କନ୍ଧମାଳ

ଦାରିଙ୍ଗବାଡିରେ ପ୍ରବଳ ବର୍ଷା ସହ ଶୀତ ଅନୁଭୂତ

ଦାରିଙ୍ଗବାଡି,୫।୨(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବୁଧବାର ସକାଳଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବର୍ଷା ଯୋଗୁ ଶୀତର ପ୍ରକୋପ ମଧ୍ୟ ବୃଦ୍ଧି ପାଇବା ସହ ତାପମାତ୍ରା ୧୦ ଡିଗ୍ରୀ ତଳେ…

ମଧ୍ୟାହ୍ନଭୋଜନ ଚାଉଳରେ ମୂଷାଲଣ୍ଡି

ଦାରିଙ୍ଗବାଡ଼ି,୫।୨(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ହାଇସ୍କୁଲରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ସର୍ବଶିକ୍ଷା ଅଭିଯାନ ପକ୍ଷରୁ କେବଳ ଅଷ୍ଟମର ୧୫୦ ଜଣ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବାବେଳେ ହଷ୍ଟେଲରେ ୧୦୦ ଛାତ୍ରୀଙ୍କୁ ନିୟମ ପ୍ରକାରେ ଖାଇବା ମିଳୁଛି। ଏଥିସହ…

ନିଶାସକ୍ତ ସହକାରୀ ଶିକ୍ଷକ ନିଲମ୍ବିତ

ଫିରିଙ୍ଗିଆ, ୫ା୨-ମଦ୍ୟପାନ କରି ବିଦ୍ୟାଳୟକୁ ଯିବା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳର ଜଣେ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ବଳିଷ୍ଠ ପ୍ରମାଣକୁ ଭିତ୍ତିକରି ବ୍ଲକ ଶିକ୍ଷାଧିକାରୀ (ବିଇଓ) ନିଲମ୍ବିତ କରିଛନ୍ତି। ନିଲମ୍ବିତ ଶିକ୍ଷକ ହେଲେ…

ବାଲିଗୁଡ଼ା କୋର୍ଟରେ ନୂତନ ବିଚାରପତିଙ୍କ ଯୋଗଦାନ: ସ୍ବାଗତ କଲା ଓକିଲ ସଂଘ

ବାଲିଗୁଡା,୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା କୋର୍ଟରେ ନୂତନ ଉପଖଣ୍ଡ ବିଚାରପତି (ଏସ୍‌ଡିଜେଏମ୍‌) ଭାବେ ଚିନ୍ମୟୀ ଜେନା ଯୋଗ ଦେଇଛନ୍ତି। ଏହି ଅବସରରେ ମଙ୍ଗଳବାର ତାଙ୍କୁ ବାଲିଗୁଡା ଓକିଲ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରକାଶ ଯେ, ଏସ୍‌ଡିଜେଏମ୍‌ ସୌମ୍ୟରୂପ ସାହୁ…

‘ଆଜିର ପିଢ଼ି ଆଗାମୀଙ୍କ ପାଇଁ ପ୍ରେରଣାର ଉତ୍ସ ହୁଅନ୍ତୁ’

ଫୁଲବାଣୀ ଅଫିସ, ୪ା୨-କଳା, ସଂସ୍କୃତି, ଐତିହ୍ୟର ପରମ୍ପରାକୁ ନେଇ ଆମ ରାଜ୍ୟ ସ୍ବତନ୍ତ୍ର ା ଉତ୍ସବ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ ା ମନକୁ ଉଲ୍ଲସିତ କରେ ା ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଯୁବ ସମାଜର ପ୍ରୟାସ ଲୋଡ଼ା ା…

ରାସ୍ତା ଅବରୋଧ କରି ୨୩ ଗିରଫ : ନିଖୋଜଙ୍କ ପତ୍ତା ମିଳୁ ନ ଥିବାରୁ କରିଥିଲେ ଆନ୍ଦୋଳନ

ରାଇକିଆ,୪ା୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଜଣେ ଯୁବକ ଗତ ମାସ ୧୫ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଯୁବକଙ୍କ ସମ୍ପର୍କରେ ପତ୍ତା ଲଗାଇବାରେ ପୋଲିସ ସହଯୋଗ କରୁ ନ ଥିବା ପରିବାର ଲୋକେ…

କରୋନା ସମ୍ପର୍କିତ ସଚେତନତା

ରାଇକିଆ,୩।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହରେ ସୋମବାର କରୋନା ଭାଇରସ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି। ବିଡିଓ ପ୍ରବୀଣ ବାଣୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ କାର୍ଯ୍ୟକ୍ରମରେ ଡାକ୍ତର ଚିନ୍ମୟ ପ୍ରଧାନ, ପ୍ରାଣୀ ଚିକିତ୍ସାଧିକାରୀ ସବିର ପ୍ରଧାନ ଯୋଗ ଦେଇ ଏହି…

ନିଖୋଜ ପୁଅର ପତ୍ତା ମିଳୁନି: ପରିବାରବର୍ଗଙ୍କ ରାସ୍ତା ଅବରୋଧ

ରାଇକିଆ,୩।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ଅଲିମାହା ସାହିର ଶୁଭେନ୍ଦୁ ମଲିକ ଗତ ଜାନୁୟାରୀରୁ ନିଖୋଜ ହୋଇଯାଇଛନ୍ତି। ୧୮ ଦିନ ବିତି ଯାଇଥିଲେ ମଧ୍ୟ ନିଖୋଜ ପୁଅର ପତ୍ତା ମିଳିନାହିଁ। ଏ ନେଇ ପରିବାର ପକ୍ଷରୁ ଜାନୁୟାରୀ ୨୫ ତାରିଖରେ ରାଇକିଆ…

ସଫଳତା ପଛରେ ରହିଛି କଠିନ ପରିଶ୍ରମ

ଫୁଲବାଣୀ ଅଫିସ, ୩ା୨-ଲୋକେ ଭାବନ୍ତି କନ୍ଧମାଳ ପଛୁଆ ବା ଅନୁନ୍ନତ। ଏବେ ଆଉ ସେ କନ୍ଧମାଳ ନାହିଁ। ଏହା ଉନ୍ନତି ପଥରେ ଆଗେଇ ଚାଲିଛି। ଆଗାମୀ ଦିନରେ ଏହା ଆଗୁଆ ଜିଲାରେ ପରିଣତ ହେବ। ଯେଉଁଠି ବି ଉନ୍ନତି ହୋଇଛି ତା…

ଥଣ୍ଡାରେ ଠିଆହେଲେ ସ୍କୁଲ ପିଲା; ଇନ୍ଧନ ସଂରକ୍ଷଣ ସଚେତନତା ରାଲି

ଫୁଲବାଣୀ ଅଫିସ, ୩ା୨-ଆଇଓସିଏଲ୍‌ (ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ପକ୍ଷରୁ ଇନ୍ଧନ ସଂରକ୍ଷଣ ସଚେତନତା ରାଲି ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଏହାର ଶୁଭାରମ୍ଭ ପୂର୍ବତନ ଏମ୍‌ପି ଖାରାବେଳ ସ୍ବାଇଁ କରିଥିଲେ। ଏହି ପଦଯାତ୍ରାରେ ସହରର ବିଭିନ୍ନ ସ୍କୁଲର…

ଗାଜଲବାଡ଼ି ଘାଟିରେ ସରୁନି ଗାର୍ଡଓ୍ବାଲ କାର୍ଯ୍ୟ, ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଟଳିଲା ବଡ଼ଧରଣର ଦୁର୍ଘଟଣା

ଦାରିଙ୍ଗବାଡ଼ି,୨।୨(ଡି.ଏନ୍‌.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ଘାଟିରେ ରବିବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରକ୍‌ଟିକୁ ରୋକିବାରେ ସଫଳ ହୋଇଛନ୍ତି। ସୂଚନାଯୋଗ୍ୟ, ଟ୍ରକ ନଂ.(ଓଆର-୧୫ ଆର୍‌-୦୩୬୩) ଦାରିଙ୍ଗବାଡ଼ିରୁ ୫୯ନଂ ଜାତୀୟ ରାଜପଥରେ ବ୍ରହ୍ମପୁର…

ଲାଗିଲା ସଚେତନତା ପୋଷ୍ଟର, ବୁଲିଲା ପ୍ରଚାର ଗାଡ଼ି

ଫୁଲବାଣୀ ଅଫିସ୍‌,୨ା୨-ଫୁଲବାଣୀରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ବାହାରିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଉଠିଛି। ରବିବାର ଜିଲାର ବିଭିନ୍ନ ସ୍ଥାନରେ କରୋନା ରୋଗର ଲକ୍ଷଣ, ଏହାର ନିରାକରଣ ଉପରେ ସଚେତନତା ପୋଷ୍ଟର ଲଗାଯାଇଛି। ଏଥିସହ ପ୍ରଚାର ଗାଡି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?