କନ୍ଧମାଳ

ତୁମୁଡିବନ୍ଧରେ ବନ୍ଦ ପ୍ରଭାବ: ଜନଜୀବନ ପ୍ରଭାବିତ

ତୁମୁଡିବନ୍ଧ,୧୭।୭(ଦୀପକ କୁମାର ପରାସେଠ):ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ବନ୍ଦ ଡାକରାରେ କନ୍ଧମାଳ ଜିଲା ତୁମୁଡିବନ୍ଧ ପୁରା ବନ୍ଦ ଥିବା ଆଜି ଗୁରୁବାର ଦେଖିବାକୁ ମିଳିଛି। ତୁମୁଡିବନ୍ଧ ବ୍ଳକ କଂଗ୍ରେସ କମିଟିର…

ନିଜ ଦଳର ବିଧାୟକଙ୍କୁ ଗୋ ବ୍ୟାକ୍‌ କହିଲେ କଂଗ୍ରେସ କର୍ମୀ: ୨ ଗୋଷ୍ଠୀ ମୁହାଁମୁହିଁ

ଦାରିଙ୍ଗବାଡି,୧୭।୭(ଅରୁଣ ସାହୁ):ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ଶାଖା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ବ୍ଲକ…

କଂଗ୍ରେସର ବନ୍ଦ ଡାକରା ପ୍ରଭାବ: ଚାଲି ଚାଲି ପରୀକ୍ଷା କେନ୍ଦ୍ରକୁ ଆସିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୭ ।୭ (ଅରୁଣ ସାହୁ)-ସାରା ରାଜ୍ୟରେ ଗୁରୁବାର ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ଶାଖା ବନ୍ଦ ଡାକରା ଦେଇଥିବାବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ଦାରିଙ୍ଗବାଡି ସରକାରୀ ଆଇଟିଆଇରେ ପୂର୍ବ ନିର୍ଦ୍ଧାରିତ…

ଏମିତି ପୁଅ ଆଉ ଖୋଜିଲେ ମିଳିବ ନାହିଁ…ରଘୁନାଥଙ୍କୁ ଝୁରୁଛି ସମଗ୍ର ଗାଁ

ଦାରିଙ୍ଗବାଡି,୧୭।୭ (ଅରୁଣ ସାହୁ)- ତାମିଲନାଡୁରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ମୃତଦେହ ଗୁରୁବାର ମଧ୍ୟାହ୍ନରେ ତାଙ୍କୁ ଗ୍ରୀନବାଡି ବାସଭବନରେ ପହଞ୍ଚିଛି। ରଘୁନାଥ ନାୟକ ଓରଫ ଦାସିଆଙ୍କ ମୃତଦେହ ପହଞ୍ଚିବା ସମୟରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ରଘୁନାଥଙ୍କୁ ତାଙ୍କ ପରିବାର…

ବନ୍ଦ ପାଳନବେଳେ ବ୍ୟାନରରୁ କାଟି ବାହାର କରିଦେଲେ କଂଗ୍ରେସ ବିଧାୟକଙ୍କ ଫଟୋ, କମିଟିର ଅବହେଳା ପାଇଁ…

ଦାରିଙ୍ଗବାଡ଼ି,୧୭ା୭(ଅରୁଣ ସାହୁ): ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଉଛି। ତେବେ ବନ୍ଦ ପାଳନ ବେଳେ ଏକ ଅଭାବନୀୟ ପରିସ୍ଥିତି…

କଂଗ୍ରେସର ଓଡ଼ିଶା ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ଠପ୍‌

ଦାରିଙ୍ଗବାଡ଼ି,୧୭ା୭(ଅରୁଣ ସାହୁ): ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନ୍ୟାୟ ନମିଳିବା ଓ ସେ ନ୍ୟାୟ ଦାବି କରି ନିରାଶ ହେବା ପରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଆତ୍ମାହୁତି ଦେବା ଘଟଣାରେ ସାରା ରାଜ୍ୟକୁ ପ୍ରଦେଶ କଂଗ୍ରେସ କମିଟିର…

ଧରିତ୍ରୀ ପ୍ରଭାବ: ଅସୁରକ୍ଷିତ ସୁଲୁମାହା ଜଙ୍ଗଲ, ନିର୍ଭୟରେ ଗଛ କଟା ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲା ବନବିଭାଗ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ସୁଲୁମାହା ଜଙ୍ଗଲ ଅସୁରକ୍ଷିତ ଓ ଦୁର୍ବୃତ୍ତମାନେ ବେଧଡ଼କ ମୂଲ୍ୟବାନ ଗଛକାଟି ନେଇଯାଉଥିବା ଘଟଣାରେ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା ଆକ୍ସନ ମୋଡ୍‌କୁ ଆସିଛନ୍ତି। ଏନେଇ ଧରିତ୍ରୀ ପୋର୍ଟାଲରେ ବୁଧବାର ସକାଳେ ଖବର…

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା, ସମସ୍ତେ ସହଯୋଗ କରିବାକୁ ନିବେଦନ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯେଉଁ ଭଳି ଘଟଣା ଘଟିଗଲା ତାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ…

ଜିଲାପାଳଙ୍କୁ ପୋକ ଲାଗିଥିବା ଛତୁଆ ଦେଖାଇଲେ ଲୋକେ, ସରକାର ଯେଉଁ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି ସେଥିରେ…

ଖଜୁରୀପଡ଼ା,୧୬ା୭(ବିଦୁର ବେହେରା): କୋମଳ ମତି ଶିଶୁମାନଙ୍କର ପ୍ରାରମ୍ଭିକ ଶିକ୍ଷା ପାଇଁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ଥାପନ କରାଯାଇଛି। ଯେଉଁଥିରେ ଶିଶୁମାନଙ୍କର ମାନସିକ ଓ ଶାରୀରିକ ବୃଦ୍ଧି ସହିତ ଉତ୍ତମ ସ୍ବାସ୍ଥ୍ୟ ପାଇ ସରକାର ପୁଷ୍ଟିକର ଖାଦ୍ୟ ସହିତ ଛତୁଆ ଯୋଗାଇ ଦେଉଛନ୍ତି। ଅଙ୍ଗନଓ୍ବାଡ଼ି…

ଗୁମାଡି ନଦୀରେ ଗଡିଲା ଗାଡି, ଖୁବ୍‌ଶୀଘ୍ର ଚାଲିବ ଭାରୀଯାନ: ବିଡିଓ କଲେ କାର୍ଯ୍ୟ ତଦାରଖ

ଦାରିଙ୍ଗବାଡି,୧୬।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ଗତ ୧୦ ଦିନରୁ ଉର୍ଦ୍ଧ ସମୟ ହେଲା ଯାତାୟାତ ବିଛିନ୍ନ ହୋଇଯାଇଥିଲା। ବୁଧବାର ଠାରୁ ଉକ୍ତ ରାସ୍ତାରେ ଗାଡି ମୋଟର ଗଡିଛି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ…

ଅସୁରକ୍ଷିତ ସୁଲୁମାହା ଜଙ୍ଗଲ: ନିର୍ଭୟରେ ଗଛକଟା, ଜଙ୍ଗଲ ବିଭାଗକୁ ଖୋଲା ଚ୍ୟାଲେଞ୍ଜ୍‌

ଦାରିଙ୍ଗବାଡି,୧୬/୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ର ସୁଲୁମାହା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି। ଦୁର୍ବୁତ୍ତ ମାନେ ଜଙ୍ଗଲରୁ ଅତି ମୂଲ୍ୟବାନ ଗଛ ତଥା ଶାଳ, ପିଆଶାଳ, ଶିଶୁ ଭଳି ଗଛ କାଟି ନେଇଯାଉଛନ୍ତି। ବନ ବିଭାଗ ଚୁପ ବସିଛି। ସେପଟେ…

ଦାରିଙ୍ଗବାଡ଼ିରେ ପୁଣି ଜଣେ ଗର୍ଭବତୀଙ୍କ ମୃତ୍ୟୁ: ଅଲଟ୍ରାସାଉଣ୍ଡ କରି ନ ପାରି ଘରକୁ ଫେରିଥିଲେ, ପରେ ଛୁଆ…

ଦାରିଙ୍ଗବାଡି,୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମା’ ଓ ଶିଶୁ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଉଥିବା ଉଦବେଗ ପ୍ରକାଶ ପାଇଛି। ମଙ୍ଗଳବାର ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?