କରୋନା ମୁକାବିଲା ପାଇଁ ଠିକାଦାର ଦେଲେ ୨ଲକ୍ଷ
ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍.ଏ.)- ଦାରିଙ୍ଗବାଡ଼ିର ବରିଷ୍ଠ ଠିକାଦାର ଗିରିଶ ଚନ୍ଦ୍ର ସାହୁ ଶୁକ୍ରବାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସେ ଫୁଲବାଣୀ ଯାଇ ଅତିରିକ୍ତ ଜିଲାପାଳ ବସନ୍ତ ସାହୁଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ (ପିଏମ୍…
ଏସ୍ଏଚ୍ଜି ପକ୍ଷରୁ ପୋଲିସ ପ୍ରଶାସନକୁ ମାସ୍କ, ଶୁଖିଲା ଖାଦ୍ୟ ବଣ୍ଟନ
ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍.ଏ.)- କରୋନା ମୁକାବିଲାରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଦିନରାତି ପାଟ୍ରୋଲିଂ ସହ ସଚେତନତା ଜାରି ରଖିଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେମାନଙ୍କୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବର୍ଦ୍ଧିତ କରୁଥିବା…
ଏମ୍ଜିଏନ୍ଆର୍ଇଜିଏସ୍ କାମ ପ୍ରତି ବଢୁଛି ଶ୍ରମିକଙ୍କ ଆଗ୍ରହ
ରାଇକିଆ,୨୪ା୪(ଡି.ଏନ୍.ଏ.)- ଏମ୍ଜିଏନ୍ଆର୍ଇଜିଏସ୍ କାମ ପାଇଁ କଟକଣା କୋହଳ ପରେ କନ୍ଧମାଳ ଜିଲା ରାଇକିଆ ବ୍ଲକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯାଇ ଅଧିକରୁ ଅଧିକ ଶ୍ରମିକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଶୁକ୍ରବାର ସୁଦ୍ଧା ବ୍ଲକର…
ଦିବାଧ୍ୟାୟୀ ଛାତ୍ରୀଛାତ୍ରଙ୍କୁ ମିଳୁନି ମଧ୍ୟାନ୍ନ ଭୋଜନ ଚାଉଳ
ଦାରିଙ୍ଗବାଡ଼ି,୨୪।୪(ଡି.ଏନ.ଏ)- ଲକ୍ଡାଉନ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ବନ୍ଦ ରହିଛି। ଏପ୍ରିଲ ଠାରୁ ଜୁନ୍ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଟୋକନ ଦିଆଯାଇ ୯ କେଜି ଲେଖାଏ ଚାଉଳ…
ବାର୍ହା ଆକ୍ରମଣରେ ଯୁବକ ଗୁରୁତର
ବାଲିଗୁଡ଼ା,୨୩ା୪(ଡି.ଏନ୍.ଏ.)- ବାଲିଗୁଡା ଉପଖଣ୍ଡ କୋଟଗଡ଼ ବ୍ଲକ ମାଦାଗୁଡା ଗ୍ରାମର ରବି ମଲ୍ଲିକ ବାର୍ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ନିକଟସ୍ଥ କାଜୁ ବଗିଚାରେ କାମସାରି ଫେରିବାବେଳେ ସେ ବାର୍ହା ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କ ଦୁଇ ହାତ,କାନ୍ଧ ଓ ପିଠିରେ ଗୁରୁତର କ୍ଷତ ହୋଇଛି।…
ଆର୍ଥିକ ଅନଗ୍ରସରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ରାଇକିଆ,୨୩ା୪(ଡି.ଏନ୍.ଏ.)- ଲକ୍ଡାଉନ ଯୋଗୁ ସାଧାରଣ ଲୋକ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଆର୍ଥିକ ଅନଗ୍ରସର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ରାଇକିଆ ବ୍ଲକର ଯୁବ ସମାଜସେବୀ ମେନେଶ୍ୱର୍ ଦିଗାଲ ୧୫୦ରୁ ଉର୍ଦ୍ଧ୍ୱ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ…
ପ୍ରଶାସନର ନିର୍ଦ୍ଧେଶକୁ ବେଖାତିର:ବିଦ୍ୟାଳୟକୁ ଡକାଇ ଛାତ୍ରୀଛାତ୍ରଙ୍କୁ ବହି ବଣ୍ଟନ
ଦାରିଙ୍ଗବାଡ଼ି,୨୩।୪(ଡି.ଏନ.ଏ)- ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷକମାନେ ପାଠ୍ୟପୁସ୍ତକ ନେଇ ଘରେ ଦେଇ ଆସିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି। କିନ୍ତୁ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ ଦାସିକେତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟମକୁ ବେଖାତିର କରି ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଡକାଇ…
ପୁଅ ଉପରେ ଏସିଡ୍ ଢାଳିଲେ ବାପା
ଶଙ୍କରାଖୋଲ,୨୩ା୪(ଡି.ଏନ୍.ଏ.)- କନ୍ଧମାଳ ଜିଲା ଟିକାବାଲି ଥାନା କଇଁଝର ପଞ୍ଚାୟତ କୁଟିଗଡ ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନପୁଅ ଉପରେ ଏସିଡ୍ ଢାଳି ଦେଇଛନ୍ତି ବାପା। ଏନେଇ ଟିକାବାଲି ଥାନାରେ ସାନପୁଅ ଅଭିଯୋଗ କରିବା…
ବିଲରେ ପଚୁଛି ପରିବା, ଋଣ ଶୁଝିବା ଚିନ୍ତାରେ ଚାଷୀ
ବାଲିଗୁଡା,୨୩ା୪(ଡି.ଏନ୍.ଏ.)- ପରିବାର ଚାଷୀଙ୍କ ଉପରେ କରୋନା ମାଡ। ଗଛରେ ପଚିଗଲାଣି ବାଇଗଣ, ବିଲାତି। ପୋଟଳ ଜମିରେ ପାଚି ହଳଦିଆ ପଡିଥିବାବେଳେ, କଦଳୀ ଗଛରେ ପାକଳ ହୋଇଗଲାଣି। ବେପାରୀ ଆସୁ ନଥିବାରୁ ବିକ୍ରି ହୋଇପାରୁନାହିଁ। ଋଣ କରି ପରିବା ଓ କଦଳୀ ଚାଷ…
ସଫେଇ କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ
ବାଲିଗୁଡ଼ା:୨୨ା୪(ଡି.ଏନ୍.ଏ.)- ଲକ୍ଡାଉନ ଯୋଗୁ ସମସ୍ତେ ଘରେ ରହୁଥିବାବେଳେ ନିଜ ଜୀବନକୁ ବିପଦରେ ପକାଇ ସହରକୁ ପରିସ୍କାର ପରିଚ୍ଛନ ରଖୁଛନ୍ତି ସଫେଇ କର୍ମଚାରୀ। ମହାମାରୀ କରୋନା ମୁକାବିଲା ପାଇଁ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ଏମାନେ। ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ…
କାଳବୈଶାଖୀ, ବର୍ଷାପବନରେ ଘର ଭାଙ୍ଗିଲା
ଦାରିଙ୍ଗବାଡ଼ି,୨୨।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପୁଣି କାଳବୈଶାଖୀର ପ୍ରଭାବରେ ବୁଧବାର ବ୍ୟାପକ କ୍ଷୟକ୍ଷତି ହୋଇଛି ା ବ୍ଲକର ଗ୍ରୀନବାଡ଼ି ଏବଂ ପ୍ଲିହେରି ପଞ୍ଚାୟତରେ ସର୍ବାଧିକ ବର୍ଷା ହୋଇଛି ା ବିଜୁଳି ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ହୋଇଥିଲା। କିଲାବାଡ଼ି ଗ୍ରାମର ବିଶ୍ୱନାଥ…
ରୋଜଗାର ଯୋଗାଉଛି ବରିଡା ଶାଗ
ରାଇକିଆ,୨୨ା୪(ଡି.ଏନ୍.ଏ.)- ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ ଏହାକୁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ସ୍ଥାନୀୟ ବାସିନ୍ଦା। ଖରା ଦିନେ ଯେଉଁ ବର୍ଷା ହୋଇଥାଏ ସେଥିରେ…
Archives


