ପରିବାର ସହ ଫାର୍ମହାଉସ୍ରେ ଭୋଜି କରୁଥିଲେ, ଗାଧୋଇବାକୁ ଯାଇ…
ଭବାନୀପାଟଣା,୧୫ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶନିବାର ହୋଲି ପରେ ପୁଣି ସାମ୍ନାକୁ ଆସିଲା ଏକ ଦୁଃଖଦ ଘଟଣା। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କଷାକେନ୍ଦୁ ନିକଟସ୍ଥ ଯମୁନାସାଗରରେ ବୁଡ଼ି ଯାଇ ମଧ୍ୟାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ...
ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା
ଭବାନୀପାଟଣା,୧୫ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ...
ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ହୋଲି ଉତ୍ସବରେ କର୍ମୀଙ୍କୁ କରାଇଲେ ଶପଥ ପାଠ, ରାଲିରେ ପ୍ରକମ୍ପିତ ହେଲା ଜାତୀୟ ରାଜପଥ
କେସିଙ୍ଗା,୧୫.୩(ତୁମେଶର ସାହୁ): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ସଭାପତି ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଭୁବନେଶ୍ୱରରୁ ଏକ ଏରୋପ୍ଲେନରେ ଆସି କେସିଙ୍ଗା ବ୍ଲକ ଉତକେଲା ସ୍ଥିତ ଏରୋପ୍ଲେନ ପଡିଆରେ ଶନିବାର ଅବତରଣ...
ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଶୈକ୍ଷିକ ପରିଭ୍ରମଣରେ ଯାତ୍ରା କଲେ କୋକସରା ବ୍ଲକ ଛାତ୍ରୀଛାତ୍ର
କୋକସରା,୧୪।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଛାତ୍ରୀଛାତ୍ରଙ୍କ ବାହ୍ୟଜ୍ଞାନ ଆହରଣ ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶୁକ୍ରବାର କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ...
କରାଟେ କଲର ବେଲ୍ଟ ପରୀକ୍ଷା: ୨୦ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ
ଲାଞ୍ଜିଗଡ଼,୧୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ କରାଟେ କଲର ବେଲ୍ଟ ପରୀକ୍ଷା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ କରାଟେ ସ୍କୁଲ ଫାଉଣ୍ଡର ସେଭେନ ଡନ ବ୍ଲାକ ବେଲ୍ଟ ହନସୀ ଡ଼....
ବାଳକ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ: ବିଭିନ୍ନ ପ୍ରତିଯୋଗିତାରେ ଛାତ୍ର ପୁରସ୍କୃତ
ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ ପିଭିଟିଜି ବାଳକ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି I ସ୍କୁଲର ପ୍ରଧାନ ଶିକ୍ଷକ ହରି ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି...
ଚମକିଲେ କଳାହାଣ୍ଡିର ପୁଅ ଆଶିଷ ସରାଫ
ଭବାନୀପାଟଣା,୧୩ା୩(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ରେଳବାଇ ଅଡିଟୋରିୟରେ ବିଶ୍ବ ଗ୍ରୁପ୍ ପକ୍ଷରୁ ଆୟୋଜିତ ଓଡ଼ିଶା ବିୟୁଟି ଏକ୍ସପୋ ସିଜିନ ୯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେକ୍ଅପ୍ (ସାଜସଜ୍ଜା) ପ୍ରତିଯୋଗିତାରେ କଳାହାଣ୍ଡିର ପୁଅ ଆଶିଷ ସରାଫ ପ୍ରଥମ ସ୍ଥାନ ଅଧିକାର କରି...
ଅଧା ପ୍ରକଳ୍ପ ଅସମ୍ପୂର୍ଣ୍ଣ: କଳାହାଣ୍ଡିରେ ବସୁଧା ଯୋଜନା ସ୍ଥିତି ଉଦ୍ବେଗଜନକ
ଭବାନୀପାଟଣା,୧୩ା୩(ଉତ୍ତମ କୁମାର ଦାଶ):ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗାଁ ଗାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହେଲା। ମାତ୍ର କଳାହାଣ୍ଡିରେ ନିର୍ମାଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ବସୁଧା ପ୍ରକଳ୍ପ ବାଟ...
ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖେ ଆପରାଧିକ ନ୍ୟାୟ ବ୍ୟବସ୍ଥା
ଥୁଆମୂଳ ରାମପୁର,୧୩ା୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଥୁଆମୂଳ ରାମପୁର ଥାନା ପକ୍ଷରୁ ବୁଧବାର ମହୁଲପାଟଣା ପଞ୍ଚାୟତ କାର୍ଯ୍ୟାଳୟଠାରେ ନୂଆ ଆପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ, ସମିତି ସଭ୍ୟାସଭ୍ୟ ଓ ଓ୍ବାର୍ଡମେମ୍ବର ସମେତ ଗ୍ରାମର...
‘ବିଜୁଳି ତ ନାହିଁ, ବିଲ୍ ଦେବୁ କାହିଁପାଇଁ’
ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଗରମ ଓ ଗୁଳୁଗୁଳିରେ ଅତିଷ୍ଟ ହୋଇପଡ଼ିଲେଣି ଲୋକେ। ଗ୍ରୀଷ୍ମଦିନ ଆରମ୍ଭରୁ ଦିନର ୨୪ ଘଣ୍ଟା ମଧ୍ୟରୁ ୧୬ରୁ ୧୭ ଘଣ୍ଟା...
୧୩ ବ୍ଲକର ୧୩ ଲକ୍ଷପତି ଦିଦି ସମ୍ବର୍ଦ୍ଧିତ
ଭବାନୀପାଟଣା,୧୨।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ମଙ୍ଗଳବାର ଜିଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲା ପ୍ରଶାସନ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହା...
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଉଦ୍ଯାପିତ
କର୍ଲାମୁଣ୍ଡା,୧୨ା୩ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଉଦ୍ଯାପିତ ହୋଇଯାଇଛି। ଉଦ୍ଘାଟନୀ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ...
Archives


