ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ୟାମାକାଳୀ ପୂଜା
ବାଲିଗୁଡ଼ା,୨୫।୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ୟାମାକାଳୀ ପୂଜା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୀପାବଳି ମଧ୍ୟରାତିରେ ରୀତିନୀତି ସହକାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ମଙ୍ଗଳବାର ସୂର୍ଯ୍ୟପରାଗ ଥିବାରୁ ମା’ଙ୍କ ଦର୍ଶନ…
ଦୀପାବଳିରେ ଜେସିବି, ଟ୍ରାକ୍ଟର ପୋଡ଼ିଦେଲେ ମାଓବାଦୀ
ଫୁଲବାଣୀ ଅଫିସ,୨୫।୧୦: ରକ୍ତ ମୁଁହା ହୋଇଉଠିଛନ୍ତି ମାଓବାଦୀ। ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମହିଳା ମାଓବାଦୀଙ୍କ ପ୍ରତିଶୋଧ ନେବାକୁ ଯାଇ ଦୁଇ ଦିନ ହେଲା ତାଣ୍ଡବ ଚଳାଇଛନ୍ତି ମାଓବାଦୀ। ପୋଲିସ ଇନ୍ଫରମର ସନ୍ଦେହରେ ଜଣକୁ ହତ୍ୟା କରିବା ପରେ ଏକ ଠିକା…
ମାଓବାଦୀ ତାଣ୍ଡବ: ଘରୁ ଡାକି ନେଇ ହତ୍ୟା
ବାଲିଗୁଡା,୨୪।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଟିକରବାଜୁ ଗ୍ରାମର ନୀଳକଣ୍ଠ ମଲିକକୁ ପୋଲିସ ଇନଫର୍ମର ଅଭିଯୋଗରେ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ କନ୍ଧମାଳ- କଳାହାଣ୍ଡି ସୀମାନ୍ତ ସିନ୍ଧି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଥିବା ସୂଚନା…
ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନା ଆଇଆଇସି, ଗାଡ଼ିରୁ ମିଳିଲା ବିଡାବିଡା ଟଙ୍କା
କୋଟଗଡ଼,୨୩।୧୦(ଡି.ଏନ,ଏ.): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା କୋଟଗଡ଼ ଥାନା ଆଇଆଇସି ଧୀରଜ ଲେଙ୍କା। କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଡିଏସ୍ପି ଅରୁଣ ନାୟକଙ୍କ ନେତୃତ୍ୱରେ ଫୁଲବାଣୀ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଚଢାଉ କରି ବାଲିଗୁଡ଼ା ବଜାର ଜଗନ୍ନାଥ ମନ୍ଦିର ସମ୍ମୁଖରେ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଇକୋ ରିଟ୍ରିଟ୍
ଦାରିଙ୍ଗବାଡି,୨୪ା୧୦(ଡି.ଏନ୍.ଏ.): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ପାରଦ ତଳମୁହାଁ ହେଉଛି। ସେପଟେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦାରିଙ୍ଗବାଡି଼କୁ ପର୍ଯ୍ୟଟକ ଆସିଲେଣି। ଅଞ୍ଚଳରେ ଥିବା ହୋଟେଲ ରେଷ୍ଟୁରାଣ୍ଟରେ ଭିଡ ଜମିଲାଣି। ଗତ ଦୁଇବର୍ଷ…
ବେଆଇନ ଭାବେ କାଟୁଥିଲେ: ଗଛ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
କୋଟଗଡ଼/ବାଲିଗୁଡ଼ା,୨୩ା୧୦(ଡି.ଏନ୍.ଏ.): ବାଲିଗୁଡ଼ା ଥାନା କୁଟିକିଆ ଝୁଲାପୋଲ ନିକଟ ଡ୍ରିପଙ୍ଗା ପାର୍ଶ୍ୱରେ ରବିବାର କେହି ଦୁର୍ବୃତ୍ତ ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରଖମା ଅଞ୍ଚଳର ଆଦମ ଦିଗାଳ (୬୫)। ଏହାକୁ…
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଇକୋ ରିଟ୍ରିଟ୍ କାର୍ଯ୍ୟ
ଦାରିଙ୍ଗବାଡ଼ି,୨୩ା୧୦(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ତାପମାତ୍ରା ତଳମୁହାଁ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍ବଣ ଋତୁରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ହେଇଛି। ଅଞ୍ଚଳରେ ଥିବା ହୋଟେଲ ରେଷ୍ଟୁରାଣ୍ଟରେ ବି ଭିଡ଼…
ଛୁରି ଦେଖାଇ ମହିଳାଙ୍କୁ ବଳାତ୍କାର, ଏତଲା ଦେଲେ ହତ୍ୟା ଧମକ
ବାଲିଗୁଡ଼ା,୨୨ା୧୦(ଡି.ଏନ୍.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତିରେ ବାହାରକୁ ମହିଳା ଜଣକ ଶୌଚ ହେବାକୁ ଯାଇଥିବା…
କୁମ୍ଭାରୀପଦର ଭୂସ୍ଖଳନ ଘଟଣା: ପରୀକ୍ଷା ପାଇଁ ଗଲା ମାଟି, ପଥର
ଦାରିଙ୍ଗବାଡ଼ି,୨୨ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ନିକଟରେ ଥିବା ପାହାଡ଼ ଭୁସ୍ଖଳନ ଘଟଣାରେ ଶନିବାର ବ୍ରହ୍ମପୁର ମାଇନ୍ସ ଏବଂ ଭୂତତ୍ତ୍ୱବିତ୍ ନିର୍ଦ୍ଦେଶାଳୟରୁ ଏକ ୪ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭୂତତ୍ତ୍ୱବିତ୍ ଲାଜଓ୍ବନ୍ତି ଦେବୀଙ୍କ ସହ ଦାରିଙ୍ଗବାଡ଼ି…
କୁମ୍ଭାରିପଦର ଭୂସ୍ଖଳନ ସ୍ଥଳ ଦେଖିଲେ କଂଗ୍ରେସ ନେତା
ଦାରିଙ୍ଗବାଡି,୨୨ା୧୦(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରିପଦର ଗ୍ରାମ ନିକଟସ୍ଥ ପାହାଡ଼ ଭୂସ୍ଖଳନ ହୋଇଥିବା ଘଟଣା ଅନୁଧ୍ୟାନ ପାଇଁ କଂଗ୍ରେସର ବରିଷ୍ଠ ନେତା ପ୍ରତାପ ପ୍ରଧାନ ଗୁରୁବାର ଗସ୍ତ କରିଛନ୍ତି। ସେ ସେଠାକାର ଗ୍ରାମବାସୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା…
୫ ବର୍ଷର ଶିଶୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ
ଫୁଲବାଣୀ ଅଫିସ,୨୧।୧୦: କନ୍ଧମାଳ ଜିଲା ଫୁଲବାଣୀ ପୋକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଶୁକ୍ରବାର ଜଣେ ୫ ବର୍ଷର ଝିଅଙ୍କୁ ବଳାତ୍କାର ମାମଲାର ବିଚାର କରିଛନ୍ତି। ଏହି ମାମଲାରେ ବଳାତ୍କାରୀଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ବନ୍ଧୁକ ଦେଖାଇ ଗାଡିକୁ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
କୋଟଗଡ଼,୧୯।୧୦(ଡି.ଏନ.ଏ.): ବନ୍ଧୁକ ଦେଖାଇ ଲୁଟିନେଲେ ଅମୃତଭଣ୍ଡା ବୋଝେଇ ପିକଅପ୍ ଭ୍ୟାନ୍। କନ୍ଧମାଳ ଜିଲା ବାଲିଗୁଡା ଥାନା ଅଧୀନରେ ଥିବା ଜକିକିଆ ସ୍ଥାନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ମୁନିଗୁଡାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ପିକଅପ୍ ଭ୍ୟାନକୁ ରାତି ୧୨ଟା…
Archives


