କନ୍ଧମାଳ

ଗଣେଶଙ୍କ ଉପରେ ଆସ୍ଥା ପ୍ରକଟକଲା ଭାଜପା: ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଭାବେ ମିଳିଲା ଗୁରୁଦାୟିତ୍ୱ

ଦାରିଙ୍ଗବାଡି,୬।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁର ଭାଜପା ମଣ୍ଡଳ ସଭାପତି ଭାବେ ଗଣେଶ ଡାକୁଆଙ୍କୁ ଦଳ ନିଯୁକ୍ତି ଦେଇଛି। ଏ ନେଇ ରାଜ୍ୟ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁ ଓରଫ ଟୁଟୁ ସାହୁ ସୂଚନା ଦେଇଛନ୍ତି।…

ସମ୍ବର ଶିକାର କରି ଦୁଇ ଗିରଫ: ମାଂସ, ଚମଡା ଜବତ

ରାଇକିଆ,୬।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ରେଞ୍ଜର ପାତ୍ରପୁର ଗ୍ରାମରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଢାଉ ହୋଇଛି। ସମ୍ବର ଶିକାର ଅଭିଯୋଗରେ ଦୁଇ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗ୍ରାମର…

ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ: ଏଣିକି ଅଳିଆ ପକାଇଲେ ତଣ୍ଡ ଗଣିବେ ବ୍ୟବସାୟୀ

ଦାରିଙ୍ଗବାଡି,୬/୫(ଅରୁଣ ସାହୁ): ବେଶି ହେଇଗଲା ଆଉ ନୁହେଁ, ଏଣିକି ଅଳିଆ ଆବର୍ଜନା ପକାଇଲେ ତଣ୍ଡ ଗଣିବା ନିଶ୍ଚିତ। ପ୍ଲାଷ୍ଟିକ ହେଉ କି ଅଇଁଠା ଖଲିପତ୍ର କିମ୍ବା ପଲିଥିନ, ଚା’କପ ଆଦି ଏଣେ ତେଣେ ପକାଇଲେ ବ୍ୟବସାୟୀଙ୍କୁ ଅତିକମରେ ୫ ହଜାର ଟଙ୍କା…

ଧରିତ୍ରୀରେ ଖବର ପ୍ରକାଶ ପାଇବା ଚେତିଲା ପରେ ପ୍ରଶାସନ: ସଫେଇ ଆରମ୍ଭ

ଦାରିଙ୍ଗବାଡି,୬।୫ (ଅରୁଣ ସାହୁ): ସୋମବାର ଦାରିଙ୍ଗବାଡିରେ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଡ୍ରେନ ଗୁଡିକ ସଫେଇ କରାଯାଉନଥିବାରୁ ବର୍ଷା ଜଳରେ ଅଳିଆ ଆବର୍ଜନା, ପ୍ଲାଷ୍ଟିକ, ଅଇଁଠାଖଲିପତ୍ର ସବୁ ଭାଷି ଆସି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭର୍ତ୍ତି…

ଗଛକୁ କଣ୍ଟାପୀଡ଼ା: ବନବିଭାଗ ଚୁପ, ତାତିଲେ ପରିବେଶବୀଦ୍‌ 

ଦାରିଙ୍ଗବାଡି,୫।୫(ଅରୁଣ ସାହୁ ): ଗଛ ହିଁ ଜୀବନ, ପିଲାଟିଏ ଗଛ ଟିଏ, ବୃକ୍ଷ ରୋପଣ କର ଜୀବନ ବଞ୍ଚାଅ ଏଭଳି ପରିବେଶକୁ ସୁରକ୍ଷା ଦେବାପାଇଁ ଅନେକ ଆହ୍ବାନ ଦିଆଯାଉଛି। ଏଥିପାଇଁ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତ ୁକିଛି ସ୍ଥାନରେ ଫଳ ଶୂନ…

ଛେଚିଲା କୁଆପଥର ବର୍ଷା: ଡ୍ରେନ୍‌ ପାଣି ସହ ମିଶି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହେଲା ଭର୍ତ୍ତି

ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ସୋମବାର ଅପରାହ୍ନରେ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ପ୍ରାୟ ୧ ଘଣ୍ଟା ଧରି ଏହି ବର୍ଷା ଲାଗିରହିଥିବା ବେଳେ ରାସ୍ତାଘାଟ, ଡ୍ରେନ୍‌ରେ ବର୍ଷା ଜଳ ଭର୍ତ୍ତି ହୋଇଯାଇଥିଲା। ଡ୍ରେନ୍‌ଗୁଡିକରେ ଅଳିଆ ଭର୍ତ୍ତି ହୋଇ…

କଟକଠାରୁ-ଦାରିଙ୍ଗବାଡ଼ି ସରକାରୀ ବସ୍‌ ଚଳାଚଳ ବନ୍ଦ: ଏହା ପଛରେ କାହାର ହାତ? ଯାତ୍ରୀ ହଟହଟା

ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): ମାତ୍ର ୨ ଦିନ ଚାଲିଲା ସରକାରୀ ବସ୍‌ ତା’ ପରେ କାହାର ନିର୍ଦ୍ଦେଶ ଥିଲା ଏହି ବସ୍‌ ବନ୍ଦ କରିବାକୁ ତା’ର କାରଣ କ’ଣ ଏବଂ ଏହା ପଛରେ କାହାର ହାତ ରହିଛି ତାହା ଅସ୍ପଷ୍ଟ ରହିଛି। ଏଭଳି…

Video:ଚଳନ୍ତା ଅଟୋରେ ବାନ୍ଧି ଗାଈକୁ ଟାଣି ଟାଣି ନେଲେ ମାଲିକ: ଭିଡିଓ ହେଉଛି ଭାଇରାଲ

ଦାରିଙ୍ଗବାଡି,୫/୫ (ଅରୁଣ ସାହୁ): ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି। ଗାଈକୁ ଖାଦ୍ୟ ଖୁଆଇଲେ ବହୁ ପୁଣ୍ୟ ମିଳିଥାଏ। କିନ୍ତୁ କିଛି ଲୋକ ଥାନ୍ତି ପଶୁମାନଙ୍କ ସହ ଅମାନୁଷିକ…

ବଢୁଛି ଲକ୍ଷ୍ମୀ ବସ୍‌ର ଚାହିଦା: ବାଡାବାଙ୍ଗା ପଞ୍ଚାୟତ ଏବେ ମଧ୍ୟ ବଞ୍ଚିତ

ଦାରିଙ୍ଗବାଡି,୫।୫ (ଅରୁଣ ସାହୁ)- ଯାତ୍ରୀଙ୍କ ମଧ୍ୟରେ ବଢୁଛି ଲକ୍ଷ୍ମୀ ବସ୍‌ର ଚାହିଦା। ସରକାରୀ ହେଉ କି ବେସରକାରୀ ବସ ଯାତ୍ରୀମାନେ ବିଶେଷ କରି ମହିଳା ଯାତ୍ରୀମାନେ ଲକ୍ଷ୍ମୀ ବସ୍‌ରେ ଯାତ୍ରା କରିବାକୁ ଗୁରୁତ୍ୱ ଦେଉଛନ୍ତି। ଯାତ୍ରୀଙ୍କ ଚାହିଦା ଯୋଗୁ ସ୍ଥାନୀୟ ବିଡ଼ିଓ…

ପହଲଗମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରତିବାଦରେ ଦାରିଙ୍ଗବାଡି ଦୋକାନବଜାର ବନ୍ଦ: ସାପ୍ତାହିକ ହାଟ ଠପ୍‌

ଦାରିଙ୍ଗବାଡି,୪।୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କୀବାଦଙ୍କ ଗୁଳିକରୀ ହତ୍ୟା କରାଯିବା ପ୍ରତିବାଦରେ ରବିବାର ଦାରିଙ୍ଗବାଡିରେ ଦୋକାନବଜାର ବନ୍ଦ କରିଦିଆଯାଇଛି। ଏଥି ସହ ରବିବାର ସପ୍ତାହିକ ହାଟ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ହାଟକୁ ମଧ୍ୟ ବନ୍ଦ କରାଇଥିଲେ। ଫଳରେ ହାଟ…

ବଦଳିଲେ ଦାରିଙ୍ଗବାଡ଼ି ତହସିଲଦାର: ଜାଣନ୍ତୁ କିଏ ହେବେ ନୂଆ ତହସିଲଦାର 

ଦାରିଙ୍ଗବାଡି,୪।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର ଭାବେ ଯୋଗଦେବେ ବାଲିଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଧୀରୋଜ କୁମାର ପାତ୍ର । ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ମୋଟ ୬୬ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି…

ଦାରିଙ୍ଗବାଡିର ଯୁବକଙ୍କୁ ନେଇ ଚର୍ଚ୍ଚା: ୪୧ ଦିନରେ ଶଙ୍କରଙ୍କ ୨ହଜାର କିଲୋମିଟର …

ଦାରିଙ୍ଗବାଡି, ୩ା୫ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଲୋହରସାହିର ଶଙ୍କର ସାହୁଙ୍କ ସାଇକଲରେ ଚାରିଧାମ ଯାତ୍ରାର ୪୧ ଦିନ ସୁଦ୍ଧା ୨ହଜାର କିଲୋମିଟର ଯାତ୍ରା ସଫଳ ହୋଇଛନ୍ତି। ସେ ଶନିବାର କେଦାରନାଥ ଧାମରେ ପହଞ୍ଚି ଦର୍ଶନ ସାରିଛନ୍ତି। ଏଥିପାଇଁ ସେ ନିଜକୁ ଖୁସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?