କନ୍ଧମାଳ

କୁହୁଡି ଚାଦର ତଳେ ଦାରିଙ୍ଗବାଡିର ଏକାଧିକ ସ୍ଥାନ: ଯାତାୟତ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ଳିହେରି, ସିମନବାଡି, କିରିକୁଟି, ବାଡାବାଙ୍ଗା, ସୁଲୁମାହା, ଡାବୁଲୁମାହା ଆଦି ଅଞ୍ଚଳରେ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟତରେ ବାଧା ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଉପରେ…

ରାସ୍ତାରେ ହାଇଓ୍ବାର ବ୍ରେକ୍‌ ଫେଲ୍‌, ଉପସ୍ଥିତି ବୁଦ୍ଧି ଖଟାଇଲେ ଡ୍ରାଇଭର

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): ବାଲି ବୋଝେଇ ଏକ ହାଇଓ୍ବା ରାଜପଥ ଉପରେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି। ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ ଧରଣର ବିପଦ ଟଳି ଯାଇଛି। ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥରେ ବାଲିଗୁଡ଼ାରୁ ହାଇଓ୍ବା ନଂ…

ମନ୍ଥରଗତିରେ ଚାଲିଛି ଅଞ୍ଚଳର ବିକାଶ କାର୍ଯ୍ୟ, ଏକାଠି ହୋଇ କାର୍ଯ୍ୟ କରିବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସମିତିର ନବମ ଅଧିବେଶନ ବୈଠକ ସମିତିର ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୈଠକ ଆରମ୍ଭ ପୂର୍ବରୁ ବୈଠକ ସମ୍ପର୍କରେ ବିଡିଓ ପ୍ରୀତିରଞ୍ଜନ ରଥ…

ନିଆରା ସଡ଼କ ସୁରକ୍ଷା ସଚେତନ: ଗୋଲାପ ଫୁଲ ଦେଇ ଗାଡ଼ିଚାଳକଙ୍କୁ କଲେ ସ୍ବାଗତ

ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ଦେଖାଯିବା ସହ ଅନେକ ଲୋକଙ୍କ ଅକାରଣରେ ଜୀବନ ଚାଲିଯାଉଛି। ଦ୍ରୁତଗତିରେ ଗାଡ଼ିଚାଳନା, ହେଲମେଟ୍‌ ଓ ସିଟ୍‌ ବେଲ୍ଟ…

ବଢୁଛି ପର୍ଯ୍ୟଟକଙ୍କ ଭିଡ଼, କମୁଛି ଅର୍ଥ ସଂଗ୍ରହ: ବାଟମାରଣା ସନ୍ଦେହ

ଦାରିଙ୍ଗବାଡି,୩୦।୧୨(ଅରୁଣ ସାହୁ): ଶୀତ ଯେମିତି ବଢୁଛି ପର୍ଯ୍ୟଟକଙ୍କ ଦାରିଙ୍ଗବାଡି ବୁଲିବା ସଂଖ୍ୟା ସେମିତି ବୃଦ୍ଧି ପାଉଛି। ପର୍ଯ୍ୟଟକଙ୍କ ବୃଦ୍ଧିକୁ ନଜରରେ ରଖି ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ରୂପାନ୍ତର କରୁଛି। ଯେଉଁଭଳି ଲକ୍ଷ ଲକ୍ଷ ଟଙ୍କା ଅର୍ଥ…

ପର୍ଯ୍ୟଟକଙ୍କ ଭିଡ଼, ଅଳିଆ ଗଦାରେ ଦାରିଙ୍ଗବାଡି:ସ୍ବଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୩୦।୧୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବ୍ଲକ ପ୍ରଶାସନ ପକ୍ଷରୁ ଜଣାପଡିଛି। ତେବେ ପର୍ଯ୍ୟଟକଙ୍କ ପ୍ରଚଣ୍ଡ ଭିଡ଼ ଯୋଗୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିସର ଓ ବାହାରେ କୁଢ଼କୁଢ଼ ଅଳିଆ ଗଦା ଦେଖିବାକୁ ମିଳିଛି।…

