କନ୍ଧମାଳ

ଗାଁକୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳ ପ୍ରଶାସନ

ଫୁଲବାଣୀ ଅଫିସ, ୮।୧: କନ୍ଧମାଳ ଜିଲାର ଅନେକ ଗ୍ରାମ ବାହ୍ୟ ମଳମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏଥିପାଇଁ ଜାତୀୟସ୍ତରରେ ଜିଲାକୁ ପୁରସ୍କାର ମଧ୍ୟ ମିଳିଛି। ସରକାରୀ ଅଧିକାରୀ ଗ୍ରାମରେ ପହଞ୍ଚି ଲୋକଙ୍କୁ ବାହ୍ୟ ମଳମୁକ୍ତ ବିଷୟରେ ଅବଗତ କରାଇ ବୋର୍ଡ ମାରିଛନ୍ତି।...

କିନ୍ନର ଚଳାଇବେ ଏନ୍‌ଏସି ଗାଡ଼ି

ବାଲିଗୁଡ଼ା,୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ ବର୍ତ୍ତମାନ କିନ୍ନରମାନଙ୍କୁ ଆମତ୍ନିର୍ଭରଶୀଳ କରିବାକୁ ଏକ ପ୍ରୟାସ ଆରମ୍ଭ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ଓ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନାରେ ଦୁଇଟି ବ୍ୟାଟେରୀ ଚାଳିତ ନୂତନ ଅଟୋର ଶୁଭାରମ୍ଭ କରାଯାଇଛି।...

ଭିତ୍ତିପ୍ରସ୍ତରରେ ଅଟକିଛି ସାଲ୍‌କି ସେତୁ

ଫୁଲବାଣୀ ଅଫିସ, ୨।୧ – ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ନୂଆଁରିପଦରଠାରେ ସାଲୁଙ୍କି ନଦୀରେ ଏକ ପୋଲ ନିର୍ମାଣ ପାଇଁ ଲୋକେ ବହୁଦିନ ଧରି ଦାବି କରିଆସୁଥିଲେ। ଲୋକଙ୍କ ସମସ୍ୟାକୁ ବୁଝି ସରକାର ପୋଲ ନିର୍ମାଣ ପାଇଁ ସ୍ବୀକୃତି ଦେବାସହ...

ଅବହେଳିତ ପର୍ଯ୍ୟଟନସ୍ଥଳୀ ସିଦିଙ୍ଗି ଘାଇ

ଖଜୁରିପଡ଼ା/ବଳସକୁମ୍ପା, ୨।୧(ଡି.ଏନ.ଏ.): ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଶୀତଦିନର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ମାତ୍ର କନ୍ଧମାଳର ଶୀତ ନିଆରା। ଜିଲାର ବିଭିନ୍ନ ସ୍ଥାନରେ ଶୀତଦିନେ ତୁଷାରପାତ ହେଉଥିବାରୁ ଏଠାକୁ ପ୍ରତିବର୍ଷ ଡିସେମ୍ବର ଓ ଜାନୁୟାରୀରେ ପର୍ଯ୍ୟଟକଙ୍କ ସୁଅ ଛୁଟେ।...

ସୁଧୁରୁନି ସମସ୍ୟା, ଅଣନିଃଶ୍ୱାସୀ ଲୋକେ

ଫୁଲବାଣୀ ଅଫିସ, ୩୧।୧୨: କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ପାରିନାହିଁ। ଲୋକେ ବିଭିନ୍ନ ସମସ୍ୟା ମଧ୍ୟରେ ରହିଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି କଖାରୁଝୋଳ ପଞ୍ଚୟତ ଅଧୀନ ଗେଣ୍ଡୁଲିପିଟା ଗାଁ।...

ଥରୁଛି କନ୍ଧମାଳ: ଫୁଲବାଣୀରେ ୪, ଦାରିଙ୍ଗିବାଡିରେ ୫ ଡିଗ୍ରୀ ତଳକୁ ଖସିଲା ପାରଦ

ଫୁଲବାଣୀ ଅଫିସ, ୨୩ା୧୨: କନ୍ଧମାଳ ଜିଲାରେ ଶୀତର ପ୍ରକୋପ ହଠାତ୍‌ ବଢ଼ିଯାଇଛି । ବିଗତ ତିନି ଦିନ ହେବ ଜିଲାରେ ତାପମାତ୍ରା କମିବାରେ ଲାଗିଛି । ଫୁଲବାଣୀରେ ରବିବାର ୫.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୁଧବାରରେ ସୁଦ୍ଧାରେ ଏହା...

ପେନାଲା ଗ୍ରାମକୁ ରାସ୍ତା ନାହିଁ: କାଠଗଣ୍ଡିରେ ଯାତାୟାତ କରୁଛନ୍ତି ଆଦିବାସୀ

ବାଲିଗୁଡ଼ା,୨୧।୧୨(ଡି.ଏନ୍‌.ଏ.): କନ୍ଧମାଳର ବିକାଶ ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ଯୋଜନା ରହିଛି। ହେଲେ ଏବେ ମଧ୍ୟ ଅନେକ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇଛି। ଫଳରେ ବର୍ଷବର୍ଷ ଧରି ଲୋକେ କାଠଗଣ୍ଡିରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲା...

ଥରୁଛି କନ୍ଧମାଳ: ଦାରିଙ୍ଗିବାଡ଼ିରେ ୬ ଡିଗ୍ରୀ ତଳକୁ ଖସିଲା ପାରଦ

ଦାରିଙ୍ଗବାଡ଼ି,୨୧ା୧୨(ଡି.ଏନ୍‌.ଏ): ସମଗ୍ର କନ୍ଧମାଳ ଜିଲା ଏବେ ଶୀତରେ ଥରୁଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାରଦ ଦିନକୁ ଦିନ ଖସିବାରେ ଲାଗିଛି। ସୋମବାର ସକାଳ ୮ଟା ସୁଦ୍ଧା ୬ ଡିଗ୍ରୀ ତାପମାତ୍ରା ରହିଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଦାରିଙ୍ଗବାଡ଼ି...

ଯବାନ-ମାଓବାଦୀ ଗୁଳି ବିନିମୟ

ଫୁଲବାଣୀ ଅଫିସ, ୨୦ା୧୨-କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅଧୀନ ବିରେନି ଗ୍ରାମ ନିକଟ ଜଙ୍ଗଲରେ ଗତ ୧୭ ତାରିଖରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେଠାରୁ ମାଓବାଦୀମାନେ ଖସି ଯାଇଥିବା ବେଳେ ଜଣେ ମିଲିସିଆଙ୍କୁ ଧରାଯାଇଛି।...

ଘାଟିରେ ଓଲଟିଲା ବସ୍‌, ୨୫ ଯାତ୍ରୀ ଆହତ

ଫୁଲବାଣୀ ଅଫିସ,୧୮ା୧୨: ଗୁରୁବାର ବିଳମ୍ବିତ ରାତିରେ ଖଜୁରିପଡ଼ା ଥାନା ଅନ୍ତର୍ଗତ ସ୍କୁଲ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର...

ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ

ଦାରିଙ୍ଗବାଡ଼ି,୯ା୧୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଇକୋ ରିଟ୍ରିଟ୍‌ ବୁଧବାର ଦାରିଙ୍ଗବାଡିରେ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ଉତ୍ସବ ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ...

ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ପ୍ରଭାବିତ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଅଞ୍ଚଳର ବ୍ରାହ୍ମଣୀଗାଁ, କାଟିଙ୍ଗିଆ ସମେତ ସିମନବାଡ଼ି ଆଦି ଅଞ୍ଚଳରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri