କନ୍ଧମାଳ

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗ ଦେଲେ ରାଜସ୍ବ ମନ୍ତ୍ରୀ

ରାଇକିଆ,୪।୩(ପ୍ରଦୀପ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର କନ୍ଧମାଳ ଜିଲା ରାଇକିଆ ଗସ୍ତ କରି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ସାମିଲ ହୋଇଛନ୍ତି । ଶିବ ମନ୍ଦିର ନିକଟ ରେ ଆୟୋଜକ କମିଟି ଏବଂ…

ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ: ଯୋଗ ଦେଲେ ବିଜେଡିର ୩ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଉପବାଚସ୍ପତି ସାଲୁଗା

ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ): ମହାନ ଜନନାୟକ ପ୍ରବାଦ ପୁରୁଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଦାରିଙ୍ଗବାଡି ମିଶ୍ର କଲ୍ୟାଣମଣ୍ଡପ ପରିସର ମଧ୍ୟରେ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ…

ସୁଭଦ୍ରା ସଚେତନତାରେ ସାମିଲ ହେଲେ ହିତାଧିକାରୀ: ସରକାରୀ ଯୋଜନାର ଫାଇଦା ନେବାକୁ ମହିଳାଙ୍କୁ ପରାମର୍ଶ

ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ୨୫ଟି ପଞ୍ଚାୟତରେ ବୁଧବାର ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କିତ ସଭା ଓ ଶୋଭାଯାତ୍ରା ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ସିଡିପିଓ ସନ୍ଧ୍ୟା ରାଣୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି…

୩୯୦ କେଜି ଗଞ୍ଜେଇ ଭର୍ତ୍ତି ଜିପ ଜବତ, ମାଫିଆ ଗାଡି ଛାଡି ଫେରାର

ଦାରିଙ୍ଗବାଡି, ୪ ।୩ (ଅରୁଣ ସାହୁ): ବ୍ରାହ୍ମଣୀଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଥାନା ଅଞ୍ଚଳରୁ ବାହାରକୁ ଚୋରା ଚାଲାଣ ପୂର୍ବରୁ ମାଡ଼ିବସିଲା ପୋଲିସ ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ସରାମୁଳି ପଞ୍ଚାୟତ…

୪୦ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ

ଖଜୁରୀପଡ଼ା ୦୪/୦୩( ବିଦୁର ବେହେରା)ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଗାଡ଼ି ଫୁଲବାଣୀ ପକ୍ଷରୁ ମଙ୍ଗଳବାର ଦିନ ରାଣୀ ପଥର ଘାଟିରେ ପଟ୍ରୋଲିଂ କରୁଥିବା ବେଳେ କିଛି ଗାଡ଼ିକୁ ସନ୍ଦେହ ହେବାରୁ ଅଟକାଇ ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ୪୦ କିଲୋ ଗଞ୍ଜେଇ ଜବତ…

ଘରୋଇ ଶିକ୍ଷାନୁଷ୍ଠାନ ରେ ଫି ନ ଦେଇପାରି ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର, କନ୍ଧମାଳ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି

ଦାରିଙ୍ଗବାଡି, ୪ /୩ (ଅରୁଣ ସାହୁ): ଛାତ୍ରୀଛାତ୍ର ଙ୍କ ମୌଳିକ ଶିକ୍ଷା ଅଧିକାର ପାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି | କୌଣସି ଜଣେ ମଧ୍ୟ ଛାତ୍ରୀଛାତ୍ର କିଭଳି ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ତାକୁ…

ସବୁଠି ଭକ୍ତିମୟ ପରିବେଶ: ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ରାଇକିଆ

ରାଇକିଆ,୪।୩(ପ୍ରଦୀପ ବେହେରା):ଆଜି ଠାରୁ ୭ ଦିନବ୍ୟାପି କନ୍ଧମାଳ ଜିଲା ରାଇକିଆ ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ରାଇକିଆ ସହର। ମଙ୍ଗଳ ବାର ଅନୁଷ୍ଠିତ କଳସ ଯାତ୍ରାରେ ମହିଳାମାନେ ନଗର…

ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଏକଜୁଟ୍‌ ହେଲେ ପରିବେଶପ୍ରେମୀ, ପଲିଥିନ୍‌ ମୁକ୍ତ ପାଇଁ ନେଲେ ଶପଥ

ଦାରିଙ୍ଗବାଡ଼ି,୩ା୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିରେ ଶୀତର ମଜା ନେବା ଓ ଥଣ୍ଡା ଜଳବାୟୁକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଆସିଥାନ୍ତି। ତେବେ ସାରା ବିଶ୍ୱରେ ଜଳବାୟୁର ପରିବର୍ତ୍ତନ ହୋଇଥିବା ବେଳେ ଏହାର ପ୍ରଭାବ ଦାରିଙ୍ଗବାଡ଼ିରେ…

କଂଗ୍ରେସ ଗଡ଼ରେ ଶକ୍ତିଶାଳୀ ହେବ ଭାଜପା

ଦାରିଙ୍ଗବାଡ଼ି,୨ା୩(ଅରୁଣ ସାହୁ): ଭାଜପାର କନ୍ଧମାଳ ଜିଲା ସଭାପତି ଭାବେ ପଣ୍ଡିତ ବିଶିମାଝି ଦଳ ନିଯୁକ୍ତି ଦେବା ପରେ ତାଙ୍କୁ ଦାରିଙ୍ଗବାଡ଼ି ଭାଜପା ମଣ୍ଡଳ ପକ୍ଷରୁ ରବିବାର ସ୍ବାଗତ ସହ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ମଣ୍ଡଳ ସଭାପତି ମିଟୁ…

ଧରିତ୍ରୀରେ ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲା ଜଙ୍ଗଲ, ପରିବେଶ ବିଭାଗ: ଶୁଖି ଯାଇଥିବା ଗଛରେ ଦିଆଗଲା ପାଣି

ରାଇକିଆ,୨।୩(ପ୍ରଦୀପ ବେହେରା): ବନୀକରଣ ପାଇଁ ପ୍ରତ୍ୟେକ ବର୍ଷ ବ୍ୟାପକ ଚାରାରୋପଣ କରାଯାଉଅଛି ।ପରବର୍ତ୍ତୀ ସମୟରେ ଗଛ ଗୁଡ଼ିକର ସୁରକ୍ଷା ପାଇଁ ସଠିକ ତଦାରଖ କରାଯାଉ ନ ଥିବା ଯୋଗୁ ବହୁମୂଲ୍ୟ ଗଛ ନଷ୍ଟ ହେଉଛି । ବିଶେଷ କରି ମହାତ୍ମାଗାନ୍ଧୀ ନିଶ୍ଚିତ…

ଗଛରେ ବାଇକ୍‌ ପିଟି ୨ ଯୁବକ ଗୁରୁତର ଘଟଣା: ଆଖିବୁଜିଲେ ଜଣେ 

ଦାରିଙ୍ଗବାଡି,୨।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦେଇ ଯାଇଥିବା ସିମନବାଡ଼ିର ୫୯ନଂ ଜାତୀୟ ରାଜପଥର ବୁଲାଣିରେ ଏକ ବିରାଟକାୟ ଗଛକୁ ବାଇକ ଧକ୍କା ଦେଇ ୨ ଜଣ ଗୁରୁତର ହୋଇଥିଲେ। ତେବେ ଗୁରୁତର ଯୁବକ ଟାଏସନ ପ୍ରଧାନଙ୍କ ବ୍ରହ୍ମପୁର ବଡ଼…

ଘରେ ନ ଥିବା ବେଳେ ସୁନା ଅଳଙ୍କାର ନେଇଗଲେ ଚୋର

ଜି.ଉଦୟଗିରି,୧ା୩(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡ଼ ପ୍ରଧାନ କଲୋନୀସ୍ଥିତ ସଡ଼କ କଡ଼ରେ ଥିବା ବିଭୁ ନନ୍ଦନ ପଣ୍ଡାଙ୍କ ଘରୁ ଚୋରି ହୋଇଛି। ତଳ ମହଲାରେ ରହୁଥିବା ବିଭୁ ନନ୍ଦନ ରବିବାରଠାରୁ ତାଙ୍କ ସ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?