ପାକିସ୍ତାନ କ୍ରିକେଟର୍‌ଙ୍କୁ ପଛରେ ପକାଇଦେଲେ ବୁମ୍‌ରା: କଲେ ବିରାଟ ରେକର୍ଡ

ମେଲବୋର୍ନ,୩୦।୧୨: ଜସପ୍ରୀତ ବୁମ୍‌ରା କ୍ରିକେଟରେ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି। ଏବେ ସେ ପାକିସ୍ତାନୀ କିମ୍ବଦନ୍ତୀ ଶୋଏବ ଅଖତରଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ବୁମରା ୫ଟି ଉଇକେଟ ନେଇଥିଲେ, ଯାହା ତାଙ୍କ ଟେଷ୍ଟ କ୍ୟାରିୟରର ୧୩ତମ ଥିଲା।…

ପର୍ଯ୍ୟଟକଙ୍କ ଭିଡ଼ ଦେଖି ମାତିଛନ୍ତି ଅସାଧୁ ବ୍ୟବସାୟୀ, ପ୍ରକୃତ ଦରଠାରୁ ଅଧିକ ନେଇ ଲୁଟୁଥିବା ଅଭିଯୋଗ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଶାର କଶ୍ମୀର ତଥା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ତେବେ ଅଧିକ ମାତ୍ରାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ବୁଲିବା ଓ ମଜା…

ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକ ଚା’ ଖଟିରେ ଭିଡ଼, ରୋଗୀଙ୍କୁ ନେବା ହେଉଛି କଷ୍ଟ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ସମ୍ମୁଖ ଚା’ଖଟିରେ ଭିଡ଼ ଯୋଗୁ ଯାତାୟାତରେ ସମସ୍ୟା ଦେଖାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ରୋଗୀଙ୍କୁ ନେଇ ଯିବା ସମୟରେ ହେଉ କି ବାହାରକୁ ବାହାରିବା ସମୟରେ ସମସ୍ୟା ଦେଖାଯାଇଛି। ହଠାତ୍‌…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ପାଇଁ ବନପ୍ରାଣୀ-ପକ୍ଷୀ ଉଭାନ

ଦାରିଙ୍ଗବାଡି,୨୯।୧୨(ଅରୁଣ ସାହୁ):ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଡିସେମ୍ବର ଶେଷ ଓ ଜାନୁୟାରୀ ୧୦ ପର୍ଯ୍ୟନ୍ତ ପ୍ରାୟ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ନଜିର ରହିଛି। ତେବେ ଉକ୍ତ ଅଞ୍ଚଳରେ ରହିଥିବା ଏକାଧିକ ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ ଅନ୍ୟତମ ପର୍ଯ୍ୟଟନକ୍ଷେତ୍ର ଡୁଲୁରୀ ପାଇନବଣ ରହିଛି।…

ଶଟ୍‌ ସର୍କିଟ୍‌ରୁ ଜଳିଗଲା ମିକ୍ସଚର୍‌ ଫ୍ୟାକ୍ଟ୍ରି; ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ

ବାଲିଗୁଡ଼ା,୨୯।୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ନୁଆସାହିରେ ଶନିବାର ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟିରରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ପ୍ରତିଦିନ ଭଳି…

ଆଦାୟ ଅନୁସାରେ ବିକାଶ ଶୂନ: ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ରାସ୍ତାର ନକ୍ସା ବଦଳାଉଛି ଲଘୁଚାପ ବର୍ଷା

ଦାରିଙ୍ଗବାଡି,୨୯ ।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳ ସୌନ୍ଦର୍ଯ୍ୟର ଗନ୍ତାଘର। ପର୍ଯ୍ୟଟନକ୍ଷେତ୍ର ରହିଥିବାରୁ ଦୈନିକ ଶହତଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି। ହେଲେ ଉକ୍ତ ଅଞ୍ଚଳରେ ଯେଉଁ ସବୁ ପର୍ଯ୍ୟଟନ କ୍ଷେତ୍ର ରହିଛି ସେଗୁଡିକ ମଧ୍ୟରେ ଜଳପ୍ରପାତ ଗୁଡିକ ପର୍ଯ୍ୟଟକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?