ଗାଡ଼ିମୋଟର ଯାଞ୍ଚ: କଟିଲା ୩୨ ଚାଲାଣ, ୨ ଲକ୍ଷ ୬୦ ହଜାର ଟଙ୍କା ଜରିମାନା
ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବେପରୁଆ ଗାଡିଚାଳନା, ମଦ୍ୟପ ଗାଡ଼ି ଚଳାଇବା, ବିନା ହେଲମେଟ, ବିନା ସିଟବେଲ୍ଟ ବ୍ୟବହାରରେ…
ପାଇପ୍ଲାଇନ ପାଇଁ ପକ୍କାରାସ୍ତା ଖୋଳିଦେଲା ଠିକା କମ୍ପାନୀ
ଦାରିଙ୍ଗବାଡି,୨୨/୧(ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଠାରୁ ପର୍ତ୍ତମାହା ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତାକୁ ପାଇପ ବିଛାଇବା ପାଇଁ ଖୋଳି ଦିଆଯାଇଛି। ରାସ୍ତାଖୋଳାକୁ ତେରବାଡି, ଡାବୁଲୁମାହା, କାଡ଼ସପାଟା ଗ୍ରାମବାସୀ ବିରୋଧ କରିଛନ୍ତି। ଶ୍ରାନିକେତା ପଞ୍ଚାୟତର…
ସରକାରୀ ବସ୍ରେ ଅନଲାଇନ ଟିକେଟ୍ ବନ୍ଦ: ହଟହଟା ହେଉଛନ୍ତି ଯାତ୍ରୀ
ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍ରେ ହେଉନାହିଁ ଅନ୍ଲାଇନ୍ ବୁକିଂ। ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଉକ୍ତ ବସ୍ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି,…
ଜି. ଉଦୟଗିରିରେ ଜାରି ରହିଛି ଶୀତ ଲହର, ଘରୁ ବାହାରିବା ସୁସ୍କିଲ
ଜି ଉଦୟଗିରି ୨୧।୧(ଶିଶିର ପଟ୍ଟନାୟକ ): ରାଜ୍ୟର ଶୀତର ସହର ଜି ଉଦୟଗିରିରେ ତିନି ସପ୍ତାହ ହେବ ଜାରି ରହିଛି ଶୀତ ଲହର । ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ର ତରଫରୁ…
ଅସହ୍ୟ ଜାଡ଼,କମୁନି ତୁଷାରପାତ: ଜନଜୀବନ ଅସ୍ତବ୍ୟସ୍ତ
ଦାରିଙ୍ଗବାଡି, ୨୧।୧ (ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ଜାରି ରହିଛି। ତାପମାପକ ଯନ୍ତ୍ରରେ ତାପମାତ୍ରା ବୃଦ୍ଧି ହୋଇଥିବା ରେକର୍ଡ ସଂଗ୍ରହ କରାଯାଇଛି। ମଙ୍ଗଳବାର ସକାଳ ସମୟରେ ୧୧.୫ ରହିଥିବା ବ୍ଲକ ପ୍ରଶାସନ ସୂତ୍ର ରୁ ଜଣାପଡିଛି ଯାହାକି…
ଘରେ କେହି ନ ଥିବା ବେଳେ ୮ ମାସର ଗର୍ଭବତୀ ଖୁଡିଙ୍କୁ ବଳାତ୍କାର କଲେ ପୁତୁରା, ପ୍ରତିବାଦ କରିବାରୁ…
ବାଲିଗୁଡା,୨୦।୧: (ସଞ୍ଜୟ କୁମାର ପାଣିଗ୍ରାହୀ): ୮ ମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟର ଜଣେ ପୁତୁରା ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଗର୍ଭବତୀ ଖୁଡି ଜଣଙ୍କ ପୁତୁରାଙ୍କୁ ପ୍ରତିବାଦ କରିବାରୁ ଅତି ନିର୍ମମ ଭାବେ ଖୁଡିଙ୍କୁ କାଠ ଫାଳିଆରେ ପିଟିବା…
ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ, ବେଆଇନ ଇଟା ଭାଟି ଭାଙ୍ଗିଲା, ଭୟରେ ଜମି ମାଫିଆ
ବାଲିଗୁଡା, ୨୦।୧ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ବେଆଇନ ଇଟାଭାଟି ଗଢି ଉଠୁଥିବାରୁ ବାଲିଗୁଡା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବାଲିଗୁଡା ମୌଜାର ବାଲିଗୁଡା ବିଜ୍ଞାପିତ…
ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଲା ଫୁଲବାଣୀ, ଏତିକି ତଳେ ତାପମାତ୍ରା
ଭୁବନେଶ୍ୱର,୨୦।୧: ରାଜ୍ୟରେ ୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୪ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯିବା ସହ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଅନ୍ୟପକ୍ଷେ ରାଜ୍ୟରେ…
ସଂଗଠନକୁ ମଜଭୁତ କରିବା ପାଇଁ ଅଙ୍ଗନଓ୍ବାଡି କର୍ମଚାରୀ ସଂଘର ଆହ୍ବାନ
ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ୍ ଓଡିଆ ଅଙ୍ଗନଓ୍ବାଡି ସଂଘ ଦାରିଙ୍ଗବାଡ଼ି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ ରଶ୍ମିରଞ୍ଜିତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ମଜଦୂର ସଂଘ (ବିଏମ୍ଏସ୍)ର ଜିଲା ସଭାପତି…
‘ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ କୌଶଳର ଆବଶ୍ୟକତା ରହିଛି’
ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସେଥିମଧ୍ୟରେ ନିଜକୁ ସୁରକ୍ଷା ଯୋଗାଇବା ପାଇଁ ବିଭିନ୍ନ କୌଶଳର ଆବଶ୍ୟକତା ରହିଛି ଯାହାକି ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓ ମହାବିଦ୍ୟାଳୟଗୁଡିକରେ ଆତ୍ମସୁରକ୍ଷା ପାଇଁ ତାଲିମ…
ପ୍ରବଳ ଶୀତରେ କଲବଲ ଜି.ଉଦୟଗିରି
ଜି.ଉଦୟଗିରି,୨୦।୧(ଚିନ୍ମୟ କୁମାର ସେଠୀ /ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଦାର୍ଜିଲିଂ କୁହାଯାଉଥିବା ଜି.ଉଦୟଗିରି ଅଞ୍ଚଳରେରେ ପ୍ରବଳ ଶୀତ ଜାଡ଼ ସହ ଦୈନନ୍ଦିନ ପାରଦ କମୁଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛ। ଶୀତର ମଜା ନେବା ପାଇଁ ଜିଲା ତଥା ରାଜ୍ୟ ବାହାରୁ…
ଗଞ୍ଜେଇ ଚୋରା ଚାଲାଣ ବେଳେ କଳିଙ୍ଗାରେ ମାଡ଼ି ବସିଲା ଅବକାରୀ ବିଭାଗ
ଜି. ଉଦୟଗିରି,୨୦।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳରୁ ପୁରୀ ଗଞ୍ଜେଇ ଚୋରା ଚାଳନା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଜିଲା ମୋବାଇଲ ଟିମ ଏବଂ ରାଇକିଆ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ…

