରି କରିଲେ ବାଉଁଶ କୋକେଇ ବୋହିନେଲେ …

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): ପୂର୍ବ ଶତ୍ରୁତାଥିଲେ, ଅନେକ ସମୟରେ ଗାଁ କିମ୍ବା ପରିବାର ମଧ୍ୟରେ କାହାର ମୃତ୍ୟୁ ଘଟିଲେ ମୃତଦେହକୁ ଶ୍ମଶାକୁ ନେବା ପାଇଁ କାନ୍ଧ ଦିଅନ୍ତି ନାହିଁ। ମାତ୍ର ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ିରେ। ଅଜଣା ଅଶୁଣା ଲୋକଙ୍କ…

କିରିକୁଟିରେ ସପ୍ତାହେ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡ଼ି,୧୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବାରମ୍ବାର ମୋବାଇଲ ସେବା ପୂରା ବନ୍ଦ ହୋଇପଡୁଛି। ଫଳରେ ଉପଭୋକ୍ତାମାନେ ହଟହଟା ହେଉଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ସମୟ ଧରି ଅଚଳ ହୋଇପଡୁଥିବା ବେଳେ ଏବେ…

ଚାଷୀଙ୍କୁ ଭଲ ରୋଜଗାର ଦେଉଛି ବିନ୍‌, ଏବେ ଦର ଖସୁଥିବାରୁ ଚିନ୍ତାରେ ଚାଷୀ

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): ରାଜଧାନୀ ଭୁବନେଶ୍ୱର ହେଉ କି ରାଜ୍ୟର ଅନ୍ୟ ସହର ହେଉ ସବୁଠି ପନିପରିବା ମଧ୍ୟରେ ରାଇକିଆ ବିନ୍‌ର ଚାହିଦା ଅନ୍ୟତମ । ଏବେ ରାଇକିଆ ବିନର ବିହନକୁ ନେଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବହୁଳ ମାତ୍ରାରେ ଚାଷ କରାଯାଉଥିବା…

ତୁହାକୁ ତୁହା ବର୍ଷା, ଚାଷୀ ବ୍ୟସ୍ତ: ବଜାର ଶୂନଶାନ୍‌

ଦାରିଙ୍ଗବାଡି,୧୬/୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ମାସ ହେଲା ତୁହାକୁ ତୁହା ବର୍ଷା ହେଉଛି। ଫଳରେ ଚାଷୀକୂଳକୁ ଯେତିକି ଫାଇଦା ହେବା କଥା କିଛି ଚାଷରେ ଫାଇଦା ହେଉଥିବାବେଳେ ଆଉ କିଛି ଚାଷରେ କ୍ଷତି ସହିବାକୁ ପଡୁଛି। ବିନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?