କଳାହାଣ୍ଡି

ବିନା ସୂଚନା ଫଳକରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ ମରାମତି, ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତ ଦୀର୍ଘ ବର୍ଷ ଅବ୍ୟବସ୍ଥା ଘେରରେ ରହିଛି। ବର୍ତ୍ତମାନ ଲକ୍ଷାଧିକ ଟଙ୍କାରେ ଏହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ମରାମତି କାର୍ଯ୍ୟ ଚାଲୁରହିଥିଲେ ମଧ୍ୟ ନିର୍ମାଣସ୍ଥଳରେ କାମକୁ…

ଆଇଏଏସ୍‌ ଧିମାନ ଚକମାଙ୍କୁ ମିଳିଲାନି ଜାମିନ, ପୁଣି ଗଲେ ଭବାନୀପାଟଣା ଜେଲ୍‌

ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ଗତ ୮ ତାରିଖ ରବିବାର ରାତିରେ ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେତେବେଳେ ଭିଜିଲାନ୍ସ ତାଙ୍କ ଘରୁ ନଗଦ…

ନିଶାଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ସଚେତନ କଲା ପ୍ରଶାସନ

କେସିଙ୍ଗା,୧୭।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ଅବକାରୀ ଓ କେସିଙ୍ଗା ପଞ୍ଚାୟତ ସମିତି ମିଳିତ ଉଦ୍ୟମରେ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ଏକ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ମଙ୍ଗଳବାର ଏକ ବ୍ଲକସ୍ତରୀୟ…

କେସିଙ୍ଗା ଷ୍ଟେଶନରେ ୫ ମିନିଟ୍‌ ଟ୍ରେନ୍‌ ରହୁ;କଳାହାଣ୍ଡି ରେଳଯାତ୍ରୀ ସଂଘ ସାଧାରଣ ବୈଠକରେ ବିଭିନ୍ନ ଦାବି ନେଇ …

କେସିଙ୍ଗା,୧୭।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘର ସାଧାରଣ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ୍‌ ପବ୍ଲିକ ସ୍କୁଲ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡ. ହେମସାଗର ସାହା କେସିଙ୍ଗା ରେଳ…

ଜନଶୁଣାଣି ଶିବିରରେ ୯୩ ଅଭିଯୋଗ ପଞ୍ଜୀକୃତ

କର୍ଲାମୁଣ୍ଡା,୧୬ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ପରିସର ରାଜୀବ ଗାନ୍ଧୀ ସେବା ଭବନଠାରେ ସୋମବାର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଜିଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ…

ବେପରୁଆ ଗାଡିଚାଳନା ହେଲା କାଳ: ଟ୍ରକ ଧକ୍କାରେ ଜଣଙ୍କ ଜୀବନ ଗଲା,୨ ଗୁରୁତର ଆହତ

ଭବାନୀପାଟଣା/ଜୁନାଗଡ଼,୧୬।୬(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ସୋମବାର ମଧ୍ୟାହ୍ନରେ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତ ବାଇକ ଚାଳକଙ୍କ ନାମ ଜଗଦୀଶ ଧଙ୍ଗଡାମାଝୀ…

ସରକାରଙ୍କ ଯୋଜନା ବଖାଣୁଛି ବିକାଶ ରଥ

ରିଷିଡ଼ା,୧୪।୬(ସୁଶାନ୍ତ ମଲ୍ଲିକ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଶନିବାର ରିଷିଡ଼ାରେ ପହଞ୍ଚି ଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରଥକୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଏଲ୍‌ଇଡି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ…

ଅଙ୍ଗନଓ୍ବାଡି କେନ୍ଦ୍ର ଯିବାକୁ ରାସ୍ତା ନିର୍ମାଣ ଦାବି ତେଜିଲା

କେସିଙ୍ଗା,୧୪।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଜୋଲକୋ ଗ୍ରାମ ସ୍ଥିତ ଆମ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପକ୍କା ରାସ୍ତା ନ ଥିବାରୁ କୋମଳ ମତି ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ କେନ୍ଦ୍ରକୁ ଯିବାକୁ ଅସୁବିଧାର…

ଖବର ପ୍ରକାଶ କଲା ଧରିତ୍ରୀ, ତତ୍ପର ଦେଖାଇଲା ପ୍ରଶାସନ, ପଡ଼ାରେ ନଳକୂପ ଖନନ ଆରମ୍ଭ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ପୋଖରୀଗୁଡା ଗ୍ରାମ ଭଟାଗୁଡା ପଡାରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ପଡାବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ବ୍ଲକ…

ଡାକ୍ତରଖାନା କର୍ମଚାରୀଙ୍କୁ ଆକ୍ରମଣ, ମହେନ୍ଦ୍ରଙ୍କୁ ଅଟକ ରଖିଛି ରିଷିଡ଼ା ପୋଲିସ

ରିଷିଡା ୧୩।୬(ସୁଶାନ୍ତ ମଲ୍ଲିକ):  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାକୁ ନଳକୂଅ ଖୋଳିବା ପାଇଁ ଆସିଥିବା ଟିମ୍‌ର ଜଣେ ସଦସ୍ୟ ଡାକ୍ତରଖାନାର କର୍ମଚାରୀ ସମୀର କୁମାର ମିଶ୍ରଙ୍କୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଏହି ମାମଲାରେ…

ବିଧାୟିକାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେଲା ଅଧାପନ୍ତରିଆ ରାସ୍ତାକାମ

ରିଷିଡ଼ା,୧୩ା୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ. ରାମପୁରରୁ ରିଷିଡା ଦେଇ କର୍ଲାମୁଣ୍ଡା ଯାଇଥିବା ପୂର୍ତ୍ତ ରାସ୍ତା କାମ ଗତବର୍ଷ ଆରମ୍ଭ ହୋଇଥିଲା। ହେଲେ ରିଷିଡା ହାଇସ୍କୁଲ ଛକଠାରୁ ଗାଁ ଶେଷମୁଣ୍ଡ ପର୍ଯ୍ୟନ୍ତ କାମ ନ କରି ଛାଡି ଦିଆଯାଇଥିଲା। ଫଳରେ…

ବ୍ୟାପୁଛି କିଡ୍‌ନୀ ରୋଗ: ଗାଁରେ ମେଡିକାଲ ଟିମ୍‌ର ତଦନ୍ତ ଆରମ୍ଭ

କର୍ଲାମୁଣ୍ଡା,୧୩।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧଅଁରାଖମନ ଗ୍ରାମରେ କିଡ୍‌ନୀ ରୋଗ ବ୍ୟାପିବାରେ ଲାଗିଛି। କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ଗଲାଣି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅନ୍ୟପକ୍ଷେ ସ୍ବାସ୍ଥ୍ୟମନ୍ତ୍ରୀ ଡଃ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri