କନ୍ଧମାଳ

ନିଜପାଇଁ ନିଜେ ନାରୀ ସୁରକ୍ଷା ଉପରେ…

ଜି ଉଦୟଗିରି ୧୭/୧( ଶିଶିର ପଟ୍ଟନାୟକ ) ଜି ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ ଦିନଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ…

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ତହସିଲଦାର

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): ବ୍ଲକସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଏସ୍‌ଏସ୍‌ଓ କ୍ଷେତୀଶ ପ୍ରିୟଦର୍ଶୀ ସାହୁ ପୂର୍ବ ବର୍ଷର ବିବରଣୀ ପଠନ କରିଥିଲେ। ଚଳିତଥର ଏହି ଜାତୀୟ…

ବିଦ୍ୟାଳୟ ବାର୍ଷିକୋତ୍ସବରେ ଗୀତ ଗାଇଲେ ପ୍ରକଳ୍ପ ପ୍ରଶାସକ: ପାଠ ପଢ଼ିବା ପାଇଁ ଛାତ୍ରୀଙ୍କୁ ଦେଲେ ପରାମର୍ଶ

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଉଦ୍‌ଘାଟନ କରିଥିଲେ। ତାଙ୍କୁ ବିଦ୍ୟାଳୟ…

ଠିକାସଂସ୍ଥାରେ ନିଆଁ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହାଠାରେ ଥିବା ଏକ ଠିକାସଂସ୍ଥା ପ୍ଲାଣ୍ଟ୍‌ରେ ଗୁରୁବାର ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ସଂସ୍ଥାର କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ପାଇଁ ବଡ଼…

‘ଶିକ୍ଷା ବିନା ଜୀବନର ମୂଲ୍ୟ କିଛି ନାହିଁ, ମା’ମାନେ ଶିକ୍ଷିତ ହେବା ଜରୁରୀ’

ଦାରିଙ୍ଗବାଡ଼ି,୧୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଉତ୍ସବକୁ ଦାରିଙ୍ଗବାଡି ତହସିଲଦାର ଶରତ ଶବର…

ଦାରିଙ୍ଗବାଡି ଶୀତ ମହୋତ୍ସବରେ ହରବାଲ ଚା’ ଦେଉଛି ନିଆରା ସ୍ବାଦ: ସବୁବର୍ଷ ପରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଗତ ୩ ଦିନ ଧରି ଶୀତ ମହୋତ୍ସବରେ ହରବାଲ ଚା’ବଣ୍ଟନ କରି ଦାରିଙ୍ଗବାଡିର ବୋଲବମ ସଙ୍ଘ ଚର୍ଚ୍ଚାରେ ରହିଛନ୍ତି। ପ୍ରତିଦିନ ହଜାର ହଜାର ଦର୍ଶକ ଏହି ମହୋତ୍ସବକୁ ଆସୁଥିବା ବେଳେ ସଙ୍ଘ ପକ୍ଷରୁ…

ଉଦଯାପିତ ହେଲା ୩ ଦିନିଆ ଶୀତ ମହୋତ୍ସବ: ମୁଖ୍ୟ ଆକର୍ଷଣ ମଣ୍ଟୁ ଛୁରିଆ,ପାରମ୍ପରିକ ଲୋକକଳା

ଦାରିଙ୍ଗବାଡି,୧୩।୧(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ଯେମିତି ବଢିବାରେ ଲାଗିଛି ସେମିତି ୩ ଦିନିଆ ଶୀତ ମହୋତ୍ସବର ମାହୋଲ ମଧ୍ୟ ସେଭଳି ରହିଛି। ଶନିବାର ଠାରୁ ଆରମ୍ଭ ହୋଇଥିବା ଶୀତ ମହୋତ୍ସବ ସୋମବାର ସଂନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏଥିରେ…

ଶୀତ ମହୋତ୍ସବର ଦ୍ୱିତୀୟ ଦିନ: ଦର୍ଶକଙ୍କ ମନ ମୋହିଲା ଗୋଟିପୁଅ, ଓଡ଼ିଶୀ, ଖଞ୍ଜଣୀ ନୃତ୍ୟ

ଦାରିଙ୍ଗବାଡ଼ି,୧୨।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ରବିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ବିଡିଓ ତଥା ଶୀତ ମହୋତ୍ସବ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କର୍ଯ୍ୟ ନିର୍ବାହୀ…

ଖୁବ୍‌ଶୀଘ୍ର ଦାରିଙ୍ଗବାଡ଼ିରେ ଖୋଲିବ କୃଷି ବଜାର, ପ୍ରକଳ୍ପ ବୁଲି ଦେଖିଲେ ପ୍ରଶାସକ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡ ନିକଟରେ ଖୁବ୍‌ଶୀଘ୍ର ଖୋଲିବ କୃଷି ବଜାର। ଏଥିପାଇଁ ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ୬୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କୃଷି ବଜାର (ମଲ୍‌ ) ଯେଉଁଠି କନ୍ଧମାଳର ବିଶ୍ୱ…

ଶୀତ ମହୋତ୍ସବରେ ଶୀତ ଛାଡ଼ିବା ପାଇଁ ନିଆରା ପଦକ୍ଷେପ

ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ୩ ଦିନ ହେଲା ତୁଷାରପାତ ହେଉଛି। ରବିବାର ସର୍ବନିମ୍ମ ତାପମାତ୍ରା ୮ ଡିଗ୍ରୀ ରହିଛି। ଦୁର୍ଗମ ଗ୍ରାମରେ ଏହା ଠାରୁ ଆହୁରି କମ୍‌ ତାପମାତ୍ରା ରହିଛି। ଶୀତ ଯେମିତି ବଢିଛି ସେମିତି…

ଦର୍ଶକଙ୍କ ହୃଦୟ ଜିତିଲେ ସୌରଭ-ସତ୍ୟଜିତ

ଦାରିଙ୍ଗବାଡି, ୧୨।୧ (ଅରୁଣ ସାହୁ )-ଦାରିଙ୍ଗବାଡି ଶୀତ ମହୋତ୍ସବରେ ବିଶିଷ୍ଠ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ମହୋତ୍ସବରେ ବିଶିଷ୍ଠ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ ମଞ୍ଚରେ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ତାଙ୍କ ଭଜନରେ ଦର୍ଶକଙ୍କ…

ସତ୍ୟଜିତଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ: ଶୀତ ମହୋତ୍ସବର ପ୍ରଥମ ଦିନରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି,୧୨।୧(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଶୀତ ମହୋତ୍ସବର ପ୍ରଥମ ଦିନରେ ରାଜ୍ୟର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ମଞ୍ଚ ଦୁଲୁକିଛି। ପ୍ରକାଶ ଯେ, ତିନିଦିନିଆ ଶୀତ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନଙ୍କ ସଂଗୀତରେ ଦର୍ଶକ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri